ରିଲିଜ୍‌ ପୂର୍ବରୁ ବୟକଟ୍‌ ଦାବି

ବଲିଉଡ୍‌ ଅଭିନେତା ଅମିର ଖାନ୍‌ ଫିଲ୍ମ ‘ଲାଲ୍‌ ସିଂ ଚଡ୍ଡା’ସହ ପ୍ରାୟ ୪ ବର୍ଷ ପରେ ସିନେମା ଜଗତକୁ ଫେରୁଛନ୍ତି। ଏହି ଫିଲ୍ମଟି ଅଗଷ୍ଟ ୧୧ରେ ପ୍ରେକ୍ଷାଳୟରେ…

ଯୁବକ କାଟିଦେଲେ ନିଜ ବେକ, ହାତ

ଭଞ୍ଜନଗର,୧ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଲଗୁଣ୍ଠା ପେଣ୍ଠ ସାହିରେ ସୋମବାର ଜଣେ ଯୁବକ ଏକ କାତିରେ ବେକ ଓ ଦୁଇ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ…

ସିସିଟିଭି ଖୋଲି ନେଇ ପଶିଲେ ବ୍ୟାଙ୍କରେ

ଲୋଇସିଂହା,୧।୮(ଡି.ଏନ୍‌.ଏ.):ବଲାଙ୍ଗୀର ଜିଲା ଲୋସିଂହା ଥାନା ଆଗଲପୁର ବ୍ଲକ ରାମପୁରସ୍ଥିତ ଆଇଡିବିଆଇ ବ୍ୟାଙ୍କରୁ ଚୋରି ଉଦ୍ୟମ ହୋଇଛି। ବ୍ୟାଙ୍କ କର୍ମଚରୀ ସୋମବାର ବ୍ୟାଙ୍କକୁ ଆସି ବିଦ୍ୟୁତ୍‌ ସରବରାହ କଟିଯାଇଥିବା…

ମୃତ ଅବସ୍ଥାରେ ମିଳିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ଟି ରାମାରାଓଙ୍କ ଝିଅ

ହାଇଦ୍ରାବାଦ,୧ ।୮: ତେଲେଙ୍ଗାନାର ଟିଡିପି ସଂସ୍ଥାପକ ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଟି ରାମାରାଓଙ୍କ ଝିଅ ଉମା ମାହେଶ୍ୱରିଙ୍କ ପରଲୋକ ହୋଇଛି । ହାଇଦ୍ରାବଦରେ ସେ…

ମୋଦିଙ୍କ ନେତୃତ୍ୱରେ ୨୦୨୪ ଲୋକ ସଭା ନିର୍ବାଚନ ଲଢିବ ଭାଜପା: ଶାହା

ନୂଆଦିଲ୍ଲୀ,୧।୮: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଭାଜପା। ବିଭିନ୍ନ ରାଜ୍ୟରେ ଗଡ଼ ଆହୁରି ମଜଭୁତ କରିବା ପାଇଁ ଦଳ ପକ୍ଷରୁ…

ବାଲୁକାକଳାରେ ସ୍ବର୍ଣ୍ଣପଦକ ବିଜୟିନୀ ମୀରାବାଈଙ୍କୁ ଶୁଭେଚ୍ଛା

ଗଞ୍ଜାମ,୧ା୮(ଡି.ଏନ୍‌.ଏ.): ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଥମ ସ୍ବର୍ଣ୍ଣପଦକ ବିଜୟିନୀ ମୀରାବାଈ ଚାନୁଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ ଗ୍ରାମର…

ବେୟର ଗ୍ରିସ୍ଲ୍‌ଙ୍କ ସହ ଆଡଭେଞ୍ଚର ମିଶନରେ ଯିବେ ପ୍ରିୟଙ୍କା!

ମୁମ୍ବାଇ: ବେୟର ଗ୍ରିଲ୍ସ ତାଙ୍କ ଆଡଭେଞ୍ଚର ମିଶନ ପାଇଁ ବେଶ ଜଣାଶୁଣା । ସେ ଏମିତି କିଛି ଖରତନାକ ସଫର କରିଛନ୍ତି ଯାହାକୁ ଦେଖିଲେ ଆଉ ଶୁଣିଲେ…

ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୨ ତାରିଖ – Daily Horoscope

ମେଷ ଆଜି ଶୁଭଚନ୍ଦ୍ର ଆପଣଙ୍କୁ କାର୍ଯ୍ୟସିଦ୍ଧି ଓ ବନ୍ଧୁମିଳନର ସୁଯୋଗ ସୃଷ୍ଟିକରିବ। କିନ୍ତୁ କୃତ୍ତିକା ନକ୍ଷତ୍ରର ମନଟା ବିଭିନ୍ନ କଥାକୁ ନେଇ ଭଲ ନ ଲାଗିବାରୁ କୌଣସି…

ବାହାଘରକୁ ଆସି କରୁଥିଲେ ମୋବାଇଲ ଚୋରି, ପଡ଼ିଲେ ଧରା

ଆର୍‌.ଉଦୟଗିରି,୧।୮(ଡି.ଏନ୍‌.ଏ.): ଗଜପତି ଜିଲା ବେଲପଡ଼ା ଗ୍ରାମରେ ଗତ ୨୯ ତାରିଖ ରାତିରେ ଏକ ବିବାହ ଉତ୍ସବକୁ ଆସିଥିବା ଲୋକଙ୍କ ୫ଟି ମୋବାଇଲ ଫୋନ ଚୋରି ହୋଇଯାଇଥିଲା। ଏନେଇ…

ଲୋକ ସଭାରେ କଞ୍ଚା ବାଇଗଣ ଖାଇଲେ ଏମ୍‌ପି

ନୂଆଦିଲ୍ଲୀ,୧।୮: ଦେଶରେ ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟା ବୃଦ୍ଧିକୁ ବିରୋଧ କରି ସଂସଦର ଉଭୟ ଗୃହରେ ହଙ୍ଗାମା ଜାରି ରହିଛି। ସୋମବାର ତୃଣମୂଳ କଂଗ୍ରେସ (ଟିଏମସି) ଏମ୍‌ପି…