ଅଳକାଙ୍କୁ ବିଜୟ ପ୍ରମାଣପତ୍ର

ଝାରସୁଗୁଡ଼ା ଅଫିସ,୪।୬: ବ୍ରଜରାଜନଗର ଉପନିର୍ବାଚନ ଭୋଟ ଗଣତି ଶୁକ୍ରବାର ଝାରସୁଗୁଡ଼ା ବଢ଼େଇମୁଣ୍ଡାସ୍ଥିତ ଇଞ୍ଜିନିୟରିଂ ସ୍କୁଲ୍‌ ପରିସରରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରକ୍ରିୟା ସକାଳ ୮ଟାରୁ ଆରମ୍ଭ ହୋଇ…

ସୋସାଇଟି ନିର୍ବାଚନ ସ୍ଥଗିତ

ପଟ୍ଟାମୁଣ୍ଡାଇ,୪ା୬(ସ୍ବ.ପ୍ର.): କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ଅଧୀନରେ ୧୬ ସମବାୟ ସମିତି ରହିଛି । ସେଥିମଧ୍ୟରୁ ଖଡ଼ଇଣ୍ଟା ପ୍ରାଥମିକ କୃଷି ସମବାୟ ସମିତି ନିର୍ବାଚନ…

ଅବାଧରେ ଚାଲିଛି ବେଆଇନ ଗର୍ଭପାତ

ଜଗତ୍‌ସିଂହପୁର ଅଫିସ, ୪ା୬: ଜଗତ୍‌ସିଂହପୁର ଜିଲାରେ ଅବାଧରେ ଚାଲିଛି ବେଆଇନ ଗର୍ଭପାତ। ଜିଲା ସଦର ମହକୁମା ସମେତ ପାରାଦୀପ ଓ ଅନ୍ୟ ବ୍ଲକ ଅଞ୍ଚଳରେ ଦୀର୍ଘ ବର୍ଷ…

ୟୁପିରୁ ୧୧, ଛତିଶଗଡ଼ରୁ ୨ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ରାଜ୍ୟ ସଭାକୁ ନିର୍ବାଚିତ

ଲକ୍ଷ୍ନୌ/ରାୟପୁର,୪।୬: ଉତ୍ତରପ୍ରଦେଶରୁ ରାଜ୍ୟ ସଭାକୁ ୧୧ ଜଣ ଏବଂ ଛତିଶଗଡ଼ରୁ ୨ ଜଣ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଉତ୍ତରପ୍ରଦେଶରୁ ନିର୍ବାଚିତ ହୋଇଥିବା ୮ ଭାଜପା ପ୍ରାର୍ଥୀ ହେଲେ…

ବିଜେଡି ପାଖ ମାଡ଼ିପାରିଲେନି ବିରୋଧୀ

ଭୁବନେଶ୍ୱର,୪।୬(ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ଫଳ ବିରୋଧୀଙ୍କୁ ଚକିତ କରିଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଆଗରେ ବିରୋଧୀ ଏକପ୍ରକାର ଚିତ୍‌ପଟାଙ୍ଗ ମାରିଛନ୍ତି। ଏପରି କି ଭୋଟ ହାସଲ…

ସଞ୍ଜୟ କୁମାର ମିଶ୍ର ଓଡ଼ିଶା ହାଇକୋର୍ଟ ବିଚାରପତି ନିଯୁକ୍ତ

ନୂଆଦିଲ୍ଲୀ,୪।୬: ଆଇନଜୀବୀ ସଞ୍ଜୟ କୁମାର ମିଶ୍ରଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବିଧାନର ଅନୁଚ୍ଛେଦ ୨୧୭ ଅନ୍ତର୍ଗତ ଧାରା…

‘ସମାଧାନ କର, ନଚେତ୍‌ ଲଢ଼ିବାକୁ ଓକିଲ ଦିଅ’

ଭୁବନେଶ୍ୱର,୪ା୬(ବ୍ୟୁରୋ): ୫ ଦିନ ପୂର୍ବରୁ ସ୍ଥିର ହୋଇଥିବା ଯୋଜନା ମୁତାବକ ବହୁ ସେବାୟତ ଶୁକ୍ରବାର ଏକ ସ୍ବତନ୍ତ୍ର ଶୀତତାପ ନିୟନ୍ତ୍ରିତ ବସ୍‌ ଯୋଗେ ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ…

ରାଜ୍ୟ ସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ମାନସ, ସୁଲତା, ସସ୍ମିତ

ଭୁବନେଶ୍ୱର, ୪ା୬(ବ୍ୟୁରୋ): ରାଜ୍ୟ ସଭା ନିର୍ବାଚନରେ ବିଜେଡିର ୩ ପ୍ରାର୍ଥୀ ମାନସ ମଙ୍ଗରାଜ, ସୁଲତା ଦେଓ ଏବଂ ସସ୍ମିତ ପାତ୍ର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଶୁକ୍ରବାର ପ୍ରାର୍ଥୀପତ୍ର…

ପ୍ରବାସୀ ଶ୍ରମିକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ: ୨ ଆହତ

ଶ୍ରୀନଗର,୪ ।୬: କଶ୍ମୀରରେ ଲଗାତାର ଭାବେ ପ୍ରବାସୀଙ୍କୁ ଟାର୍ଗେଟ କରାଯାଉଛି । ଗତ ୨୬ ଦିନ ମଧ୍ୟରେ ଏମିତି ୧୦ଟି ଘଟଣା ଘଟି ସାରିଲାଣି । ଏବେ…