ନାଇଜେରିଆ ଚର୍ଚ୍ଚରେ ଗୁଳିକାଣ୍ଡ, ୫୦ ମୃତ

ଅବୁଜା,୬ ।୬: ଦକ୍ଷିଣ-ପଶ୍ଚିମ ନାଇଜେରିଆର ଏକ ଚର୍ଚ୍ଚରେ ରବିବାର ପ୍ରାର୍ଥନା କରୁଥିବା ଲୋକଙ୍କ ଉପରକୁ ଗୁଳି କରାଯିବା ସହ ବିସ୍ଫୋରଣ କରାଯାଇଥିବା ଖବର ମିଳିଛି । ଯେଉଁଥିରେ…

୨୫ ଲକ୍ଷ ନେଇ କର୍ମଚାରୀ ଫେରାର

କୋରାପୁଟ,୫ା୬(ସ୍ବ.ପ୍ର.): କୋରାପୁଟ ସହରର ଜଣେ ବ୍ୟବସାୟୀଙ୍କ ବ୍ୟାଙ୍କ ଖାତାରୁ ୨୫ ଲକ୍ଷ ଟଙ୍କା ନେଇ ଜଣେ କର୍ମଚାରୀ ଫେରାର ହୋଇଯାଇଛନ୍ତି। ଏନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି।…

ଗାଈ ଗୋଠରେ ବଜ୍ରପାତ

କୁତ୍ରା,୫।୬(ଡି.ଏନ.ଏ): ସୁନ୍ଦରଗଡ଼ ଜିଲା କୁତ୍ରା ଗିର୍ଜାପଡ଼ାରେ ରବିବାର ସାରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା। ସେତିକିବେଳେ ଏକ ଗାଈ ଗୋଠରେ ବଜ୍ରପାତ ଘଟି ୨ଗୋରୁଙ୍କ ମୃତ୍ୟୁ…

ଚେତାବନୀ ପରେ ରିସର୍ଟକୁ ଫେରିଲେ  ୬ ବିଧାୟକ

ଜୟପୁର,୫।୬: ରାଜ୍ୟ ସଭା ନିର୍ବାଚନ ଆସନ୍ତା ୧୦ ତାରିଖରେ ହେବାକୁ ଥିବାବେଳେ ଘୋଡ଼ାବେପାର ଆଶଙ୍କାରେ ରାଜସ୍ଥାନ କଂଗ୍ରେସ ଏହାର ବିଧାୟକମାନଙ୍କୁ ଉଦୟପୁରସ୍ଥିତ ତାଜ ଆରାବଳି ରିସର୍ଟରେ ରଖିଛି।…

ଉତ୍ତରାଖଣ୍ଡ ବସ୍‌ ଦୁର୍ଘଟଣା: ଦୁଃଖପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଡେରାଡୁନ୍‌,୫।୬: ଉତ୍ତରାଖଣ୍ଡରେ ରବିବାର ମର୍ମନ୍ତୁଦ ବସ୍‌ ଦୁର୍ଘଟଣାରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟୁଇଟ୍‌…

ନଦୀରେ ବୁଡି ଚାଲିଗଲା ୭ ଜୀବନ

ଚେନ୍ନାଇ,୫।୬: ତାମିଲନାଡୁର କୋଡାଲୁରୁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। କୁଡାଲୋର ଜିଲାାର ଗାଡିଲାମ ନଦୀରେ ବୁଡି ତିନି ପିଲାଙ୍କ ସମେତ ୭ ଜଣଙ୍କ ସଲିଳ ସମାଧି…

ପୁଣି ତେଲଙ୍ଗାନାରେ ନାବାଳିକାଙ୍କୁ ଗଣବଳାତ୍କାର

ହାଇଦ୍ରାବାଦ,୫।୬: ତେଲଙ୍ଗାନାର ହାଇଦ୍ରାବାଦ ସ୍ଥିତ ଜୁବିଲି ହିଲ୍ସ ଅଞ୍ଚଳରେ ଜଣେ ୧୭ ବର୍ଷୀୟ ନାବାଳିକା ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିଲା। ଏହି ଘଟଣାର କିଛିଦିନ ପରେ ରବିବାର ପୁଣି…

ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ୍‌: ନାଡାଲ ପୁଣି ଚାମ୍ପିୟନ

ପ୍ୟାରିସ,୫।୬: ସ୍ପେନର ରାଫେଲ ନାଡାଲ ପୁଣି ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ୍‌ ଚାମ୍ପିଅନ ହୋଇଛନ୍ତି। ରବିବାର ଖେଳାଯାଇଥିବା ଏକପାଖିଆ ଫାଇନାଲ ମ୍ୟାଚରେ ୩୬ ବର୍ଷୀୟ ନାଡାଲ ନରୱେର କାସପର୍‌…

ପୁଣି ୟୁକ୍ରେନ ଉପରେ ମିଶାଇଲ୍‌ ମାଡ଼ କଲା ରୁଷିଆ

କିଭ୍‌,୫।୬: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉ ନାହିଁ। ଗତ କିଛିଦିନ ହେବ ଚୁପ୍‌ ରହିଥିବା ରୁଷିଆ ରବିବାର ପୁଣି ୟୁକ୍ରେନ ରାଜଧାନୀ…

ଦାଦନ ଖଟିବାକୁ ଯାଇଥିଲେ, ଗାଁକୁ ଫେରୁଛି ମୃତଦେହ

କୋକସରା,୫।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକରେ ସପ୍ତାହେ ନ ପୁରୁଣୁ ପୁଣି ଜଣେ ଦାଦନ ଶ୍ରମିକଙ୍କ ବେଙ୍ଗାଲୁରୁରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଶ୍ରମିକ ହେଲେ ମୁଷାପାଲି…