ଜଳ ଭିତରେ ଜୀବନ: ପଶିଲା ବନ୍ୟା ପାଣି ଲୋକେ ହନ୍ତସନ୍ତ

ପାପଡାହାଣ୍ଡି,୧୫।୮(ଡି.ଏନ୍‌.ଏ.):ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ସଦର ମହକୁମାର ବହୁ ଦୋକାନ ଓ ଘରେ ପାଣି ପଶିିଯାଇଛି। ଏହାସହ ବସଷ୍ଟାଣ୍ଡ, ହାଟପଦା ଓ…

ଶୁଭେଚ୍ଛା ଜଣାଇଲେ ପୁଟିନ, ମାକ୍ରୋନ୍‌: ଭାରତ-ରୁଷିଆ ସମ୍ପର୍କ ସ୍ବତନ୍ତ୍ର

ଓ୍ବାଶିଂଟନ୍‌/ପ୍ୟାରିସ୍‌,୧୫।୮: ୭୬ତମ ସ୍ବାଧୀନତା ଦିବସ ଅବସରରେ ଦେଶ ଓ ଦେଶ ବାହାରୁ ଭାରତକୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ଅବସରରେ ସହଯୋଗର ପ୍ରତିଶ୍ରୁତି ଦେଇ ଅନେକ ବିଶ୍ୱସ୍ତରୀୟ…

ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୧୬ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରର ପ୍ରତ୍ୟେକ ସ୍ତରରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ଉଚ୍ଚକତୃପକ୍ଷଙ୍କ ଦ୍ୱାରା ଆହୂତ ହୋଇ ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନିତ ହେବେ। ପାରିବାରିକ ସ୍ତରରେ ଆତ୍ମୀୟଙ୍କ…

ନିଖୋଜ ବ୍ୟକ୍ତିଙ୍କ ଗଳିତ ମୃତଦେହ ଝାରଦେବନ୍ଧ ଜଙ୍ଗଲରୁ ଜବତ

ଟିଟିଲାଗଡ଼,୧୫।୮(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଟିଟିଲାଗଡ଼ ନିକଟବର୍ତ୍ତୀ ଝାରଦେବନ୍ଧ ଜଙ୍ଗଲରୁ ଟିଟିଲାଗଡ଼ ପୋଲିସ ଗଳିତ ମୃତଦେହ ଜବତ କରିଛି l ମୃତ ବ୍ୟକ୍ତି ଜଣଙ୍କ ବିନେକେଲାର ଲୋଚନ ଗହୀର…

ପୋଲ ଉପରେ ପାଣି, ବାଡ଼ ଦେଇ ବସିଲା ପ୍ରଶାସନ

ନନ୍ଦାହାଣ୍ଡି,୧୫।୮(ଡି.ଏନ୍‌.ଏ): ଲଘୁଚାପ ପ୍ରଭାବରେ ଗତ କିଛିଦିନ ଧରି ଲଗାଣ ବର୍ଷା ଯୋଗୁ ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ଏବଂ ଡଙ୍ଗରଭେଜା ସୀମାରେ ପ୍ରବାହିତ ବାଙ୍ଗିରି…

ବିକାଶ ପଥରେ ଓଡ଼ିଶା: କ୍ରୀଡ଼ାମନ୍ତ୍ରୀ

ଖୋର୍ଦ୍ଧା ଅଫିସ,୧୫।୮: ଖୋର୍ଦ୍ଧା ଜିଲା ପ୍ରଶାସନ ଆନୁକୂଲ୍ୟରେ ୭୬ତମ ସ୍ବାଧୀନତା ଦିବସ ବିଜେବି ହାଇସ୍କୁଲ ପଡିଆରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଯୁବ ଓ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି…

ଲଗାଣ ବର୍ଷାରେ ଭାଙ୍ଗିଲା ଆଂଶିକ ୩୯୦ ଘର

ନବରଙ୍ଗପୁର,୧୫।୮(ବି.ପ୍ର.): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ନବରଙ୍ଗପୁର ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିଯୋଗୁ ଜିଲାର ୧୦ ବ୍ଲକ ମଧ୍ୟରୁ ୮ ବ୍ଲକର ୮୩ ପଞ୍ଚାୟତ ଅଧୀନ…

ବନ୍ଦ ହେଲା ହୀରାକୁଦର ୮ ଗେଟ୍‌

ସମ୍ବଲପୁର,୧୫।୮(ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ର ଖୋଲାଯାଇଥିବା ୩୪ ଗେଟ୍‌ ମଧ୍ୟରୁ ସୋମବାର ୮ଟି ଗେଟ୍‌କୁ ବନ୍ଦ କରି ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୨୬ଟି ଗେଟ୍‌ ଦେଇ ଜଳ ନିଷ୍କାସନ…

ସ୍ବାଧୀନତା ଦିବସରେ ଅବସରପ୍ରାପ୍ତ ଯବାନଙ୍କୁ ସମ୍ବର୍ଦ୍ଧନା

ପାଟଣା,୧୫।୮(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ୭୬ତମ ସ୍ବାଧୀନତା ଦିବସ ଅନୁଷ୍ଠିତ ହୋଇଛି। ଏଥିରେ ଅବସର ପ୍ରାପ୍ତ ନୌସେନା…

ଜିଲାସ୍ତରୀୟ ସ୍ବାଧୀନତା ଦିବସରେ ଶହୀଦଙ୍କୁ ମନେ ପକାଇଲେ ମନ୍ତ୍ରୀ

କେନ୍ଦୁଝର,୧୫।୮(ବ୍ୟୁରୋ): କେନ୍ଦୁଝର ଜିଲା ମୁଖ୍ୟାଳୟସ୍ଥିତ ଷ୍ଟାଡିୟମରେ ଜିଲାସ୍ତରୀୟ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ମୁଖ୍ୟ ଅତିଥି…