ବୈଠକରେ ପନିରସେଲଭାମ୍‌ଙ୍କୁ ବୋତଲମାଡ଼

ଚେନ୍ନାଇ,୨୩।୬: ଚେନ୍ନାଇ ଉପକଣ୍ଠ ବନଗରାମଠାରେ ଗୁରୁବାର ଏଆଇଏଡିଏମ୍‌କେ ସାଧାରଣ ପରିଷଦ ବୈଠକରେ ଉତ୍ତେଜନା ଦେଖାଦେଇଛି। ଦଳର କୋର୍ଡିନେଟର ଓ. ପନିରସେଲଭାମ୍‌(ଓପିଏସ୍‌) ଏବଂ ତାଙ୍କର କେତେଜଣ ସମର୍ଥକ ବୈଠକ…

ଜୁଲାଇ ଦ୍ୱିତୀୟ ସପ୍ତାହରେ ଇଡିରେ ହାଜର ହେବେ ସୋନିଆ

ନୂଆଦିଲ୍ଲୀ,୨୩।୬: ନ୍ୟାଶନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ ଜେରାର ସମ୍ମୁଖୀନ ହେବା ଲାଗି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସାନି ସମନ ଜାରି…

ଫିଫା ର଼୍ୟାଙ୍କିଙ୍ଗ୍ସରେ ଭାରତ ଦୁଇ ସ୍ଥାନ ଉପରକୁ ଉଠିଲା

ନୂଆଦିଲ୍ଲୀ,୨୩।୬: ଏସିଆନ୍‌ କପ୍‌ କ୍ୱାଲିଫିକେଶନ ରାଉଣ୍ଡରେ ଉଲ୍ଲେଖନୀୟ ପ୍ରଦର୍ଶନ ପରେ ଫିଫା ବିଶ୍ୱ ର଼୍ୟାଙ୍କିଙ୍ଗ୍ସରେ ଭାରତ ଉପରକୁ ଉଠିଛି। ପୂର୍ବରୁ ୧୦୬ତମ ସ୍ଥାନରେ ଥିବା ଭାରତ ଦୁଇଟି…

ମହିଳା ଭାରତୀୟ ଦଳର ବିଜୟ ଅଭିଯାନ

ଡାମ୍ବୁଲା,୨୩।୬: ଡାମ୍ବୁଲାରେ ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ୩୪ ରନ୍‌ରେ ଶ୍ରୀଲଙ୍କାକୁ ହରାଇ ଦେଇଛି। ଏହି ବିଜୟ ସହ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ…

‘ବିଦ୍ରୋହୀ ବିଧାୟକ ପଶ୍ଚିମବଙ୍ଗ ଆସନ୍ତୁ, ଭଲ ଅତିଥି ସତ୍କାର କରିବୁ’

କୋଲକାତା,୨୩।୬: ବିରୋଧୀଙ୍କୁ ସବୁବେଳେ ସମାଲୋଚନା କରି ଚର୍ଚ୍ଚାରେ ରହୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟକୁ ନେଇ…

ଯବାନ-ମାଓବାଦୀ ଗୁଳିବିନିମୟ

ଭବାନୀପାଟଣା,୨୩।୬(ସ୍ବ.ପ୍ର): କଳାହାଣ୍ଡି-କନ୍ଧମାଳ ଜିଲା ସୀମାନ୍ତ ମଦନପୁର ରାମପୁର ଥାନା ଅଧୀନ ଲୁବେନଗଡ଼ ନିକଟରେ ଥିବା ମୁଣ୍ଡାମସ୍କା ସଂରକ୍ଷିତ ଜଙ୍ଗଲରେ ଯବାନ ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି।…

ଦିଲ୍ଲୀ ଗଲେ ୮ ଭାଜପା ବିଧାୟକ

ଭୁବନେଶ୍ୱର,୨୩।୬(ବ୍ୟୁରୋ): ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିବେ। ସେଥିରେ ଯୋଗ ଦେବାକୁ ୮ଜଣ ଭାଜପା ବିଧାୟକ ଆଜି ଦିଲ୍ଲୀ ଗସ୍ତ କରିଛନ୍ତି।…

‘ଯବାନ’ରେ ଶାହରୁଖ୍‌ଙ୍କ ସହ ନଜର ଆସିବେ ଦୀପିକା

ମୁମ୍ବାଇ: ପୁଣିଥରେ ଏକାଠି ନଜରକୁ ଆସିବେ ବଲିଉଡ୍‌ର ନାମକରା ଯୋଡି ଶାହରୁଖ୍‌ ଖାନ୍‌ ଏବଂ ଦୀପିକା ପାଦୁକୋନ୍‌। ଶାହରୁଖ୍‌ଙ୍କ ଆଗାମୀ ଫିଲ୍ମ ‘ଯବାନ’ରେ ତାଙ୍କ ଭିନ୍ନ ଲୁକ୍‌କୁ…

ଫିଲ୍ମ ଶମଶେରାକୁ ନେଇ ବଢୁଛି ଉତ୍ସାହ, ସାମ୍ନାକୁ ଆସିଲା ସଞ୍ଜୟଙ୍କ ଲୁକ୍‌

ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଶମଶେରା’ର ଟ୍ରେଲର ଶୁକ୍ରବାର ରିଲିଜ୍‌ ହେବାକୁ ଯାଉଛି।  ଫିଲ୍ମରେ ଅଭିନେତା ରଣବୀର କପୁର, ବାଣୀ କପୁର ଏବଂ ସଞ୍ଜୟ ଦତ୍ତଙ୍କୁ ଦର୍ଶକ…

ଜଷ୍ଟିସ ଅମଜଦ ହିମାଚଳ ହାଇକୋର୍ଟର ମୁଖ୍ୟ ବିଚାରପତି

ଶିମଲା,୨୩।୬: ଜଷ୍ଟିସ ଅମଜଦ ଏ ସୟିଦଙ୍କୁ ହିମାଚଳ ହାଇକୋର୍ଟର ୨୭ତମ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି। ଗୁରୁବାର ସକାଳ ୯ଟାରେ ଶିମଲା ରାଜ ଭବନରେ ରାଜ୍ୟପାଳ…