ଫାଇଜର, ବାୟୋଟେକ୍‌ ବିରୋଧରେ ଅଭିଯୋଗ

ଓ୍ବାଶିଂଟନ,୨୭ା୮: ଆମେରିକାର ଔଷଧ ନିର୍ମାଣକାରୀ କମ୍ପାନୀ ମଡର୍ନା କୋଭିଡ୍‌ ଟିକା ନିର୍ମାଣକାରୀ ସହଯୋଗୀ କମ୍ପାନୀ ଫାଇଜର ଓ ବାୟୋଟେକ୍‌ ବିରୋଧରେ କୋର୍ଟରେ ଅଭିଯୋଗ କରିଛି। କରୋନା ଟିକା…

କରଦାତାଙ୍କ ଟଙ୍କାରେ ମାଗଣା ସୁବିଧା ଦେଶକୁ ଦେବାଳିଆ କରିଦେବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୭ା୮(ପି.ଟି.): କରଦାତାଙ୍କ ଟଙ୍କାରେ ଲୋକଙ୍କୁ ମାଗଣା ସୁବିଧା ଦେବା ଧାରା ଲାଗିରହିଲେ, ଦେଶ ଅତ୍ୟନ୍ତ ଦେବାଳିଆ ସ୍ଥିତିକୁ ଚାଲିଯିବ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ଆଶଙ୍କା ବ୍ୟକ୍ତ କରିଛନ୍ତି।…

ମାତ୍ର ୧୨ ସେକେଣ୍ଡରେ ଧ୍ୱଂସ ହେବ ସୁପରଟେକ ଟ୍ୱିନ ଟାୱାର

ଲକ୍ଷ୍ନୌ,୨୭ ।୮: ଉତ୍ତର ପ୍ରଦେଶର ନୋଏଡାରେ ଅବୈଧ ଭାବେ ନିର୍ମାଣ କରାଯାଇଥିବା ସୁପରଟେକ ଟ୍ୱିନ ଟାୱାର୍ସକୁ ନେଇ ଏବେ ଚର୍ଚ୍ଚା । ସରକାରଙ୍କ ନିର୍ଦ୍ଦେଶ କ୍ରମରେ ଏବେ…

ସ୍ତ୍ରୀ ଉପରେ କ୍ଷୁବ୍ଧ ସ୍ବାମୀ ତାଳଗଛରେ ମାସେ ରହିଲେ

ଲକ୍ଷ୍ନୌ,୨୭ା୮: ସ୍ତ୍ରୀଙ୍କ ଯୁକ୍ତି ଓ ଗାଳିରେ କ୍ଷୁବ୍ଧ ହୋଇ ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି ମାସେ କାଳ ୮୦ ଫୁଟ ଉଚ୍ଚ ତାଳଗଛରେ ରହିବା ଘଟଣା ଚର୍ଚ୍ଚାର ବିଷୟ…

ତୁମକୁ ଘୃଣାକରେ, ଭାରତ ଫେରିଯାଅ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୮: ଆମେରିକାର ଟେକ୍ସାସ୍‌ସ୍ଥିତ ଡଲାସ୍‌ରେ ୪ ଜଣ ଭାରତୀୟ ମହିଳା ବର୍ଣ୍ଣବୈଷମ୍ୟର ଶିକାର ହୋଇଛନ୍ତି। ସେମାନଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ ହେବା ପରେ…

ଶୌଚାଳୟ ନିର୍ମାଣ ପାଇଁ ଆସିଥିବା ଅର୍ଥ ବାଟମାରଣା

ପଟ୍ଟାମୁଣ୍ଡାଇ ୨୭ା୮(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ନୋଡାଲ ଉଚ୍ଚ ବିଦ୍ୟାଳୟକୁ ସର୍ବଶିକ୍ଷା ଡିପିସି ଯୋଜନାରେ ସ୍କୁଲର ଶୌଚାଳୟ ନିର୍ମାଣ ପାଇଁ ଆସିଥିବା ଅର୍ଥ ବାଟମାରଣା ହୋଇଥିବା ଅଭିଯୋଗ…

ଚକ୍ଷୁ ଅସ୍ତ୍ରୋପଚାର ପାଇଁ ଅର୍ଥ ସାଜିଛି ବାଧକ

ଜଗତ୍‌ସିଂହପୁର ଅଫିସ, ୨୭ା୮: ଜଗତ୍‌ସିଂହପୁର ଚାଟରା ବିଶୋଇ ସାହିର ଟୁନି ଦେଈ(୮୩) ୨ ପୁଅ ଓ ଗୋଟିଏ ଝିଅ ଜନ୍ମ କରି ମଧ୍ୟ ଅସହାୟ। କାରଣ ଯେଉଁ…

ଅଣସଂକ୍ରମିତ ରୋଗ ଔଷଧ ମିଳୁନି

ବାଲିଆ,୨୭ା୮(ସ୍ବ.ପ୍ର.): ବିରିଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କିଛି ଦିନ ହେବ ଅଣସଂକ୍ରମିତ ରୋଗର ଔଷଧ ମିଳୁନାହିଁ। ବିଶେଷ କରି ଡାଇବେଟିସ, ବ୍ଲଡ ପ୍ରେସର, ଶ୍ୱାସ ଭଳି ରୋଗର…

ଅସହାୟ ବୃଦ୍ଧଙ୍କୁ ମିଳିଲା ରାଶନ କାର୍ଡ, ଖାଦ୍ୟ ସାମଗ୍ରୀ

ମହାକାଳପଡ଼ା,୨୭ା୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ବି.ବି. କଲୋନୀ ଗଁାରେ ଜଣେ ଅସହାୟ ବୃଦ୍ଧ ସୁକଲାଲ ଦେବନାଥ (୭୨)ଙ୍କୁ ଘର ଲୋକ ପର କରି…

ରୁଷିଆ ନିୟନ୍ତ୍ରିତ ଅଞ୍ଚଳରେ ମିଳିଲା ୨୧ ବନ୍ଦିସ୍ଥଳ, କବର ଖନନ, ଯୁଦ୍ଧ ବନ୍ଦୀଙ୍କ ସହ ଅମାନୁଷିକତାର ସୂଚନା!

ୱାଶିଂଟନ/କ୍ୱିଭ,୨୭ ।୮: ଆମେରିକା ବୈଦେଶିକ ମନ୍ତ୍ରଣାଳୟ ୟେଲ ବିଶ୍ୱବିଦ୍ୟାଳୟର ଗବେଶକଙ୍କ ସହ ମିଶି ପୂର୍ବ ୟୁକ୍ରେନର ଦୋନେସ୍କ ଅଞ୍ଚଳରେ ଅତିକମରେ ୨୧ଟି ସ୍ଥାନର ଚିହ୍ନଟ କରିଛନ୍ତି ଯାହାକୁ…