ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୩୦ ତାରିଖ – Daily Horoscope

ମେଷ ପାରିବାରିକ କ୍ଷେତ୍ରରେ ଦୀର୍ଘଦିନରୁ ଲାଗି ରହିଥିବା ମନୋମାଳିନ୍ୟ ଦୂରେଇନେବା ପାଇଁ ପ୍ରଯନତ୍ କରିବେ। କର୍ମକ୍ଷେତ୍ରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ। ସକାଳୁ…

ଟିଭିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଚୁମ୍ବନ ଦେଲେ ଆଫଗାନିସ୍ତାନ ପ୍ରଶଂସକ

ଦୁବାଇ,୨୯।୮: ଏସିଆ କପ୍‌ର ଏକ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନ ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରିଛି। ଏହି ବିଜୟର ହିରୋ ଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ସେ…

୧୩ ଭାରତୀୟ ବକ୍ସର ଇରାନରେ ନେବେ ପ୍ରଶିକ୍ଷଣ

ନୂଆଦିଲ୍ଲୀ,୨୯ା୮: ଏସିଆନ୍‌ ବକ୍ସିଂ ଚାମ୍ପିୟନଶିପ୍‌ ରୌପ୍ୟ ପଦକ ବିଜେତା ଦୀପକ କୁମାର ଭୋରିଆ(୫୧ କିଗ୍ରା) ଓ କବିନ୍ଦର ସିଂ ବିଷ୍ଟ(୫୭ କିଗ୍ରା)ଙ୍କ ନେତୃତ୍ୱରେ ଇରାନରେ ୧୩ ଜଣିଆ…

ଦିଲ୍ଲୀ ବିଧାନସଭାରେ ରାତି କାଟିବେ ଏଏପିର ସମସ୍ତ ବିଧାୟକ, ଉପରାଜ୍ୟପାଳଙ୍କୁ କରିବେ ବିରୋଧ

ନୂଆଦିଲ୍ଲୀ,୨୯ ।୮: ଦିଲ୍ଲୀର ଆମ ଆଦମୀ ସରକାର ସ୍ୱୀକାର କରିଛି ଯେ ତାଙ୍କ ଦଳର ସମସ୍ତ ବିଧାୟକ ସୋମବାର ରାତିରେ ବିଧାନସଭାରେ ରହିବେ ଓ ଉପରାଜ୍ୟପାଳଙ୍କ ବିରୋଧ…

ନୂଆଖାଇରେ ବନ୍ଦ ରହିବ ବ୍ୟାଙ୍କ୍‌

ଭୁବନେଶ୍ୱର,୨୯।୮(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ଗଣପର୍ବ ହେଉଛି ନୂଆଖାଇ। ଚଳିତ ବର୍ଷ ସେପ୍ଟେମ୍ବର ୧ରେ ନୂଆଖାଇ ପର୍ବ ପାଳନ ହେବ। ଏ ଅବସରରେ ସେପ୍ଟେମ୍ବର ୧ରେ ରାଜ୍ୟରେ ବ୍ୟାଙ୍କ୍‌…

ଭୂସ୍ଖଳନରେ ଗୋଟିଏ ପରିବାରର ଚାଲିଗଲା ୫ ଜୀବନ

ଥିରୁଭାନନ୍ତପୁରମ୍‌,୨୯।୮: କେରଳର ଥୋଡୁପୁଜାରେ ଏକ ଅଭାବନୀୟ ଘଟଣା ଘଟିଛି। ଭୂସ୍ଖଳନରେ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଛି। ଇଡୁକି ଜିଲାର ଥୋଡୁପୁଜା ନିକଟ କଞ୍ଜର ଗ୍ରାମରେ…

ବିକୃତ ଗଣେଶ ମୂର୍ତ୍ତି ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଲେ ହାଇକୋର୍ଟ

କଟକ ଅଫିସ,୨୯।୮: କଟକରେ ବିକୃତ ଗଣେଶ ମୂର୍ତ୍ତି ତିଆରି ସଂପର୍କିତ ମାମଲାରେ ହାଇକୋର୍ଟ ସୋମବାର ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। ତେବେ ବିକୃତ ମୂର୍ତ୍ତି ନିର୍ମାଣ ପାଇଁ…

କଂଗ୍ରେସ ଛାଡିଲେ ପୁଣି ୩ ନେତା

ଶ୍ରୀନଗର,୨୯।୮: ସୋମବାର ଜମ୍ମୁକଶ୍ମୀର କଂଗ୍ରେସର ତିନିଜଣ ନେତା ଦଳ ଛାଡିଛନ୍ତି। ନିକଟରେ କଂଗ୍ରେସ ଛାଡିଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ସମର୍ଥନରେ ପୂର୍ବତନ ଉପବାଚସ୍ପତି ଗୁଲାମ…

ଥାର୍ଡ ହ୍ୟାଣ୍ଡ ଧୂଆଁ

”ଆପଣ ବାଲ୍‌କୋନୀରେ ନିଜ ଘର ବାହାରେ ଧୂମପାନ କଲେ ମଧ୍ୟ ଆପଣଙ୍କ ପିଲାମାନେ ଧୂମପାନ କରିବାର ଆଶଙ୍କାର ସମ୍ମୁଖୀନ ହୁଅନ୍ତି । ଯଦି ଆପଣ ଏକ ଘରେ…

ସବୁଠୁ ବଡ଼ ଗଣେଶ

ରାଜଧାନୀ ଭୁବନେଶ୍ୱର ସ୍ଥିତ ବଡଗଡ ଠାରେ ୫୧ଫୁଟର ଶ୍ରୀଗଣେଶ ମୂର୍ତ୍ତି ପ୍ରତିଷ୍ଠା କରାଯାଇଛି । ଏଠାରେ ମଧ୍ୟ ୫୦ କେ.ଜିର ଲଡୁ ପ୍ରସ୍ତୁତ କରାଯାଉଛି ।