ପ୍ରତାରଣାର ଶିକାର ହୋଇ ଧାରଣା ଦେଲେ ପ୍ରେମିକା

ଭଦ୍ରକ ଅଫିସ, ୫।୯: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଧାମରା ମେରାଇନ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଜଣେ ଯୁବକ ପ୍ରେମରେ ଫସାଇ ବିବାହ  ପ୍ରତିଶ୍ରୁତି ଦେଇ…

ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ଙ୍କୁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଟ୍ରସଙ୍କ ନେତୃତ୍ୱରେ ଭାରତ-ବ୍ରିଟେନ ମଧ୍ୟରେ ଦ୍ବିପାକ୍ଷିକ…

ଲେଡି ବାଉନ୍ସର୍‌ ଭୂମିକାରେ ନଜର ଆସିବେ ତମନ୍ନା

ସାଉଥ୍‌ ଅଭିନେତ୍ରୀ ତମନ୍ନା ଭାଟିଆ ଲୁକ୍‌ ଏବଂ ଅଭିନୟ ପାଇଁ ଚର୍ଚ୍ଚାରେ ରୁହନ୍ତି। ବାହୁବଳୀ-୧ରେ ଦମ୍‌ଦାର ଅଭିନୟ କରି ଅନେକ ପ୍ରଶଂସା ସାଉଁଟିଥିଲେ। ବର୍ତ୍ତମାନ ତମନ୍ନା ଫିଲ୍ମ…

ଆସନ୍ତା ୯ ଯାଏ କର୍ନାଟକରେ ପ୍ରବଳ ବର୍ଷା: ସତର୍କ କଲା ଆଇଏମ୍‌ଡି

ବେଙ୍ଗାଲୁରୁ, ୫।୯: ବେଙ୍ଗାଲୁରୁ ଏବଂ ଉପକୂଳ କର୍ନାଟକର ବିଭିନ୍ନ ଅଞ୍ଚଳରେ ଆସନ୍ତା ୯ ତାରିଖ ଯାଏ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭାରତ ପାଣିପାଗ…

ଉଠା ଜଳସେଚନ ପ୍ରକଳ୍ପରେ ବିଦ୍ୟୁତ୍‌ କାଟ୍‌: ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ

କେନ୍ଦୁଝର,୫ା୯(ସ୍ବ.ପ୍ର.): ସଦର ବ୍ଲକ ମଙ୍ଗଳାପଶି ଗ୍ରାମରେ ଥିବା ଦୁଇଟି ଉଠା ଜଳସେଚନ ପ୍ରକଳ୍ପ ଉପରେ ସ୍ଥାନୀୟ ଗରିବ ଆଦିବାସୀ ଓ ଅଣଆଦିବାସୀ ଚାଷୀମାନେ ନିର୍ଭର କରି ଚଳିଆସୁଛନ୍ତି।…

ମହିଳାଙ୍କୁ ଅସଦାଚରଣ କରି ସୁନା ଚେନ୍‌ ଲୁଟ୍‌: ବନ୍ଧା ହେଲେ ଯୁବକ

ବ୍ରହ୍ମପୁର ଅଫିସ,୫।୯: ମହିଳାଙ୍କୁ ଅସଦାଚରଣ କରି ସୁନା ଚେନ୍‌ ଲୁଟ୍‌ ଘଟଣାରେ ବଡ଼ବଜାର ଥାନା ପୋଲିସ ସୋମବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ସୁଶୀଲ…

ଲାଲୁଙ୍କୁ ଦଣ୍ଡିତ କରିଥିବା ବିଚାରପତି ଅବସର ନେବା ପୂର୍ବରୁ କଲେ ବିବାହ

ଗୋଡ୍ଡା,୫।୯: ଝାଡ଼ଖଣ୍ଡର ଗୋଡ୍ଡା ଅଞ୍ଚଳରେ ଏକ ରୋଚକ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଉକ୍ତ ଅଞ୍ଚଳର ଜଣେ ଓକିଲଙ୍କ ସହ ବିଚାରପତି ପ୍ରେମ ବିବାହ କରିଛନ୍ତି। ବିଚାରପତି…

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୬ ତାରିଖ – Daily Horoscope

ମେଷ ଆଜି ଧନୁ ରାଶିସ୍ଥ ଚନ୍ଦ୍ର ହେତୁ କର୍ମକ୍ଷେତ୍ର ସମ୍ପର୍କୀୟ କୌଣସି ସମସ୍ୟାକୁ କେନ୍ଦ୍ରକରି କଳହ ହୋଇପାରେ। ଜଣେ ହିତୈଷୀଙ୍କ ଚେଷ୍ଟାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ।…

ବ୍ରିଟେନର ପ୍ରଧାନମନ୍ତ୍ରୀ ହେଲେ ଲିଜ୍‌ ଟ୍ରସ୍‌

ଲଣ୍ଡନ,୫ା୯: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ଲିଜ୍‌ ଟ୍ରସ୍‌। ସେ ଭାରତୀୟ ବଂଶୋଭବ ଋଷି ସୁନକଙ୍କୁ ପରାସ୍ତ କରିଛନ୍ତି। ଲିଜ୍‌ ୮୧,୩୨୬ ଖଣ୍ଡ ଭୋଟ୍‌…

ମହେଶ ଭଟ୍ଟଙ୍କ ଅସଲ ନାମ ‘ଅସଲମ’, ଚମକାଇବା ଭଳି ତଥ୍ୟ ଦେଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଅଧିକାଂଶ ସମୟରେ ରହିଥାଆନ୍ତି ଚର୍ଚ୍ଚାରେ । ତାଙ୍କର ବିନ୍ଦାସ ଓ ବେକାବୁ ବୟାନକୁ ନେଇ ସେ ଖୁବ୍ ଚର୍ଚ୍ଚିତ ।…