ଘରେ ତ୍ରିରଙ୍ଗା ଉଡାଇଲେ ଇରଫାନ୍‌, କହିଲେ ଅଭିଯାନରେ ସାମିଲ ହୁଅ

ନୂଆଦିଲ୍ଲୀ,୧୨।୮: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳନ କରୁଛି ଭାରତ। ଏହି ଅବସରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନ…

ନୀତିନ ଗଡକରୀଙ୍କ ନିକଟତମ ବନ୍ଧୁ ଚନ୍ଦ୍ରଶେଖର ହେଲେ ମହାରାଷ୍ଟ୍ର ଭାଜପା ଅଧ୍ୟକ୍ଷ

ମୁମ୍ବାଇ,୧୨।୮: ଭାଜପା ବିଧାୟକ ଚନ୍ଦ୍ରଶେଖର ବାୱାନକୁଲେଙ୍କୁ ମହାରାଷ୍ଟ୍ର ଭାଜପା ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଚନ୍ଦ୍ରଶେଖର ନାଗପୁରରୁ ଭାଜପା ନେତା ଥିବା ବେଳେ ସେ ନୀତିନ ଗଡକରୀଙ୍କ…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୨, ୨୦୨୨ )

କଟକ କୁମ୍ଭାର ସାହି ଅଂଚଳରେ ଜଣେ ଶିଳ୍ପୀ ଶ୍ରୀଗଣେଷଙ୍କ ମୁର୍ମୟୀ ପ୍ରତିମା ଗଢୁଛନ୍ତି   ଭୁବନେଶ୍ୱରରେ ବିଜେପି କାର୍ଯ୍ୟକର୍ତ୍ତାମାନେ 'ଆଜାଦି କା ଅମୃତ ମହୋତ୍ସବ'କୁ ପାଳନ କରୁଛନ୍ତି…

ରାମପୁରରେ ଭୂସ୍ଖଳନ: ଚାପି ହୋଇ ୧ମୃତ, ୪ଆହତ

ଶିମ୍‌ଲା,୧୨।୮: ହିମାଚଳ ପ୍ରଦେଶର ରାମପୁରରେ ଶୁକ୍ରବାର ଭୂସ୍ଖଳନ ହୋଇଛି। ଯେଉଁଠାରେ ଭଗ୍ନାବଶେଷ ତଳେ ପାଞ୍ଚ ଜଣ ଚାପି ହୋଇ ଯାଇଥିଲେ। ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା…

ଇସ୍ରାଏଲ ଫୁଟ୍‌ବଲ କ୍ଲବର ୧୫ ସମର୍ଥକ ଗିରଫ

ଥେସାଲୋନିକି,୧୨ା୮: ଗ୍ରୀସ୍‌ ପୋଲିସ ଇସ୍ରାଏଲର ଏକ ଫୁଟବଲ କ୍ଲବ ମାକାବି ତେଲ୍‌ ଆଭିଭ୍‌ର ୧୫ ସମର୍ଥକଙ୍କୁ ଗିରଫ କରିଛି। ଆରିସ ବିପକ୍ଷ ୟୁରୋପା କନ୍‌ଫରେନ୍ସ ଲିଗ୍‌ ମ୍ୟାଚ୍‌…

ଛତିଶଗଡ଼ ପୋଲିସ ଇନ୍ସପେକ୍ଟରଙ୍କୁ ମିଳିବ ଚତୁର୍ଥ ସାହସିକତା ପୁରସ୍କାର

ରାୟପୁର,୧୨।୮: ମାଓବାଦୀଙ୍କୁ ଦମନ କରିବାରେ ନିଜର ସାହସ ଏବଂ ବୀରତ୍ୱ ଦେଖାଇ ସମଗ୍ର ବସ୍ତର ଜିଲାରେ ବେଶ୍‌ ଜଣାଶୁଣା ଛତିଶଗଡ଼ର ପୋଲିସ ଇନ୍ସପେକ୍ଟର ଅବଦୁଲ ସମୀର ପୁଣି…

ପ୍ରଶ୍ନ କଲେ ତେଜସ୍ବୀ: ଭାଜପା ବିହାରରେ ୧୯ ଲକ୍ଷ ଚାକିରି ଦେବାର ପ୍ରତିଶ୍ରୁତି ଦେଇଥିଲା, ୧୯ଟି ଦେଇଛି କି…

ନୂଆଦିଲ୍ଲୀ,୧୨।୮: ବିହାରରେ ଭାଜପା ସରକାର ୧୯ ଲକ୍ଷ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ହେଲେ କ’ଣ ସେ ୧୯ଜଣଙ୍କୁ ଚାକିରି ଦେଇଛନ୍ତି କି ବୋଲି ଶୁକ୍ରବାର ରାଜ୍ୟର…

ଜାତୀୟସ୍ତରରେ ପୁରସ୍କୃତ ହେବେ ସୋରଡ଼ା ଥାନା ଅଧିକାରୀ

ସୋରଡା,୧୨ା୮(ଡି.ଏନ୍‌.ଏ.): ଭାରତ ସରକାରଙ୍କ ସ୍ବରାଷ୍ଟ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟସ୍ତରରେ ଶ୍ରେଷ୍ଠ ତଦନ୍ତକାରୀ ଅଧିକାରୀ ଭାବେ ପୁରସ୍କୃତ ହେବେ ସୋରଡ଼ା ଥାନା ଅଧିକାରୀ। କେନ୍ଦ୍ର ସ୍ବରାଷ୍ଟ ମନ୍ତ୍ରଣାଳୟ ପକ୍ଷରୁ…

ସ୍କୁଲ ଛାତ ଉପରେ ପଡ଼ିଲା ଗଛ

କୁଚିଣ୍ଡା,୧୨ା୮(ଡି.ଏନ.ଏ.): ସମ୍ବଲପୁର ଜିଲା ବାମରା ବ୍ଲକ ମହୁଲପାଲି ଥାନା ଜରାବଗା ପଞ୍ଚାୟତ ସରକାରୀ ହାଇସ୍କୁଲ ଛାତ ଉପରେ ଶୁକ୍ରବାର ଅପରାହ୍ନରେ ୨ଟି ବଡ଼ ଗଛ ଉପୁଡି ପଡି…

ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତିରେ ସ୍ବତନ୍ତ୍ର ମୁକାବିଲା : ଗାଙ୍ଗୁଲି ହେବେ ଅଧିନାୟକ

ନୂଆଦିଲ୍ଲୀ,୧୨।୮: ଭାରତ ସ୍ବାଧୀନତାର ୭୫ ବର୍ଷ ପୂରଣ କରିବାକୁ ଯାଉଛି। ଏହାକୁ ନେଇ ସାରା ଦେଶରେ ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ଅବସରରେ ଏକ ବଡ଼…