ହୀରାକୁଦ ଡ୍ୟାମ୍‌ର ଖୋଲିଲା ଆଉ ୪ ଗେଟ୍‌

ସମ୍ବଲପୁର, ୧୩।୮(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଶନିବାର ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌ ଖୋଲିଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୨୪ଟି ଗେଟ୍‌ ଦେଇ…

ରାସ୍ତା ସମସ୍ୟା ସମାଧାନ ନ ହେଲେ ଧାରଣା ଚେତାବନୀ

ଦଶମନ୍ତପୁର, ୧୩।୮(ଡି.ଏନ୍‌.ଏ.): ସ୍ବାଧୀନତାର ସାତ ଦଶନ୍ଧି ବିତିଯାଇଥିଲେ ସୁଦ୍ଧା ଏବେ ବି ଲୋକଙ୍କ ଗମନାଗମନ ନିମନ୍ତେ ସମସ୍ୟା ରହିଛି। ଦୀପ ତଳ ଅନ୍ଧାର ସଦୃଶ ବ୍ଲକ ସଦର…

ଆଶାନୁଯାୟୀ କଲେକ୍ସନ୍‌ କରିପାରୁନି ଆମିରଙ୍କ ଫିଲ୍ମ

ବହୁ ବାଦବିବାଦ ପରେ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ଅଗଷ୍ଟ ୧୧ରେ ରିଲିଜ୍‌ ହୋଇଯାଇଛି। ଫିଲ୍ମରେ କରୀନା କପୁର ଏବଂ ଆମିର ଖାଁଙ୍କ କେମେଷ୍ଟ୍ରି ଦେଖିବାକୁ ମିଳୁଛି।…

ରୋଗୀଙ୍କୁ ୫କି.ମି.ଖଟିଆରେ ବୋହି ନଦୀପାର

ଚନ୍ଦାହାଣ୍ଡି, ୧୩।୮(ଡି.ଏନ୍‌.ଏ.): ରାସ୍ତା ନଖିବାରୁ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ପଟଖଲିଆ ପଞ୍ଚାୟତ ଗୌରଝରିଆ ଗ୍ରାମର ଜଣେ ରୋଗୀଙ୍କୁ ୫ କି.ମି. ବୋହିବା ସହ ନଦୀ ପାର…

କାଶୀପୁରର ଝାଡ଼ାବାନ୍ତି ପ୍ରସଙ୍ଗ: ପାର୍ଲାମେଣ୍ଟରେ ଉଠାଇଲେ ସପ୍ତଗିରି

ରାୟଗଡ଼ା ଅଫିସ, ୧୩ା୮: ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ବ୍ୟାପିଥିବା ଝାଡ଼ାବାନ୍ତି ପ୍ରସଙ୍ଗକୁ କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ପାର୍ଲାମେଣ୍ଟରେ ଉଠାଇଛନ୍ତି। ଜଳବାହିତ ରୋଗ ଏବଂ ଏଥିରେ…

ପ୍ରକଳ୍ପକୁ ଅଡ଼ୁଆ ପାଣି

ବଇଣ୍ଡା, ୧୩ା୮ (ଡି.ଏନ.ଏ.): ନିର୍ମାଣ ବେଳେ ଦୁର୍ବଳ ରହିଗଲା ଭିତ୍ତିଭୂମି। ଖାଲୁଆ ଅଞ୍ଚଳରେ ବସାଗଲା ପାନୀୟ ଜଳ ପ୍ରକଳ୍ପ। ଫଳରେ ସାମାନ୍ୟ ବର୍ଷା ହେଲେ ବୁଡ଼ିଯାଉଛି ବୋର୍‌ଓ୍ବେଲ।…

କ୍ଷତିଗ୍ରସ୍ତଙ୍କୁ ‘ରିମ୍‌ଝିମ୍‌’ର ପ୍ରତାରଣା

ଢେଙ୍କାନାଳ ଅଫିସ, ୧୩।୮: କମ୍ପାନୀ ନାଁ ବଦଳିଛି। ବଦଳିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ ଏବଂ ପରିଚାଳନା କମିଟି। ତେବେ ଏହି ବଦଳିବା ପ୍ରକ୍ରିୟା ମଧ୍ୟରେ ପୁରାତନ କର୍ମଚାରୀଙ୍କ ଭାଗ୍ୟ…

୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୩।୮(ବ୍ୟୁରୋ): ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ୧୪ ତାରିଖ…

ଆସନ୍ତା ମାର୍ଚ୍ଚରେ ମହିଳା ଆଇପିଏଲ୍‌

ନୂଆଦିଲ୍ଲୀ, ୧୩ା୮: ବହୁ ପ୍ରତୀକ୍ଷିତ ମହିଳା ଆଇପିଏଲ୍‌ ୨୦୨୩ ମାର୍ଚ୍ଚରୁ ଖେଳାଯିବ। ଏଥିପାଇଁ ଏକ ମାସ ସମୟ ରଖାଯାଇଥିବା ବିସିସିଆଇର ଜେaଣ ବରିଷ୍ଠ କର୍ମକର୍ତ୍ତା ସୂଚନା ଦେଇଛନ୍ତି।…

ବଜ୍ରଗଡ଼ରେ ବିଶୁଦ୍ଧ ପାନୀୟ ଜଳ, ପକ୍କା ଘର ସ୍ବପ୍ନ

ଭଞ୍ଜନଗର,୧୩।୮(ଡି.ଏନ.ଏ.): ଦେଶର ସମସ୍ତ ଗରିବ ଲୋକଙ୍କୁ ପକ୍କା ଘର, ବିଜୁଳି, ପାଣି ଆଦି ସୁବିଧା ୨୦୨୨ ଅଗଷ୍ଟ ୧୫ ସୁଦ୍ଧା ଯୋଗାଇ ଦିଆଯିବ ବୋଲି ଗତ ସାଧାରଣ…