୪ ବିଧାୟକଙ୍କୁ ଭାଜପା ଦେଇଛି ୨୦ କୋଟି ଟଙ୍କା ଲେଖାଏଁ ଅଫର, ଏଏପି ଆଣିଲା ଅଭିଯୋଗ…

ନୂଆଦିଲ୍ଲୀ, ୨୪।୮ : ଦିଲ୍ଲୀର ମଦ ନୀତିକୁ ନେଇ ରାଜନୈତିକସ୍ତରରେ ଜାରି ରହିଥିବା ଆରୋପ ପ୍ରତ୍ୟାରୋପ ମଧ୍ୟରେ ବୁଧବାର ଆମ ଆଦମୀ ପାର୍ଟି(ଏଏପି) ଏକ ଗଣମାଧ୍ୟମ ସମ୍ମିଳନୀ…

ସୁଜିଖାଇ ୪୦ ଛାତ୍ରୀ ଅସୁସ୍ଥ

  କେନ୍ଦୁଝର,୨୪।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ ରାଇସୁଆଁସ୍ଥିତ ଆଦିବାସୀ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ହାଇସ୍କୁଲର ୪୦ ଛାତ୍ରୀ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ମଙ୍ଗଳବାର ରାତିରେ…

ନୂଆ ସରକାର ଗଠନ ନେଇ ଭାଜପା ଭୟଭୀତ ହୋଇ କରୁଛି ସିବିଆଇ ଚଢ଼ାଉ, ରାବ୍ରୀଙ୍କ କଡ଼ା ସମାଲୋଚନା…

ନୂଆଦିଲ୍ଲୀ, ୨୪।୮ : ବିହାରରେ ମହାମେଣ୍ଟ ସରକାର ନିଜର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପୂର୍ବରୁ ଆରଜେଡି ନେତାମାନଙ୍କ ଉପରେ ସିବିଆଇ ଦ୍ୱାରା ଚଢ଼ାଉ ଆରମ୍ଭ ହୋଇଛି। ଏହି…

ବାଦବିବାଦ ପରେ ଇସ୍ତଫା ଦେଲେ ବାଚସ୍ପତି ବିଜୟ ସିହ୍ନା..

ପାଟନା, ୨୪।୮ : ବିହାରରେ ନୂଆ ମହାମେଣ୍ଟ ସରକାର ବୁଧବାର ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାର ଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଶକ୍ତି ପରୀକ୍ଷା ପୂର୍ବ…

ସେପ୍ଟେମ୍ବର ୨ରେ ଏଆଇଏଫ୍‌ଏଫ୍‌ ନିର୍ବାଚନ

ନୂଆଦିଲ୍ଲୀ,୨୪।୮(ପି.ଟି): କମିଟି ଅଫ୍‌ ଆଡମିନିଷ୍ଟ୍ରେଟର୍ସ(ସିଓଏ)କୁ ରଦ୍ଦ କରାଯିବା ପରେ ଭାରତୀୟ ଫୁଟବଲ ସଂଘ (ଏଆଇଏଫ୍‌ଏଫ୍‌) ପକ୍ଷରୁ ଏହାର ସଂଶୋଧିତ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ସୋମବାର ସୁପ୍ରିମକୋର୍ଟଙ୍କ…

ଡ୍ରାଭିଡ କୋଭିଡ୍‌ ପଜିଟିଭ

ନୂଆଦିଲ୍ଲୀ, ୨୪।୮(ପି.ଟି.): କୋଭିଡ୍‌ ଟେଷ୍ଟରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡଙ୍କର ପଜିଟିଭ ଆସିଛି। ଫଳତଃ ଏସିଆ କପ୍‌ରେ ଭାଗନେବାକୁ ଦୁବାଇ ଅଭିମୁଖେ ଗସ୍ତ…

ଲଗାଣ ବର୍ଷାରେ ପୁଣି ଧୋଇଗଲା କଲଭର୍ଟ

ନାକଟିଦେଉଳ,୨୪୮(ଡ଼ି.ଏନ.ଏ.): ଲଗାଣ ବର୍ଷାରେ ନାକଟିଦେଉଳ ବ୍ଲକ ଘୋଷରାମାଳ ପଞ୍ଚାୟତର ଧାତୁକିମାଳ କମଳାନାଳୀ ରାସ୍ତା ନାଳ ଉପରେ ନବନିର୍ମିତ କଲଭର୍ଟ ପୁଣି ଥରେ ଧୋଇ ହୋଇଯାଇଛି। ଧାତୁକିମାଳ ଗ୍ରାମ…

ଜାପାନକୁ ହରାଇଲା ଭାରତ

ଭୁବନେଶ୍ୱର, ୨୪।୮(କ୍ରୀଡ଼ା ପ୍ରତିନିଧି): ବାହାରିନର ରିଫାଠାରେ ଆୟୋଜିତ ୨୧ତମ ଏସିଆନ ପୁରୁଷ ୨୦ ବର୍ଷରୁ କମ୍‌ ଭଲିବଲ ଚାମ୍ପିୟନଶିପ୍‌ରେ ଶକ୍ତିଶାଳୀ ଜାପାନକୁ ହରାଇ ଭାରତ ଅଭିଯାନ ଆରମ୍ଭ…

ପେପର ଲିକ କରୁଥିବା ସରକାରଙ୍କର ଆଉ ଦରକାର ନାହିଁ, ଯୁବବର୍ଗଙ୍କୁ ରୋଜଗାର,ବର୍ଷକୁ ୧୫ ଲକ୍ଷ ନିଯୁକ୍ତି ଦେବାକୁ କହିଲା ଏଏପି…

ଅହମଦାବାଦ, ୨୪।୮ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘୋଷଣା କରିଛନ୍ତି ଯେ ଯଦି ଏଏପି ସରକାର ଗୁଜରାଟକୁ ଆସନ୍ତି ତେବେ ପ୍ରତିବର୍ଷ ୧୫ ଲକ୍ଷ ଯୁବବର୍ଗଙ୍କୁ…

ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷଙ୍କ ସମେତ ୫ ଗିରଫ

ଝାରସୁଗୁଡ଼ା ଅଫିସ/ବ୍ରଜରାଜନଗର (ଡି.ଏନ.ଏ.),୨୪।୮: ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷ ଜେଲ୍‌ରୁ ମୁକୁଳିବା ପରେ ସହଯୋଗୀଙ୍କ ସହିତ ମିଶି ସୋମବାର ସନ୍ଧ୍ୟାରେ ଡକାୟତି ଯୋଜନା…