ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୫ ମୃତ

ନୂଆଦିଲ୍ଲୀ,୨୨ା୧୦: ଅରୁଣାଚଳପ୍ରଦେଶର ଉପର ସିଆଙ୍ଗ ଜିଲାରେ ଶୁକ୍ରବାର ଭାରତୀୟ ସେନାର ଲଢ଼ୁଆ ହେଲିକପ୍ଟର ରୁଦ୍ର ଦୁର୍ଘଟଣାଗ୍ରସ୍ତ ହେବାରୁ ୨ ପାଇଲଟଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି।…

ଡେଙ୍ଗୁ ଆତଙ୍କ: ଜଣେ ମୃତ, ୨ ମହିଳା ଚିକିତ୍ସାଧୀନ

ରଘୁନାଥପୁର,୨୨।୧୦(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକରେ ଡେଙ୍ଗୁ ବ୍ୟାପୁଛି। ଏହି ବ୍ଲକ ଅନ୍ତର୍ଗତ ପୁରୁଣାବସନ୍ତ ପଞ୍ଚାୟତର ଫତେପୁର ଗ୍ରାମର ରବୀନ୍ଦ୍ରନାଥ ରାଉତ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ…

ପଡ଼ିଆ ପଡ଼ିଛି ୪୦ ପ୍ରତିଶତ ଚାଷଜମି

ଖଇରା,୨୨।୧୦(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଓ କୃଷକର ଉନ୍ନତି କରୁଥିବା ନେଇ ଡିଣ୍ଡମ ପିଟୁଛନ୍ତି । ହେଲେ ସେପଟେ ସାର ଓ କୀଟନାଶକ ଦର…

ରୋଗୀଙ୍କୁ ପ୍ଲାଟେଲେଟ୍‌ ବଦଳରେ ଦେଇଥିଲେ ପ୍ଲାଜ୍‌ମା: ୧୦ ଗିରଫ

ଲକ୍ଷ୍ନୌ,୨୨ା୧୦: ବ୍ଲଡ୍‌ ପ୍ଲାଜ୍‌ମା (ରକ୍ତ କଣିକାରେ ଥିବା ରଙ୍ଗହୀନ ଅଂଶ)କୁ ପ୍ଲାଟେଲେଟ୍‌ (ରକ୍ତାଣୁଚକ୍ରିକା) କହି ବିକ୍ରି କରିବା ଅଭିଯୋଗରେ ଉତ୍ତର ପ୍ରଦେଶର ପ୍ରୟାଗରାଜ ପୋଲିସ ଶୁକ୍ରବାର ୧୦…

ଶେଷ ପର୍ଯ୍ୟାୟରେ ଯଖପୁରା-ଜରୋଲି ରେଳ ପ୍ରକଳ୍ପ ନିର୍ମାଣ

ଯାଜପୁର ଅଫିସ, ୨୨ା୧୦: ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିବର୍ତ୍ତନ, ଗଛ ସଂଖ୍ୟା ନିରୂପଣ, ଗଛକଟା ବାବଦ କ୍ଷତିପୂରଣ, ଏଫ୍‌ଆର୍‌ଏ (ଫରେଷ୍ଟ ରାଇଟ୍‌ ଆକ୍ଟ) ସାର୍ଟିଫିକେଟ, ବନ୍ୟଜନ୍ତୁ…

କେନ୍ଦୁଝର ଡିଭିଜନରେ ୧୩୬ ହାତୀ

କେନ୍ଦୁଝର,୨୨ା୧୦ (ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ ଉପଦ୍ରବ ଲାଗି ରହିଥିବା ବେଳେ ଶୁକ୍ରବାର କେନ୍ଦୁଝର ଡିଭିଜନର ବିଭିନ୍ନ ଜଙ୍ଗଲରେ ୧୩୬ ହାତୀପଲ ହୋଇ ବୁଲୁଛନ୍ତି। ଭୂୟଁା ଓ…

ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କର

ଜଗତ୍‌ସିଂହପୁର ଅଫିସ, ୨୨ା୧୦: ବଙ୍ଗେପସାଗରରେ ସୃଷ୍ଟ ଲଘୁଚାପଜନିତ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ଶୁକ୍ରବାର ଜଗତ୍‌ସିଂହପୁର ଜିଲା ପ୍ରଶାସନ ପକ୍ଷରୁ ଓସ୍‌ୱାନ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପ୍ରସ୍ତୁତି…

ପୁରୁଣା ପେନ୍‌ସନ ଯୋଜନା ଲାଗୁକଲେ ପଞ୍ଜାବ ସରକାର

ଚଣ୍ଡିଗଡ଼,୨୨ା୧୦: ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସରକାର ପଞ୍ଜାବର ସରକାରୀ କର୍ମଚାରୀମାନଙ୍କ ଲାଗି ଦିଓ୍ବାଲି ଭେଟି ସ୍ବରୂପ ପୁରୁଣା ପେନ୍‌ସନ ଯୋଜନା ପୁନର୍ବାର କାର୍ଯ୍ୟକାରୀ କରିବାକୁ ଶୁକ୍ରବାର…

ଖୋଲା ଆକାଶ ତଳେ ପିଲାଛୁଆ ଧରି ବସ୍ତିବାସିନ୍ଦା

ଭୁବନେଶ୍ୱର, ୨୨।୧୦ (ବ୍ୟୁରୋ): ନୋଟିସ୍‌ ନାହିଁ କି କିଛି ସୂଚନା ବି ନାହିଁ। ହଠାତ୍‌ ଆସିଲେ, ଆଉ ଆମ ଘର ଭାଙ୍ଗିଦେଲେ। ପିଲାଛୁଆ ଧରି ଗୁରୁବାର ରାତିରୁ…

ଇସ୍ରୋର ‘ବାହୁବଳୀ’ ରକେଟ ଏଲଭିଏମ୩ ପ୍ରସ୍ତୁତ, ଲଞ୍ଚ କରିବ ୩୬ ସାଟେଲାଇଟ, ୧୨ଟାରେ ଆରମ୍ଭ ହେବ କାଉଣ୍ଟ ଡାଉନ

ନୂଆଦିଲ୍ଲୀ,୨୨ ।୧୦: ଇଣ୍ଡିଆ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେଶନ(ଇସ୍ରୋ) ଏହାର ପରବର୍ତ୍ତି ମହତ୍ୱପୂର୍ଣ୍ଣ ଲଞ୍ଚ ପାଇଁ ପ୍ରସ୍ତତ ହୋଇଯାଇଛି । ଏହି ମିଶନ ହେଉଛି ଏଲଭିଏମ୩ ଏମ୨/ୱାନ ୱେବ…