ଏବେ ବି ଖାଲିପଡ଼ିଛି ୨୦%ରୁ ଊର୍ଦ୍ଧ୍ୱ ସିଟ୍‌

ଭୁବନେଶ୍ୱର, ୧୪।୧୧(ବ୍ୟୁରୋ): ରାଜ୍ୟରେ ୨୦୨୨-୨୩ ଶିକ୍ଷାବର୍ଷ ଲାଗି ଗତ ସେପ୍ଟେମ୍ବର ୨୨ରୁ ଯୁକ୍ତ୨ ଏବଂ ଅକ୍ଟୋବର ୧୩ରୁ ଯୁକ୍ତ୩ ପ୍ରଥମବର୍ଷ ଛାତ୍ରୀଛାତ୍ରଙ୍କ କ୍ଲାସ୍‌ରୁମ୍‌ ପାଠପଢ଼ା ଆରମ୍ଭ ହୋଇଛି।…

ସହରାଞ୍ଚଳ ପ୍ରଦୂଷଣ ଘାତକ

ଭୁବନେଶ୍ୱର(ବ୍ୟୁରୋ)/ଯାଜପୁର/ ଅନୁଗୋଳ ଅଫିସ୍‌,୧୪।୧୧: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ମାରାତ୍ମକ ସ୍ତରରେ ରହୁଛି। କେବଳ ଦିଲ୍ଲୀ ନୁହେଁ, ଦେଶର ବଡ଼ ବଡ ସହରରେ ନିଃଶ୍ୱାସ ନେବା ପ୍ରାଣଘାତକ…

ପଞ୍ଜାବରେ ୪.୧ ତୀବ୍ରତାର ଭୂକମ୍ପ

ଚଣ୍ଡିଗଡ଼,୧୪ ।୧୧: ପଞ୍ଜାବର ଅମୃତସରରେ ସୋମବାର ଭୋର ସମୟରେ ଏକ ଭୂକମ୍ପ ଅନୁଭୂତ ହୋଇଛି । ସମାଚାର ଏଜେନ୍ସି ଏଏନଆଇର ସୂଚନା ଅନୁଯାୟୀ, ପଞ୍ଜାବର ଅମୃତସରରୁ ୧୪୫…

‘ସମସ୍ତଙ୍କ ପାଇଁ ହେବି ପ୍ରଧାନମନ୍ତ୍ରୀ’: ନେତନ୍ୟାହୁ

ଜେରୁଜେଲମ,୧୪ ।୧୧: ଇସ୍ରାଏଲର ରାଷ୍ଟ୍ରପତି ଆଇଜ୍ୟାକ ହର୍ଜୋଗ ରବିବାର ଅର୍ଥାତ୍ ନଭେମ୍ବର ୧୩ରେ ନୂଆ ସରକାର ଗଠନ ପାଇଁ ଅଫିସିଆଲି ବେନଜାମିନ ନେତନ୍ୟାହୁଙ୍କୁ ନିମନ୍ତ୍ରଣ କରିଛନ୍ତି ।…

ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ବାଲି ଯିବେ ମୋଦି

ନୂଆଦିଲ୍ଲୀ,୧୪ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ସୋମବାର ଇଣ୍ଡୋନେସିଆର ବାଲି ଯାତ୍ରା କରିବେ । ପ୍ରଧାନମନ୍ତ୍ରୀ ମୋଦି ୧୪ରୁ…

ମେଡିକାଲ କଲେଜରେ ପରିଣତ ହେବ ୧୦୦ ଜିଲା ହସ୍ପିଟାଲ

ନୂଆଦିଲ୍ଲୀ,୧୩।୧୧: ଦେଶର ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ମାନବ ସମ୍ବଳ ଯୋଗାଇବା ଲକ୍ଷ୍ୟରେ ୧୦୦ ଜିଲାର ହସ୍ପିଟାଲକୁ ଉନ୍ନତୀକରଣ କରାଯାଇ ନୂଆ ମେଡିକାଲ କଲେଜରେ ପରିଣତ କରାଯିବ। ଏହି କାର୍ଯ୍ୟ…

ଜନସେବା କେନ୍ଦ୍ର ଖୋଲି ଠକେଇ: ବନ୍ଧାହେଲେ ଯୁବକ

ଚିତ୍ରକୋଣ୍ଡା,୧୩।୧୧: ଜନସେବା କେନ୍ଦ୍ର ଖୋଲି ଟଙ୍କା ଠକେଇ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ…

ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହେଲା ବାଇକ୍‌

ରାଉରକେଲା ଅଫିସ,୧୩।୧୧: ରାଉରକେଲା ସେକ୍ଟର-୩ ଥାନା ଅଧୀନ ସିଡବ୍ଲ୍ୟୁଏସ୍‌ ହସ୍ପିଟାଲ ସମ୍ମୁଖରେ ରବିବାର ଭାରସାମ୍ୟ ହରାଇ ଏକ ବାଇକ୍‌ ରାସ୍ତାକଡ଼ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇଯାଇଥିଲା। ଫଳରେ…

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୩, ୨୦୨୨)

ସୂଚନା ଭବନରେ ଠାରେ ରଙ୍ଗୋଲି ପ୍ରତିଯୋଗିତା ପଠାଣି ସାମନ୍ତ ପ୍ଲାନେଟୋରିୟମ ଠାରେ ଇଟିକିଲିମିଟିକିଲି ତରଫରୁ ଚିତ୍ରାଙ୍କନ ପ୍ରତିଯୋଗିତା

ମୁମ୍ବାଇ ବିମାନବନ୍ଦରରେ ୬୧ କିଲୋ ସୁନା ଜବତ

ମୁମ୍ବାଇ,୧୩।୧୧:ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୀମାଶୁଳ୍କ ଅଧିକାରୀମାନେ ୬୧ କିଲୋଗ୍ରାମ ସୁନା ଜବତ କରିଛନ୍ତି, ଯାହାର ମୂଲ୍ୟ ୩୨ କୋଟି ଟଙ୍କା। ବିମାନବନ୍ଦରରେ ଗୋଟିଏ…