ଶେରଗଡ଼ର ଐତିହ୍ୟ ଜଗନ୍ନାଥ ମନ୍ଦିର, ଚନ୍ଦ୍ରବିଳାସ ପ୍ରାସାଦ

ଶେରଗଡ଼,୨୬।୧୧(ଡି.ଏନ.ଏ) ସୂର୍ଯ୍ୟନାରାୟଣ ଦାଶ: ଗଞ୍ଜାମ ଜିଲା ଶେରଗଡରେ ରହିଛି ଐତିହ୍ୟ ଓ ପରମ୍ପରାର ମୂକସାକ୍ଷୀ ଜଗନ୍ନାଥ ମନ୍ଦିର ଓ ଚନ୍ଦ୍ରବିଳାସ ରାଜପ୍ରାସାଦ। ଏହାକୁ ନେଇ ଶେରଗଡ଼ବାସୀ ଗର୍ବ…

ବ୍ରହ୍ମପୁର ବିମାନବନ୍ଦର ଦାବି ନେଇ ରାଜନୀତି

ବ୍ରହ୍ମପୁର ଅଫିସ,୨୬।୧୧: ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁର ନିକଟସ୍ଥ ଗୋପାଳପୁର ବେଳାଭୂମି ଆକର୍ଷଣୀୟ ହୋଇଥିବାରୁ ରାଜ୍ୟ ଓ ଦେଶର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାପିତ ହୋଇଛି। ଗୋପାଳପୁର…

ଇସ୍ରୋ ଲଞ୍ଚ କରିବ ୮ ନାନୋ ସାଟେଲାଇଟ ଓ ଓଶନସାଟ-୩

ତିରୁପତି,୨୬ ।୧୧: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ନିକଟରେ ସ୍ୱଦେଶୀ ମିଶନକୁ ଲଞ୍ଚ କରି ଇତିହାସ ରଚିବା ପରେ ଏହାର ପରବର୍ତ୍ତି ମିଶନ ପିଏସଏଲଭି-ସି୫୪/ଇଓଏସ-୦୬ ପାଇଁ ପ୍ରସ୍ତୁତ…

ଜିଲାରେ ୧୩ ଲକ୍ଷ ୪୯୭ ହେକ୍ଟର ମାଣ୍ଡିଆ ଚାଷ

ବ୍ରହ୍ମପୁର ଅଫିସ,୨୬ା୧୧:ପୁଷ୍ଟିକର ଖାଦ୍ୟ ଓ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମାଣ୍ଡିଆ ବେଶ୍‌ ସହାୟକ। ଏଥିସହ ମାଣ୍ଡିଆ ପୁଷ୍ଟିହୀନତାକୁ ଦୂର କରିବାରେ ମଧ୍ୟ ପ୍ରମୁଖ…

ସହର ସାରା କୁଢ଼ କୁଢ଼ ଆବର୍ଜନା

ଯାଜପୁର ଅଫିସ,୨୬ା୧୧: ସହରର ସ୍ବଚ୍ଛ ଓ ସୁସ୍ଥ ପରିମଳ ପ୍ରତ୍ୟେକ ସ୍ବାୟତ୍ତ ଶାସନ ସଂସ୍ଥାର ମୌଳିକ ଦାୟିତ୍ୱ। ଏ କ୍ଷେତ୍ରରେ ବ୍ୟାସନଗର ମ୍ୟୁନିସିପାଲିଟି କେବଳ ଆପରାଧିକ ଅବହେଳା…

ଭୁଶୁଡ଼ିଲା ଭିତରକନିକା ଖୋଳା ପର୍ଯ୍ୟଟନ ଜେଟି

ରାଜନଗର, ୨୬ା୧୧(ଡି.ଏନ.ଏ.): ଭିତରକନିକା ଜାତୀୟ ଉଦ୍ୟାନର ଖୋଳା ଏଣ୍ଟ୍ରି ପଏଣ୍ଟ ନିକଟରେ ଥିବା ଜେଟି ଶୁକ୍ରବାର ସନ୍ଧ୍ୟାରେ ସନ୍ଧ୍ୟାରେ ଭୁଶୁଡି ପଡିଛି। ପ୍ରାୟ ୨୦ ଫୁଟ ଚଉଡାର…

ଇ-ଭେହିକିଲ ପ୍ରୋତ୍ସାହନ ରାଶି ନେଇନାହାନ୍ତି ମାଲିକ

ଭଞ୍ଜନଗର,୨୬।୧୧(ଡି.ଏନ.ଏ): ପେଟ୍ରୋଲ, ଡିଜେଲଚାଳିତ ଗାଡ଼ି ବୃଦ୍ଧି ଯୋଗୁ ପ୍ରଦୂଷଣ ମାତ୍ରା ବଢ଼ୁଛି। ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ଇଲେକ୍ଟ୍ରି ଗାଡି (ଇ-ଭେହିକିଲ) ବ୍ୟବହାର ବୃଦ୍ଧି ପାଇଁ…

ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ୧୦

ଡେରାବିଶ, ୨୬ା୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଭାଗବତପୁର ପଞ୍ଚାୟତ ବାଲିଆ ବଜାରରେ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ କାର୍ତ୍ତିକେଶ୍ୱର ଭସାଣିରେ ବାଣ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିବା…

ଡ୍ରାଇଭରଙ୍କୁ ହତ୍ୟା କରିଥିଲେ ହେଲପର

ରୂପସା, ୨୬ା୧୧(ଡି.ଏନ.ଏ.): ବାଲେଶ୍ୱର ୬୦ ନମ୍ବର ଜାତୀୟ ରାଜପଥର ସଦର ବ୍ଲକ ଅଧୀନ ହଳଦୀପଦା ବାଇପାସ୍‌ ନିକଟସ୍ଥ ଏକ ପୋଲ ତଳୁ ଗତ ୧୬ ତାରିଖରେ ଜଣେ…

ମଦନପୁର କଲେଜ ଛକରେ ରାସ୍ତାରୋକୋ

ପଟ୍ଟମୁଣ୍ଡାଇ/ରାଜନଗର, ୨୬ା୧୧(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇରୁ ରାଜନଗରକୁ ସଂଯୋଗ କରୁଥିବା ଉପର ଏବଂ ତଳ ରାସ୍ତାରେ ବସ ଚଳାଚଳକୁ ନେଇ ଦୀର୍ଘଦିନ ହେବ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିବାଦ ଲାଗି…