ରାଶିଫଳ: ସୋମବାର, ନଭେମ୍ବର ୨୮ ତାରିଖ – Daily Horoscope

ମେଷ ଦୈହିକ ଦୁର୍ବଳତା ଅପସରିଯିବ ଏବଂ ଧୈର୍ଯ୍ୟ, ପ୍ରଚେଷ୍ଟା ଦିଗରେ ଉତ୍ସାହିତ ହେବେ। କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟକୁ ଆପଣାର କରିବାରେ ସାହାଯ୍ୟ କରିବ। ସନ୍ତାନଙ୍କ ଅଶାନ୍ତ…

୨୨ କ୍ୟାରେଟରୁ ଅଧିକ ସୁନା ପିନ୍ଧିବା ମନା

କଲମ୍ବୋ,୨୭ା୧୧: ସୁନା ଚୋରା ଚାଲାଣକାରୀଙ୍କ ବିରୋଧରେ ଶ୍ରୀଲଙ୍କା ସରକାର ଏବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଶ୍ରୀଲଙ୍କାରେ ବିମାନ ଯାତ୍ରୀଙ୍କ ଭଳି ଏକ ବଡ଼ ଧରଣର ସୁନା…

ପୂର୍ବ ଶତ୍ରୁତାର ଛୁରାମାଡ଼

ଆରଡ଼ି,୨୭ା୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲାର ଶୈବପୀଠ ଆରଡ଼ିରେ ଜଣେ ସେବାୟତ ଅନ୍ୟଜଣେ ସେବାୟତଙ୍କୁ ଛୁରାମାଡ଼ କରି ଆହତ କରିଥିବା ଆରଡି ପୋଲିସ ଫାଣ୍ଡିରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ…

ଭାଜପା ପାଲଟିଛି ଭିଡ଼ିଓ ତିଆରି କରୁଥିବା ପାର୍ଟି : କେଜରିଓ୍ବାଲଙ୍କ କଟାକ୍ଷ…

ନୂଆଦିଲ୍ଲୀ,୨୭।୧୧ : ତିହାର ଜେଲର ସତ୍ୟେନ୍ଦ୍ର ଜୈନଙ୍କ ନୂଆ ଭିଡିଓ ଭାଜପା ପକ୍ଷରୁ ଜାରି କରାଯାଇଛି। ଏପରିସ୍ଥଳେ ଗୁଜରାଟ ବିଧାନସଭା ନିର୍ବାଚନରେ ପ୍ରଚାର ପାଇଁ ସୁରଟରେ ପହଞ୍ଚିଥିବା…

ଅଞ୍ଚଳର ବିକାଶ ଉପରେ ସମୀକ୍ଷା କଲେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ

ସୋରଡ଼ା,୨୭ା୧୧(ଡି.ଏନ୍‌.ଏ.): ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ କୀର୍ତ୍ତି ଭାସନ ଭି ଏବଂ ବ୍ରହ୍ମପୁର ମ୍ୟୁନିସିପାଲ କମିଶନର ଜେ ସୋନାଲ ରବିବାର ସକାଳେ ସୋରଡ଼ାଗ୍ରସ୍ତ କରି ଫେରିଛନ୍ତି। ସହରର…

ଭାଜପା ନେତା ଶୁଣିଲେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’

ବେଗୁନିଆପଡ଼ା,୨୭ା୧୧(ଡି.ଏନ୍‌.ଏ.): ରବିବାର ପ୍ରଧାନମନ୍ତ୍ରୀଙ୍କ ୯୫ତମ ମନ କି ବାତ୍‌ କାର୍ଯ୍ୟକ୍ରମକୁ ଭାଜପା ନେତା ଶୁଣିଛନ୍ତି। ଗଞ୍ଜାମ ଜିଲ୍ଲା କୋଦଳା ନିକଟସ୍ଥ ଝାଡ଼େଶ୍ବରଠାରେ ଆୟୋଜିତ ହୋଇଥିଲା ଏହି ସ୍ବତନ୍ତ୍ର…

ବ୍ୟାଚେଲର ପାର୍ଟି ଦେଲେ ହଂସିକା ମୋଟୱାନି

ମୁମ୍ବାଇ: ଅଭିନେତ୍ରୀ ହଂସିକା ମୋଟୱାନୀ ଏବେ ନିଜ ବିବାହକୁ ନେଇ ରହୁଛନ୍ତି ଚର୍ଚ୍ଚାରେ । ଡିସେମ୍ବର ୪ରେ ସେ ସୋହେଲ କଥୁରିୟାଙ୍କୁ ବିବାହ କରିବାକୁ ଯାଉଛନ୍ତି ।…

ରାଜା ହିନ୍ଦୁସ୍ତାନୀ’ରେ ଛୋଟ କରାଯାଇଥିଲା ଆମିର-କରିସ୍ମାଙ୍କ ଚୁମ୍ବନ ଦୃଶ୍ୟ

ବମ୍ବେ: ଆମିର ଖାନ୍‌ଙ୍କ ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’କୁ ପୁରିଛି ପଚିଶ ବର୍ଷ। ୧୯୯୬ ମସିହା ନଭେମ୍ବର ୬ ତାରିଖରେ ରିଲିଜ ହୋଇଥିଲା ଏହି ଫିଲ୍ମ। ସେତେବେଳେ ଏହା…

ସୋରଡ଼ାକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ

ସୋରଡ଼ା,୨୭ା୧୧(ଡି.ଏନ୍‌.ଏ.): ସାରା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଭିଡ଼ ଏବେ ସୋରଡ଼ା ଅଞ୍ଚଳରେ ଦେଖାଯାଇଛି। ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥିବା ବେଳେ ସୋରଡ଼ା…

କପିଲଙ୍କ ଶୋ’କୁ ଆସିବାକୁ ସିଧାସିଧା ମନା କରିଦେଇଛନ୍ତି ଏହି ୫ ହେଭିଓ୍ବେଟ୍‌; କୁହନ୍ତି ଏପରି..

ବମ୍ବେ: ଟେଲିଭିଜନର ସବୁଠାରୁ ଲୋକପ୍ରିୟ କମେଡି ଶୋ’ ମଧ୍ୟରୁ ଗୋଟିଏ ହେଉଛି ‘ଦ କପିଲ ଶର୍ମା ଶୋ’। ମନୋରଞ୍ଜନଜଗତ, ଖେଳଠାରୁ ଆରମ୍ଭ କରି ଅନ୍ୟାନ୍ୟ କ୍ଷେତ୍ର ସହ…