ସାବରିମାଲାରେ ହେଲିକପ୍ଟର ସେବା ବନ୍ଦ: ଭିଆଇପି ସେବା ବନ୍ଦ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ…

ଥିରୁଭାନନ୍ତପୁରମ୍‌,୬।୧୨ : କେରଳ ହାଇକୋର୍ଟ ସାବରିମାଲା ମନ୍ଦିରରେ ହେଲିକପ୍ଟର ସେବା ବନ୍ଦ ଲାଭତ ନିର୍ଦ୍ଦୋ ଜାରି କରିଛନ୍ତି। କୌଣସି ଭିଆଇପି ସେବା ଉପଲବ୍ଧ ନକରାଇବାକୁ କୋର୍ଟ ବିଚାରପତି…

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୬ , ୨୦୨୨)

ଭୁବନେଶ୍ୱରର ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ କେରଳ ପର୍ଯ୍ୟଟନ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ବିକ୍ଷୋବକାରୀମାନେ ଭୁବନେଶ୍ୱରରେ ପୋଲିସ ବ୍ୟାରେକଡ ଉପରେ ନିଜର ଲୁଗାପଟା ସୁଖାଉଛନ୍ତି ଅଙ୍ଗନୱାଡି କର୍ମୀ…

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ

କୋକସରା,୬।୧୨(ଡି.ଏନ.ଏ.): ସିକନ୍ଦରାବାଦରେ ଇଟାଭାଟିରେ ପୋଡ଼ି ମୃତ୍ୟୁବରଣ କରିଥିବା କଳାହାଣ୍ଡି ଜିଲା କୋକସରା ବ୍ଲକ ସାନପୋଡ଼ା ପଞ୍ଚାୟତ ନେଗିଗୁଡା ଗ୍ରାମର ସତ୍ୟ ସୁନା(୨୭)ଙ୍କ ମୃତଦେହ ମଙ୍ଗଳବାର ପହଞ୍ଚିଛି। ଶୋକାକୁଳ…

ବିଭିନ୍ନ ଦେଶରେ ଚାଇନାର ୧୦୦ରୁ ଅଧିକ ପୋଲିସ ଷ୍ଟେଶନ…

ବେଜିଂ,୬।୧୨ : ଚାଇନାର ନୂଆ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ଯେଉଁଥିପାଇଁ ସାରା ବିଶ୍ୱରେ ଉତ୍ତେଜନା ସୃଷ୍ଟି ହୋଇଛି। ବାସ୍ତବରେ ଚାଇନା ଅନେକ ଦେଶରେ ୧୦୦ ରୁ ଅଧିକ…

ରାଷ୍ଟ୍ରପତିଙ୍କୁ ଭେଟିଲେ ମିଲିଣ୍ଡା ଗେଟ୍ସ …

ନୂଆଦିଲ୍ଲୀ,୬।୧୨ : ବିଲ ଆଣ୍ଡ ମିଲିଣ୍ଡା ଗେଟ୍ସ ଫାଉଣ୍ଡେଶନର ଉପାଧ୍ୟକ୍ଷା ମିଲିଣ୍ଡା ଫ୍ରେଞ୍ଚ ଗେଟ୍ସ ମଙ୍ଗଳବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ମିଲିଣ୍ଡାଙ୍କୁ…

ଲେଡି ଗାଗାଙ୍କ କୁକୁରକୁ ମାରିଥିଲେ ଗୁଳି, ଦୋଷୀଙ୍କୁ ମିଳିଲା ୨୧ ବର୍ଷର କାରାଦଣ୍ଡ

ହଲିଉଡ ଗାୟକ ଲେଡି ଗାଗାଙ୍କ କୁକୁରକୁ ଗୁଳି ଚଳାଇଥିବା ବ୍ୟକ୍ତିଙ୍କୁ ୨୧ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ୨୦୨୧ରେ ଏହି ଘଟଣା ଘଟିଥିବା ବେଳେ ଏବେ ଏହାର…

‘ତାରକ୍‌ ମେହେତା କା ଉଲଟା ଚଷମା’ ଛାଡ଼ିଲେ ‘ଟପ୍ପୁ’

ବମ୍ବେ: ଦୀର୍ଘ ବର୍ଷ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛି ‘ତାରକ ମେହେତାଙ୍କ ଉଲଟା ଚଷମା’। ହେଲେ ଜଣଙ୍କ ପରେ ଜଣେ ଅଭିନେତା ଶୋ’ରୁ ବିଦାୟ ନେଉଥିବା ଦେଖାଯାଉଛି।…

ବିଗ୍‌ବସ୍‌ର ଦୁଇ ପ୍ରତିଯୋଗୀଙ୍କୁ ମିଳିଲା ଏକତା କପୁରଙ୍କ ବଡ଼ ଅଫର୍‌!

ବମ୍ବେ: ଟେଲି ପରଦାର ଲୋକପ୍ରିୟ ଧାରାବାହିକ ମଧ୍ୟରୁ ‘ନାଗିନ୍‌’ ଗୋଟିଏ। ୨୦୧୫ରେ ଏହା ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ଏହାର ୬ ସିଜନ୍‌ ଆସିଥିବା ବେଳେ ସବୁଗୁଡ଼ିକୁ…

ସିଭିଲ ସର୍ଭିସେସ ମେନ ପରୀକ୍ଷା -୨୦୨୨ର ଫଳ ପ୍ରକାଶ…

ନୂଆଦିଲ୍ଲୀ,୬।୧୨ : ୟୁନିଅନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ସିଭିଲ ସର୍ଭିସେସ ମେନ ପରୀକ୍ଷା ୨୦୨୨ ର ଫଳାଫଳ ପ୍ରକାଶ ପାଇଛି। ପରୀକ୍ଷାରେ ଦେଇଥିବା ପ୍ରାର୍ଥୀମାନେ ଅଫିସିଆଲ…

ଆଇସିଏମ୍‌ଆର ଓ୍ବେବସାଇଟ୍‌ ହ୍ୟାକ୍‌ କରିବାକୁ ଚେଷ୍ଟା କରିଥିଲେ ହ୍ୟାକର, ୨୪ ଘଣ୍ଟାରେ ୬ ହଜାର ଥର ହ୍ୟାକ୍‌ ଉଦ୍ୟମ…

ନୂଆଦିଲ୍ଲୀ,୬।୧୨ : ବର୍ତ୍ତମାନ ଦେଶରେ ସାଇବର ଆକ୍ରମଣ ମାମଲା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ନିକଟରେ ଦିଲ୍ଲୀ ଏମ୍ସ୍‌ର ସର୍ଭରରେ ଏକ ସାଇବର ଆଟାକ କରାଯାଇଥିଲା। ସର୍ଭର…