ଖୋଲିଲା ଟ୍ରାନ୍ସଜେଣ୍ଡର ସ୍କୁଲ

ଇସ୍‌ଲାମାବାଦ୍‌,୮।୧୨: ପାକିସ୍ତାନ ସରକାର ପଞ୍ଜାବ ପ୍ରଦେଶରେ ପ୍ରଥମ ଟ୍ରାନ୍ସଜେଣ୍ଡର ସ୍କୁଲ ଖୋଲିଛନ୍ତି। ସମାଜରେ ଟ୍ରାନ୍ସଜେଣ୍ଡରମାନଙ୍କ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ଏହାର ମୂଳ ଉଦ୍ଦେଶ୍ୟ ରହିଛି।…

ଇରାନରେ ପ୍ରଥମ କ୍ରାନ୍ତିକାରୀଙ୍କୁ ଫାଶୀଦଣ୍ଡ

ତେହେରାନ୍‌,୮।୧୨: ସରକାର ବିରୋଧୀ ଅସ୍ଥିରତା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା କ୍ରାନ୍ତିକାରୀ ମୋହସେନ ଶେଖରୀଙ୍କ ଉପରେ ଇରାନ ପ୍ରଥମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଈଶ୍ବରଙ୍କ ବିରୋଧରେ ଶତ୍ରୁତାକରି…

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର  ୮ ,  ୨୦୨୨)

ସୂଚନା ଭବନ ରେ ମୋ ଓଡିଶା ପ୍ରତିଷ୍ଠାତା ଓ ବିପ୍ଲବୀ ନେତା ଭବାନୀଶଙ୍କର ପରିଜା ଙ୍କ ୨ୟ ଶ୍ରାଦ୍ଧବାର୍ଷିକ ଉତ୍ସବ ରେ କଳାକାର ଙ୍କ ଦ୍ୱାରା ଓଡିଶୀ…

ସିରିଜ୍‌ ଚୋରି, ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ

ବେଗୁନିଆପଡ଼ା,୮ା୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ସିରିଜ୍‌ ଚୋରି ହୋଇଥିବା ଅଭିଯୋଗ ହୋଇଛି। ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଏସ.ଛଚିନା ଗ୍ରାମର ସୁଦାମ ଆର୍ଟ ଦୋକାନରୁ…

ଲୋକ ସଭାରେ ମାମଲା ସମ୍ପର୍କିତ ତଥ୍ୟ ଉପସ୍ଥାପନ କଲେ ଜିତେନ୍ଦ୍ର ସିଂ

ନୂଆଦିଲ୍ଲୀ,୮।୧୨: ଗତ ୫ବର୍ଷ ମଧ୍ୟରେ ଏମ୍‌ପି ଓ ବିଧାୟକଙ୍କ ବିରୋଧରେ ସିବିଆଇ ୫୬ଟି ମାମଲା ରୁଜୁ କରିଛି। ଏଥିରୁ ୨୨ଟି ମାମଲାର ଚାର୍ଜଶିଟ୍‌ ସିବିଆଇ ଦାଖଲ କରିଛି।…

ବଦଳିଲା ତେଲେଙ୍ଗାନା ରାଷ୍ଟ୍ର ସମିତିର ନାମ

ହାଇଦ୍ରାବାଦ,୮।୧୨: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ପାର୍ଟି ତେଲଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ୍‌)ର ନାମ ବଦଳିଛି। ବର୍ତ୍ତମାନ ଏହା ଭାରତ ରାଷ୍ଟ୍ର ସମିତି(ବିଆରଏସ୍‌) ନାମରେ ଜଣାଯିବ। ଭାରତୀୟ…

ଜାମିନ ମିଳିବାର କିଛି ଘଣ୍ଟା ପରେ ପୁଣି ଗିରଫ ହେଲେ ସାକେତ୍‌ ଗୋଖଲେ

ନୂଆଦିଲ୍ଲୀ,୮।୧୨: ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ମୁଖପାତ୍ର ସାକେତ୍‌ ଗୋଖଲେଙ୍କୁ ଗୁରୁବାର ଜାମିନ ମିଳିବାର କିଛି ଘଣ୍ଟା ପରେ ପୁଣି ଥରେ ଗିରଫ କରାଯାଇଛି। ଏନେଇ ଟିଏମ୍‌ସିର ରାଜ୍ୟସଭା ସଦସ୍ୟ…

ଗୁଜରାଟରେ କଂଗ୍ରେସକୁ ଡବଲ ଝଟ୍‌କା: ନା ମିଳିଲା କ୍ଷମତା ନା ମଳିଲା ବିରୋଧୀ ଦଳର ନେତା ପଦ

ଅହମ୍ମଦାବାଦ,୮।୧୨: ଗୁଜୁରାଟରେ ୨୦୨୨ ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ଡବଲ ଝଟ୍‌କା ଲାଗିଛି। ଚଳିତ ଥର କଂଗ୍ରେସକୁ କେବଳ ଲଜ୍ଜ୍ୟାଜନକ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିନାହିଁ,…

ବାତ୍ୟା ମାଣ୍ଡୋସ ପାଇଁ ବନ୍ଦ ରହିବ ୬ ଜିଲାର ସ୍କୁଲ, କଲେଜ

ଚେନ୍ନାଇ,୮।୧୨: ସମ୍ଭାବ୍ୟ ବାତ୍ୟା ମାଣ୍ଡୋସକୁ ନେଇ ତାମିଲନାଡୁର ୬ଟି ଜିଲାର ସମସ୍ତ ସ୍କୁଲ ଓ କଲେଜକୁ ସରକାର ବନ୍ଦ ଘୋଷଣା କରିଛନ୍ତି। ବାତ୍ୟା ପ୍ରଭାବରେ ଚେନ୍ନାଇ, ଥିରୁଭାଲ୍ଲୁର,…

କଂଗ୍ରେସ ଦଖଲ କଲା ଭାନୁପ୍ରତାପପୁର ଆସନ

ରାୟପୁର,୮।୧୨: ଛତିଶଗଡ଼ର ଭାନୁପ୍ରତାପପୁର ବିଧାନସଭା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସାବିତ୍ରୀ ମାଣ୍ଡଭି ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ବ୍ରହ୍ମାନନ୍ଦ ନେତମଙ୍କୁ ୨୧…