ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଯୋଧପୁର,୯।୧୨: ରାଜସ୍ଥାନର ଯୋଧପୁରର ଏକ ଗ୍ରାମରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ଏହି ଘଟଣାରେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି…

ଜୁଆଙ୍ଗଙ୍କ ବିକାଶ ପାଇଁ ଯୋଜନା

ଢେଙ୍କାନାଳ ଅଫିସ,୯।୧୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକର ଜୁଆଙ୍ଗ ବହୁଳ ଦୁର୍ଗମ ପୁଟିପାଳ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ…

ବିଏସ୍‌ଏଫ୍‌ ଯବାନଙ୍କୁ ଭାରତକୁ ହସ୍ତାନ୍ତର କଲା ପାକିସ୍ତାନ

ଇସ୍‌ଲାମାବାଦ୍‌,୯।୧୨: ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ପଞ୍ଜାବ ସେକ୍ଟରରୁ ଭୁଲରେ ପାକିସ୍ତାନକୁ ପଳାଇଥିବା ବିଏସ୍‌ଏଫ୍‌ ଯବାନଙ୍କୁ ଭାରତକୁ ହସ୍ତାନ୍ତର କରିଛି ଇସ୍‌ଲାମାବାଦ। ବୁଧବାର ପାକିସ୍ତାନ ରେଞ୍ଜର୍ସ ଉକ୍ତ…

ଆଜିଠୁ ମାଟ୍ରିକ୍‌ ଖାତା ଦେଖା ଆରମ୍ଭ

ଭୁବନେଶ୍ୱର,୯।୧୨(ବ୍ୟୁରୋ): ଶୁକ୍ରବାରଠୁ ଆରମ୍ଭ ହୋଇଛି ମାଟ୍ରିକ୍‌ ସମ୍ମେଟିଭ-୧ ପରୀକ୍ଷା ଖାତା ଦେଖା। ସକାଳ ୯ଟାରୁ ଖାତା ଦେଖା ଆରମ୍ଭ ହୋଇବା ବେଳେ ୫ଟା ଯାଏ ଚାଲିବ। ୧୨୪୦ଶିକ୍ଷକ…

ଅପରାହ୍ନରେ କଂଗ୍ରେସ ବିଧାୟକଙ୍କ ବୈଠକ

ଶିମଲା,୯।୧୨: ହିମାଚଳ ପ୍ରଦେଶରେ ଭାଜପାକୁ ହରାଇ ପୁଣି ୫ ବର୍ଷ ପରେ କ୍ଷମତାକୁ ଆସିଛି କଂଗ୍ରେସ। ନିର୍ବାଚନରେ କଂଗ୍ରେସ ବହୁମତ ହାସଲ କରି ସରକାର ଗଠନ କରିବାକୁ…

୭୬ତମ ଜନ୍ମଦିନରେ ସୋନିଆଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୯।୧୨: କଂଗ୍ରେସ ନେତା ସୋନିଆ ଗାନ୍ଧୀ ଶୁକ୍ରବାର ନିଜର ୭୬ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋନିଆ ଗାନ୍ଧୀଙ୍କୁ ଜନ୍ମଦିନର ଶୁଭେଚ୍ଛା…

ଦାରିଙ୍ଗବାଡିରେ ବଢିଲା ଶୀତ, ସର୍ବନିମ୍ମ ତାପମାତ୍ରା ୮

ଦାରିଙ୍ଗବାଡି,୯।୧୨(ଡି.ଏନ.ଏ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡିରେ ପୁଣି ଶୀତ ଫେରିଛି। ଶୁକ୍ରବାର ଏଠୋରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରହିଛି। ଚଳିତ ବର୍ଷ ଏହା…

ଦର୍ଶକଙ୍କ ପାଇଁ ଖୁସିଖବର: ଓଟିଟିରେ ରିଲିଜ୍‌ ହେଲା ‘କାନ୍ତାରା’ର ହିନ୍ଦୀ ଭର୍ସନ

ଚଳଚ୍ଚିତ୍ର ନିର୍ଦ୍ଦେଶକ ଋଷବ ଶେଟ୍ଟୀଙ୍କ ଫିଲ୍ମ ‘କାନ୍ତାରା’ଦର୍ଶକଙ୍କଠାରୁ ଭଲ ପାଇବା ପାଇଛି। ଏହି ଫିଲ୍ମ ଚଳିତ ବର୍ଷ ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗି ନୂଆ ରେକର୍ଡ…

ଶାଶୁ ଘରେ ପ୍ରଥମ ରୋଷେଇରେ ହାଲୁଆ ତିଆରି କଲେ ହଂସିକା

ମୁମ୍ବାଇ: ଅଭିନେତ୍ରୀ ହଂସିକା ମୋଟଓ୍ବାନି ଏବଂ ତାଙ୍କ ପ୍ରେମିକା ସୋହେଲ କାଥୁରିଆ ରବିବାର ଜୟପୁରର ମୁଣ୍ଡୋଟା ଦୁର୍ଗ ଏବଂ ପ୍ୟାଲେସ୍‌ରେ ସାତଫେରା ନେଇଛନ୍ତି। ନିକଟରେ ବିବାହ ପରେ…

ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଦୌଡରେ ୫ ନାମ: ଆଗରେ ଅଛନ୍ତି ପ୍ରତିଭା ସିଂ

ଶିମଲା,୯।୧୨: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ବହୁମତ ହାସଲ କରି ସରକାର ଗଠନ କରିବାକୁ ଯାଉଛି। ରାଜ୍ୟର ୬୮ ସିଟ୍‌ରୁ କଂଗ୍ରେସ ୪୦ଟି ଆସନ ଜିତିଥିବା…