ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୧୬୪…

ଗିଲୋଙ୍ଗ,୧୬।୧୦ : ଟି -୨୦ ବିଶ୍ୱକପର ପ୍ରଥମ ମ୍ୟାଚ ଶ୍ରୀଲଙ୍କା ଏବଂ ନାମ୍ବିଆ ମଧ୍ୟରେ ରବିବାର ଖେଳା ଯାଉଛି। ଅଷ୍ଟ୍ରେଲିଆର ଗିଲୋଙ୍ଗର ସାଇମୋଣ୍ଡସ ଷ୍ଟାଡିୟମରେ ଖେଳାଯାଉଥିବା ଏହି…

ଜେଲରେ ରହିବେ ଜି.ଏନ୍‌. ସାଇବାବା

ନୂଆଦିଲ୍ଲୀ,୧୬।୧୦(ପି.ଟି.): ମାଓବାଦୀଙ୍କ ସହ ସମ୍ପୃକ୍ତି ମାମଲାରେ ଆଜୀବନ ଜେଲଦଣ୍ଡ ଭୋଗୁଥିବା ଦିଲ୍ଲୀ ୟୁନିଭର୍ସିଟିର ପୂର୍ବତନ ପ୍ରଫେସର ଜି.ଏନ୍‌. ସାଇବାବାଙ୍କୁ ବମ୍ବେ ହାଇକୋର୍ଟ ଦୋଷମୁକ୍ତ କରିଥିବାବେଳେ ଉକ୍ତ ରାୟ…

ପାକିସ୍ତାନ ସବୁଠୁ ବିପଜ୍ଜନକ ରାଷ୍ଟ୍ର: ବାଇଡେନ୍‌

ଓ୍ବାଶିଂଟନ,୧୬।୧୦: ପାକିସ୍ତାନ ବିଶ୍ୱରେ ଅନ୍ୟତମ ସବୁଠୁ ବିପଜ୍ଜନକ ରାଷ୍ଟ୍ର ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ପାକ୍‌ ଅଣୁଅସ୍ତ୍ରସମ୍ପନ୍ନ ରାଷ୍ଟ୍ର ହୋଇଥିଲେ ହେଁ ସେଗୁଡ଼ିକୁ ସୁସଂଗଠିତ…

ଆହୁରି ଶକ୍ତିଶାଳୀ ହେବେ ଜିନ୍‌ପିଙ୍ଗ୍‌

ବେଜିଂ, ୧୬।୧୦: ଚାଇନାର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଶି ଜିନ୍‌ପିଙ୍ଗ୍‌ଙ୍କୁ ମନୋନୀତ ହେବା ନିମନ୍ତେ ସମର୍ଥନ ଦେବା ପାଇଁ କମ୍ୟୁନିଷ୍ଟ ପାର୍ଟି ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛି। ରବିବାର…

ଇଡି ନିଜର ନିଷ୍ପତ୍ତି ଗ୍ରହଣ କରିବାକୁ ସମ୍ପୂର୍ଣ୍ଣ ସ୍ବତନ୍ତ୍ର: ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬।୧୦ : ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଇଡିର ରାଜନୈତିକ ବ୍ୟବହାର ଉପରେ ଜବାବ ଦେଇ କହିଛନ୍ତି ଯେ ଇଡି ଏକ ସ୍ବତନ୍ତ୍ର ଅନୁଷ୍ଠାନ ଏବଂ ଏହା ନିଜେ…

୪ ଖାଦ୍ୟ ପ୍ଲେଟ୍‌ ମଧ୍ୟରୁ କିଏ ଅସଲି କିଏ ନକଲି, ଚିହ୍ନିଲେ ଦେଖି…

ଅନେକ ଲୋକ ଚିତ୍ର ଆଙ୍କିବାକୁ ପସନ୍ଦ କରନ୍ତି। କିନ୍ତୁ ସମସ୍ତେ ଭଲ ଚିତ୍ର ଆଙ୍କିବାରେ ସକ୍ଷମ ହୋଇପାରନ୍ତି ନାହିଁ। ପେଣ୍ଟିଂ ହେଉଛି ଏପରି ଏକ କଳା ଯେଉଁଥିରେ…

ଶଙ୍କରାଚାର୍ଯ୍ୟ ଭାବେ ଅଭିମୁକ୍ତେଶ୍ୱରାନନ୍ଦଙ୍କ ଅଭିଷେକକୁ ରୋକିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬।୧୦(ପି.ଟି.): ଉତ୍ତରାଖଣ୍ଡ ଜ୍ୟୋତିପୀଠର ନୂଆ ଶଙ୍କରାଚାର୍ଯ୍ୟ ଭାବେ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀଙ୍କ ଅଭିଷେକକୁ ସୁପ୍ରିମକୋର୍ଟ ବନ୍ଦ ରଖିଛନ୍ତି। ନୂଆ ଶଙ୍କରାଚାର୍ଯ୍ୟ ଭାବେ ଅଭିମୁକ୍ତେଶ୍ୱରାନନ୍ଦଙ୍କ ନିଯୁକ୍ତି ପ୍ରତି ଆନୁଷ୍ଠାନିକ…

ସୀମାରେ ଅଟକିଛି ଶତାଧିକ କୋଇଲା ଟ୍ରକ୍‌

ଝାରସୁଗୁଡ଼ା ଅଫିସ/ସୁନ୍ଦରଗଡ଼/ହେମଗିର,୧୬ା୧୦(ଡି.ଏନ୍‌.ଏ.): କୋଇଲା ପରିବହନ ଭଡ଼ା ଓ ଲୋଡିଂ କ୍ଷେତ୍ରରେ ଛତିଶଗଡ଼ ରାୟଗଡ଼ ଅଞ୍ଚଳର କୋଇଲା ଟ୍ରକ୍‌ଗୁଡିକୁ ପାତରଅନ୍ତର କରାଯାଉଥିବା ଅଭିଯୋଗ କରାଯାଇଛି। ଏହି ପରିପ୍ରେକ୍ଷୀରେ ଛତିଶଗଡ଼…

ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ

ଜୟପୁର, ୧୬ା୧୦(ନି.ପ୍ର.): ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି। ଏ ନେଇ ସୂଚନା ପାଇ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ପାତ୍ରପୁଟ ସ୍ଥିତ ତାଙ୍କ ଘରକୁ ଯାଇ…

ରାଜପଥ ମରାମତି କଲେ ଯୁବଗୋଷ୍ଠୀ

ଭାପୁର,୧୬ା୧୦(ଡି.ଏନ.ଏ.): ଫତେଗଡ଼-କଣ୍ଟିଲୋ ୪୮ନଂ. ରାଜ୍ୟ ରାଜପଥର ଚାରିଛକ ନିକଟ ଝରଣା ପୋଖରୀ ନିକଟରେ ରାସ୍ତା ମଝିରେ ବଡ଼ ଗାତ ସୃଷ୍ଟି ହୋଇଥିଲା।  ଏହି ଗାତ ଯୋଗୁ ପ୍ରତିଦିନ…