ନାବାଳିକାଙ୍କୁ ଇନଷ୍ଟାଗ୍ରାମରେ ପ୍ରେମ, ବନ୍ଧାହେଲେ ଯୁବକ

ସୋର, ୧୧ା୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର ଥାନା ଅଞ୍ଚଳର ନାବାଳିକାଙ୍କୁ ଇନଷ୍ଟାଗ୍ରାମରେ ପ୍ରେମ କରି ଅପହରଣ ଅଭିଯୋଗରେ ଖୋର୍ଦ୍ଧା ଜିଲା ଆୟତପୁର ଗ୍ରାମର ଜଣେ ଯୁବକଙ୍କୁ ସୋର…

ସାମୁଦ୍ରିକ ଜୀବଙ୍କୁ ମଣିଷ ବିପଦ

ମଣ୍ଟ୍ରିଲ, ୧୧।୧୨: ସମୁଦ୍ରରେ ରହୁଥିବା ଜୀବଙ୍କ ପାଇଁ ଏବେ ଘାତକ ସାଜିଛି ମଣିଷ। ମନୁଷ୍ୟକୃତ ଅନେକ କାରଣ ସାମୁଦ୍ରିକ ପ୍ରାଣୀଙ୍କ ଜୀବନକୁ ପ୍ରଭାବିତ କରିଛି। ବେଆଇନ ମାଛଧରିବା,…

ଦିନ ୧୨ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସୁଖବିନ୍ଦର, ରାହୁଲ, ପ୍ରିୟଙ୍କା, ଖର୍ଗେ ରହିବେ ଉପସ୍ଥିତ!

ଶିମଲା,୧୧ ।୧୨: କଂଗ୍ରେସର ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ସୁଖବିନ୍ଦର ସିଂ ସୁଖୁ ରବିବାର ହିମାଚଳ ପ୍ରଦେଶର ୧୫ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ।…

୪ ବର୍ଷ ୟୁଜି ପାଠ୍ୟକ୍ରମ ପରେ ଅନର୍ସ ଡିଗ୍ରୀ

ଭୁବନେଶ୍ୱର, ୧୧।୧୨(ବ୍ୟୁରୋ): ଏଣିକି ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ୪ବର୍ଷ ପଢ଼ିବାକୁ ପଡ଼ିବ। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଚିଠା ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି। ନୂଆ…

ନିର୍ମାଣ ନିଗମକୁ ବୁଡ଼ାଇବେ ଅଧିକାରୀ

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ): ସରକାରୀ ସଂସ୍ଥା ଓଡ଼ିଶା ନିର୍ମାଣ ନିଗମ ଲିମିଟେଡ(ଓସିସିଏଲ୍‌) ଡୁବିବାକୁ ବସିଲାଣି। ଦାୟିତ୍ୱରେ ଥିବା ଅଧିକାରୀ, କର୍ମଚାରୀ ମିଳିମିଶି ନିଗମକୁ ତଳିତଳାନ୍ତ କରିବାରେ ଲାଗିଛନ୍ତି। କେତେଜଣ ଅଧିକାରୀଙ୍କ…

ଓଟିଟିରେ ରିଲିଜ୍ ହେବ ପରିଣିତି ଚୋପ୍ରାଙ୍କ ମୁଭି ‘କୋଡ ନେମ : ତ୍ରିରଙ୍ଗା’

ମୁମ୍ବାଇ: ବଲିଉଡ ତଥା ହଲିଉଡରେ ଖୁବ୍ ନାଁ କମେଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ କଜିନ ସିଷ୍ଟର ପରିଣିତି ଚୋପ୍ରା ଏବେ ବଲିଉଡର ଜଣେ ଆଗଧାଡିର ନାୟିକା ।…

ପୁଣିଥରେ ଗଣମାଧ୍ୟମକୁ ମାର୍ଜିତ କରିଛି ତାଲିବାନ, ନିଷେଧାଦେଶ ଜାରି

କାବୁଲ, ୧୧ ।୧୨: ଆଫଗାନିସ୍ତାନ ମିଡିଆ କର୍ମଚାରୀଙ୍କ ସପକ୍ଷରେ ରଣନୀତି ବାଣ୍ଟିବା ପରିବର୍ତ୍ତେ ଦେଶର ଗଣତନ୍ତ୍ରକୁ ପୁଣିଥରେ ଏଥିରୁ ବଞ୍ଚିତ କରିଛି । ଖାମା ପ୍ରେସ ତାଲିବାନ…

ନଅ ବର୍ଷ ପରେ ବୈଷ୍ଣୋଦେବୀ ମନ୍ଦିର ପହଞ୍ଚିଲେ ସବୁଠାରୁ ଅଧିକ ଭକ୍ତ, ପ୍ରତିଦିନ ଆସୁଛନ୍ତି ପ୍ରାୟ ୧୩ ହଜାର ଶ୍ରଦ୍ଧାଳୁ

ଜମ୍ମୁ,୧୧ ।୧୨: ତ୍ରିକୁଟା ପାହାଡ଼ରେ ଅବସ୍ଥିତ ବୈଷ୍ଣୋଦେବୀ ମନ୍ଦିରରେ ଚଳିତ ବର୍ଷ ଏବେ ପର୍ଯ୍ୟନ୍ତ ୮୭ ଲକ୍ଷ ଲୋକ ଦେବୀ ମଆଙ୍କ ଦର୍ଶନ କରି ସାରିଲେଣି ।…

ମହାକାଶରେ ବ୍ଲାକ ହୋଲ ସହ ପିଟି ହେଲେ ଅନେକ ତାରା, ଖୁବ ଜୋର୍ ବିସ୍ଫୋରଣ

ୱାଶିଂଟନ,୧୧ ।୧୨: ମହାକାଶରେ ବହୁ ସଂଖ୍ୟାରେ ତାରା ବ୍ଲାକ ହୋଲ ସହ ପିଟି ହେବାରୁ ଏକ ବଡ ବିସ୍ଫୋରଣ ହୋଇଛି । ଗାମା ରଶ୍ମୀର ଏହି ବିସ୍ଫୋରଣକୁ…

ମହିଳାଙ୍କୁ ଥରେ ସରୋଗେସି ପାଇଁ ଅନୁମତି, ନିର୍ଦ୍ଦେଶ ଜାରି କଲେ ସରକାର…

କୋଲକାତା,୧୦।୧୨ : ପଶ୍ଚିମବଙ୍ଗରେ ମହିଳାଙ୍କୁ ମାତ୍ର ଥରେ ସରୋଗେସି ପାଇଁ ଅନୁମତି ପ୍ରଦାନ କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଗଦଶିକା ଜାରି କରାଯାଇଛି। ଏହା ଦ୍ୱାରା…