ଦିନକରେ ୩ ଲକ୍ଷ କୋଟିର ନିବେଶ ହରାଇଲେ ନିବେଶକ

ନୂଆଦିଲ୍ଲୀ,୧୬।୧୨:ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ସାଙ୍ଗକୁ ଆମେରିକୀୟ ଫେଡେରାଲ ରିଜର୍ଭ ତା’ର ସୁଧ ହାରରେ ୦.୫୦% ବୃଦ୍ଧି କରିବା ଯୋଗୁ ଗୁରୁବାର ଭାରତୀୟ ଷ୍ଟକ୍‌ ବଜାରରେ ଏକ…

ମହାବଳ ଶିକାର, ଆଉ ଜଣେ ଗିରଫ

ବାରିପଦା ଅଫିସ/ଉଦଳା,୧୬ା୧୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ବନଖଣ୍ଡ ଅଧୀନ ବିସିପୁର ଅଞ୍ଚଳରେ ମହାବଳ ବାଘ ଚମଡ଼ା ବିକ୍ରି ଅଭିଯୋଗରେ ସ୍ବତନ୍ତ୍ର ଟାସ୍କ ଫୋର୍ସ ଟିମ୍‌ (ଏସ୍‌ଟିଏଫ୍‌) ଅନ୍ୟତମ…

ଉଡ଼ନ୍ତା ସାପ ଭଳି ରୋବୋ

ଓ୍ବାଶିଂଟନ୍‌,୧୬ା୧୨:ଆଧୁନିକ ଯୁଗରେ କଳକାରଖାନା ହେଉ ଅବା ରିସର୍ଚ୍ଚ ସେଣ୍ଟର ରୋବୋର ବ୍ୟବହାର ବିଭିନ୍ନ କ୍ଷେତ୍ରରେ ବଢ଼ିବାରେ ଲାଗିଛି। ରୋବୋ ସାହାଯ୍ୟରେ କମ୍‌ ସମୟରେ ଓ ଅତି ସହଜରେ…

ଚର୍ମବିଣ୍ଡି ରୋଗର ପ୍ରତିଷେଧକ ଟୀକା ଲାଗି ଟୀକାକରଣ ଦେୟ ଛାଡ଼

ଭୁବନେଶ୍ବର,୧୬ା୧୨(ବ୍ୟୁରୋ):ରାଜ୍ୟରେ ଗୋମହିଷାଦିଙ୍କୁ ଦିଆଯାଉଥିବା ଚର୍ମବିଣ୍ଡି ରୋଗର ପ୍ରତିଷେଧକ ଟୀକା ନିମନ୍ତେ ଦେୟ ଛାଡ଼ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଚର୍ମବିଣ୍ଡି ରୋଗର ଟୀକାକରଣ ଦେୟ ଛାଡ଼ କରାଯାଇ…

ଘରେ ରୋଷେଇ ବେଳେ ମହିଳାଙ୍କୁ ଗୁଳି

ଦେବଗଡ଼, ୧୬।୧୨ (ଡି.ଏନ୍‌.ଏ.):ଘରେ ରୋଷେଇ କରୁଥିବାବେଳେ ମହିଳାଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଏଥିରେ ମହିଳା ଜଣଙ୍କ ଗୁରୁତର ହୋଇଛନ୍ତି। ବୁଧବାର ରାତିରେ ଦେବଗଡ଼ ଜିଲା ବାରକୋଟ ଥାନା…

ପିଜିଟି ପଦବୀ ପୂରଣ ପାଇଁ ତ୍ୱରାନ୍ବିତ ହେଲା ପ୍ରକ୍ରିୟା

ଭୁବନେଶ୍ବର,୧୬ା୧୨(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷାମଭ ବିଭାଗ ତରଫରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଖାଲିଥିବା ସ୍ନାତକୋତ୍ତର (ପିଜିଟି) ପଦବୀଗୁଡ଼ିକ ପୂରଣ କରିବା ପାଇଁ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ବିତ କରାଯାଇଛି।…

କରୋନା ପରିଚାଳନାରେ ବିଫଳତା ହେତୁ ଚାଇନାରେ ପରିସ୍ଥିତି ବିସ୍ଫୋରକ: ଡବ୍ଲୁଏଚଓ

ବେଜିଂ,୧୬ ।୧୨: ଚାଇନାରେ ବ୍ୟାପୁଥିବା କରୋନା ମହାମାରୀକୁ ନେଇ ଏବେବି ସେଠାରେ ଆଶାନ୍ତ ପରିସ୍ଥିତି ଲାଗି ରହିଛି । ସରକାରଙ୍କ ଜିରୋ କୋଭିଡ ନୀତିକୁ ନେଇ ଏବେବି…

ରହସ୍ୟମୟ ଆଲୋକକୁ ନେଇ ଆତଙ୍କ

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ଓଡ଼ିଶା ଆକାଶରେ ଗୁରୁବାର ସନ୍ଧ୍ୟାରେ ରହସ୍ୟମୟ ଆଲୋକ ଦେଖିବାକୁ ମିଳିଥିଲା। ଭଦ୍ରକ, ବାଲେଶ୍ୱର, ପାରାଦୀପ ଏବଂ ପୁରୀ ଭଳି କେତେକ ସ୍ଥାନରେ ହଠାତ୍‌ ଆକାଶରୁ ଟର୍ଚ୍ଚ…

ଜିଲା ସଭାପତି ଗିରଫ, ସଂଖ୍ୟା ୩୨କୁ ବୃଦ୍ଧି

ସମ୍ବଲପୁର,୧୬ା୧୨(ବ୍ୟୁରୋ):ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଆନ୍ଦୋଳନ ସମୟରେ ସମ୍ବଲପୁର କୋର୍ଟ ପରିସରରେ ଭଙ୍ଗାରୁଜା, ବିଚାରପତିଙ୍କୁ କୋର୍ଟରୁ ବାହାର…

ଓଡ଼ିଆ ଯୁବତୀଙ୍କୁ ୪୯ଥର ଛୁରାମାଡ଼

ସୁରଟ,୧୬ା୧୨:ରାଜଧାନୀ ଦିଲ୍ଲୀର ମେହେରୁଆଲିରେ ଶ୍ରଦ୍ଧା ଓ୍ବାକରଙ୍କୁ ବୟଫ୍ରେଣ୍ଡ ଅଫ୍‌ତାବ ପୁନାଓ୍ବାଲା ହତ୍ୟା ପରେ ୩୫ଖଣ୍ଡ କରି ବିଭିନ୍ନ ସ୍ଥାନରେ ପକାଇବା ଘଟଣା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ…