ଅଧାପନ୍ତରିଆ ଛାତ୍ରାବାସ, ମୌଳିକ ସୁବିଧାରୁ ବଞ୍ଚିତ ଛାତ୍ର

ନୂଆଗଡ଼,୧୭ା୧୨: ସାତ ବର୍ଷ ପୁରିବାକୁ ଗଲାଣି ହେଲେ ସରିନି କାର୍ଯ୍ୟ। ଅସମ୍ପୂର୍ଣ୍ଣ ଅବସ୍ଥାରେ ଛାଡ଼ି ଚାଲି ଯାଇଛନ୍ତି ଠିକା ସଂସ୍ଥା। ଅଧପନ୍ତରିଆ ଭାବେ ପଡ଼ି ରହିଛି ଛାତ୍ରାବାସ।…

ସ୍କୁଲସ୍ତରରେ ଆରମ୍ଭ ହେବ ବିଜ୍ଞାନ ପ୍ରାକ୍ଟିକାଲ

ଭୁବନେଶ୍ୱର, ୧୭।୧୨(ବ୍ୟୁରୋ): ସ୍କୁଲ ସ୍ତରରେ ବିଜ୍ଞାନ ପ୍ରାକ୍ଟିକାଲ ଆରମ୍ଭ କରାଯିବ। ଯୁକ୍ତ୨ ବିଜ୍ଞାନରେ ପ୍ରାକ୍ଟିକାଲ ରହିଥିବାରୁ ଏଥିରେ ଓଡ଼ିଆ ମାଧ୍ୟମ ସ୍କୁଲରୁ ଆସିଥିବା ପିଲାଙ୍କ ପାଇଁ ସମସ୍ୟା…

କଟକ-ପାରାଦୀପ: ୮ ଟ୍ରେନ୍‌ ଡିସେମ୍ବର ୧୭ରୁ ୨୬ ବାତିଲ

ଭୁବନେଶ୍ୱର,୧୭ା୧୨(ବ୍ୟୁରୋ): ପାରାଦୀପ ରେଳ ଷ୍ଟେଶନରେ ନିରାପତ୍ତା ସମ୍ପର୍କିତ କାର୍ଯ୍ୟ ଯୋଗୁ କଟକ-ପାରାଦୀପ ରେଳଷ୍ଟେଶନରେ ଡିସେମ୍ବର ୧୭ରୁ ୨୬ ତାରିଖ ଯାଏ ୮ଟି ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି।…

ତହସିଲଦାର, ପୂର୍ବତନ ସରପଞ୍ଚଙ୍କ ନାଁରେ ମାମଲା

ଧାମନଗର,୧୬।୧୨(ସ୍ବ.ପ୍ର.): ଭଦ୍ରକ ଜିଲା ଧାମନଗର ତହସିଲଦାର କ୍ଷୀରୋଦ ଚନ୍ଦ୍ର ପଣ୍ଡା ଓ ଆନନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଶରତ ଚନ୍ଦ୍ର ମାଝିଙ୍କ ବିରୋଧରେ ଧାମନଗର ଥାନାରେ ମାମଲା…

ଅନୁଭବଙ୍କ ବରବେଶ ଫଟୋକୁ ନେଇ ଚର୍ଚ୍ଚା

ବାରିପଦା ଅଫିସ,୧୭ା୧୨: ଓଡ଼ିଆ ସିନେ ତାରକା ତଥା କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତିଙ୍କ ଏକ ବରବେଶ ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ…

ଚାଇନା ସହ ତିକ୍ତତା ମଧ୍ୟରେ ଆମେରିକା ଆରମ୍ଭ କଲା ‘ଚାଇନା ହାଉସ’

ୱାଶିଂଟନ,୧୭ ।୧୨: ଆମେରିକା ଓ ଚାଇନା ମଧ୍ୟରେ ବଢି ଚାଲିଥିବା ତିକ୍ତତା ମଧ୍ୟରେ ବାଇଡେନ ପ୍ରଶାସନ ଏହାର ବୈଦେଶିକ ବିଭାଗକୁ ଚାଇନା ସମ୍ବନ୍ଧୀୟ ନୀତିନିୟମକୁ ମଜଭୁତ କରିବାକୁ…

କିଭ୍‌ରେ ମିଶାଇଲ ବର୍ଷା

କିଭ୍‌,୧୭।୧୨: ରୁଷିଆ ପକ୍ଷରୁ ଶୁକ୍ରବାର କିଭ୍‌ ସମେତ ୪ ୟୁକ୍ରେନୀୟ ସହରରେ ୬୦ରୁ ଉର୍ଦ୍ଧ୍ୱ ମିଶାଇଲ ମାଡ଼ କରାଯାଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ…

ପାଚିକା ଚୟନରେ ଅନିୟମିତତା ଅଭିଯୋଗ

ରୂପସା, ୧୭।୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପସା ଥାନା ଗଡ଼ପଦା ପଞ୍ଚାୟତ ଅଧୀନ ଲଛମନଖୁଣ୍ଟା-୧ ଅଙ୍ଗନୱାଡ଼ି କେନ୍ଦ୍ରରେ ଶୁକ୍ରବାର ଉତ୍ତେଜନା ଦେଖାଦେଇଛି। ପାଚିକା ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ…

୧୪ ଓକିଲଙ୍କ ଜାମିନ ଆବେଦନ ଖାରଜ

ସମ୍ବଲପୁର,୧୭ା୧୨(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ସମ୍ବଲପୁରରେ ଚାଲିଥିବା ଆନ୍ଦୋଳନ ଗତ ୧୨ ତାରିଖରେ ଉଗ୍ର ରୂପ ନେଇ କୋର୍ଟ ଭିତରେ ତୁମୁଳକାଣ୍ଡ…

‘ଗୁଜରାଟ କଂସେଇ ଏବେ ପ୍ରଧାନମନ୍ତ୍ରୀ’

ନ୍ୟୁୟର୍କ/ନୂଆଦିଲ୍ଲୀ,୧୭।୧୨: ଅଲ୍‌-କାଏଦା ମୁଖ୍ୟ ଓସାମା ବିନ୍‌ ଲାଡେନ ମୃତ। କିନ୍ତୁ ଗୁଜରାଟର କଂସେଇ ଏବେ ବି ଜୀବିତ ଏବଂ ସେ ଭାରତର ପ୍ରଧାନମନ୍ତ୍ରୀ ବୋଲି ପାକିସ୍ତାନ ବହିର୍ବ୍ୟାପାର…