ଗଣତନ୍ତ୍ରକୁ ରକ୍ଷା କରନ୍ତୁ ସିଜେଆଇ

କୋଲକାତା,୩୧ା୧୦: ଦେଶରେ ସବୁ ଗଣତାନ୍ତ୍ରିକ ଶକ୍ତିକୁ ସମାଜର ଏକ ନିର୍ଦ୍ଦିଷ୍ଟ ବର୍ଗ କବ୍‌ଜା କରିରଖିଛି। ତେଣୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ୟୁ.ୟୁ. ଲଲିତ ସେମାନଙ୍କ କବଳରୁ…

୨୩୨ ପିଟିଶନର ଶୁଣାଣି ଆଜି

ନୂଆଦିଲ୍ଲୀ, ୩୧ା୧୦: କେନ୍ଦ୍ର ସରକାର ୨୦୧୯ରେ ଆଣିଥିବା ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଖଲ ୨୩୨ ଆବେଦନର ଶୁଣାଣି ସୋମବାର…

ଗୁଜରାଟରେ ନିର୍ମାଣ ହେବ ବାୟୁସେନାର ପରିବହନ ବିମାନ

ଭଦୋଦରା, ୩୧ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୁଜରାଟର ଭଦୋଦରାରେ ଏୟାରବସ୍‌, ଟାଟା କନର୍ସୋଟିୟମ ଅଫ୍‌ ଟାଟା ଆଡଭାନ୍ସଡ ସିଷ୍ଟମ ଲିଃ (ଟିଏଏସ୍‌ଏଲ୍‌) ଏବଂ ଟିଏଏସ୍‌ଏଲ୍‌ ନେତୃତ୍ୱରେ…

ରାହୁଲ ଗାନ୍ଧୀଙ୍କ ଭାବନା ସାଇବାବାଙ୍କ ସହ ସମାନ, ତାଙ୍କୁ ଆଶୀର୍ବାଦ ମିଳିବ: ରବର୍ଟ ଭଦ୍ରା

ଅହମଦନଗର,୩୧ ।୧୦: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମି ତଥା ବିଜନେସମ୍ୟାନ ରବର୍ଟ ଭଦ୍ରା ରବିବାର ଏକ ବଡ ବୟାନ ଦେଇଛନ୍ତି । ସେ କଂଗ୍ରେସ…

ଚନ୍ଦ୍ରଗ୍ରହଣ ନୀତି ନିର୍ଘଣ୍ଟକୁ ନେଇ ଦ୍ୱନ୍ଦ୍ୱ

ପୁରୀ ଅଫିସ, ୩୧ା୧୦: ଆସନ୍ତା ନଭେମ୍ବର ୮ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ସଂଘଟିତ ହେବାକୁ ଯାଉଛି। ତେବେ ଏହି ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିକୁ ନେଇ…

ବିବାଦରେ କାଡ୍‌ବରି ଚକୋଲେଟ୍‌

ନୂଆଦିଲ୍ଲୀ, ୩୧ା୧୦: ଲୋକପ୍ରିୟ କାଡବରି ଚକୋଲେଟ୍‌ ବିରୋଧରେ ସୋସିଆଲ ମିଡିଆରେ ବଏକଟ୍‌ ଟ୍ରେଣ୍ଡ ଆରମ୍ଭ ହୋଇଛି। ଏହି ଚକୋଲେଟ୍‌ରେ ଗୋମାଂସରୁ ବାହାରୁଥିବା ଜିଲେଟିନ୍‌ ବ୍ୟବହାର କରାଯାଉଥିବା ଅଭିଯୋଗ…

ପ୍ରତି ୩ରୁ ଗୋଟିଏ ଯୌନ ହିଂସା

ନୂଆଦିଲ୍ଲୀ, ୩୧ା୧୦: ଭାରତରେ ଶିଶୁ ବିରୋଧୀ ଅପରାଧ ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି। ୨୦୨୧ରେ କେବଳ ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନ…

ଓଡ଼ିଶାରେ ପ୍ରମୁଖ ବ୍ରିଜ୍‌ ଦୁର୍ଘଟଣା: ବମିଖାଲରୁ ବଲାଙ୍ଗୀର ଯାଏ

ଭୁବନେଶ୍ୱର,୩୧ା୧୦ (ବ୍ୟୁରୋ): ଭୁବନେଶ୍ୱରର ବମିଖାଲଠାରୁ ବଲାଙ୍ଗୀର ଯାଏ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଅନେକ ବ୍ରିଜ୍‌ ଭୁଶୁଡ଼ିବା ଘଟଣା ଦେଖିବାକୁ ମିଳିଛି। ସେଥିରେ କେତେକ ପୁରୁଣା ବ୍ରିଜ୍‌ ହୋଇଥିବାବେଳେ…

ଚାଇନା ଋଣ ଆପ୍‌ରେ ବଢ଼ୁଛି ଠକେଇ

ନୂଆଦିଲ୍ଲୀ,୩୧ା୧୦: ଚାଇନାର ଋଣ ଆପ୍‌ଗୁଡ଼ିକ ଜରିଆରେ ଭାରତରେ ଅନେକ ବଡ଼ ଧରଣର ଠକେଇ ସାମ୍ନାକୁ ଆସିଛି। ଏହି ଆପ୍‌ରେ ଋଣ ପ୍ରଦାନ ଆଳରେ ଲୋକଙ୍କୁ ହଇରାଣ, ବ୍ଲାକ୍‌ମେଲ…

ମୋରବି ଦୁର୍ଘଟଣାର ଯାଞ୍ଚ ପାଇଁ ଏସଆଇଟି ଟିମ ଗଠିତ, ନିଖୋଜ ଲୋକଙ୍କ ପାଇଁ ହେଲପ ଲାଇନ ନମ୍ବର ଜାରି

ମୋରବି,୩୧ ।୧୦: ଗୁଜରାଟର ମୋରବିରେ ମଚ୍ଛୁ ନଦୀ ଉପରେ ଥିବା ପୋଲ ଭୁଷୁଡିବା ଘଟଣାର ଯାଞ୍ଚ ପାଇଁ ଏସଆଇଟି ଟିମ ଗଠନ କରାଯାଇଛି । ଏହି ମାମଲାର…