ୟୁକ୍ରେନ୍‌ ପରି ତାଇଓ୍ବାନ ଉପରେ ଆକ୍ରମଣ ହେବା ଆଶଙ୍କା, ୧୭ ଚାଇନା ଯୁଦ୍ଧ ବିମାନ-୩ ଯୁଦ୍ଧ ପୋତ ସୀମାରେ…

ତାଇପେଇ,୧୯।୧୧ : ରୁଷିଆର ୟୁକ୍ରେନ ଉପରେ ଆକ୍ରମଣ ପରେ ଅନ୍ୟ ଏକ ଯୁଦ୍ଧର ବିପଦ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି। ତାଇୱାନ ଆଡ଼କୁ ନିଜର ଯୁଦ୍ଧ ବିମାନ…

ବୁର୍ଜ ଖଲିଫାରେ ‘ଭେଡିୟା’ ଟ୍ରେଲର

ମୁମ୍ବାଇ: ବରୁଣ ଧୱନ ଓ କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଭେଡିୟା’ ଏବେ ଖୁବ ଚର୍ଚ୍ଚାରେ । ଏବେ ଲଗାତାର ଏହି ଫିଲ୍ମକୁ ନେଇ କିଛି ନା…

ଜାତୀୟ ଚୟନ କମିଟି ବହିଷ୍କୃତ ହେବା ପରେ ଖୁସି ମନାଉଛନ୍ତି କୋହଲିଙ୍କ ପ୍ରଶଂସକ

ନୂଆଦିଲ୍ଲୀ,୧୯।୧୧: ଟି୨୦ ବିଶ୍ୱକପ୍‌ ସେମିଫାଇନାଲରେ ପରାଜିତ ହୋଇ ଫେରିବା ପରଠାରୁ ସମାଲୋଚିତ ହେଉଛି ଟିମ୍‌ ଇଣ୍ଡିଆ। ଏଭଳି ସ୍ଥିତିରେ ବିସିସିଆଇ ଶୁକ୍ରବାର ରାତିରେ ଚେତନ ଶର୍ମାଙ୍କ ନେତୃତ୍ୱାଧୀନ…

ଭଙ୍ଗାଯିବ ବ୍ରିଟିଶ ଅମଳର ରେଳ ବ୍ରିଜ୍‌, ଶନିବାର ରାତି ୧୧ଟା ଠାରୁ ୨୭ ଘଣ୍ଟିଆ ମେଗା ବ୍ଲକ୍‌…

ମୁମ୍ବାଇ,୧୯।୧୧ : ରେଳବାଇ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ (ସିଏସଏମଟି) ଏବଂ ମସଜିଦ ବନ୍ଦର ଷ୍ଟେଶନ ଲାଇନ ମଧ୍ୟରେ ବ୍ରିଟିଶ ଯୁଗର କାର୍ନାକ ବ୍ରିଜକୁ ଭାଙ୍ଗିବାକୁ…

ସେନା ମୁଖ୍ୟ ନିଯୁକ୍ତି ନେଇ ପାକିସ୍ତାନ ସରକାରରେ ମତଭେଦ

ଇସଲାମାବାଦ,୧୯ା୧୧: ପାକିସ୍ତାନ ସରକାରରେ ନୂତନ ସେନା ମୁଖ୍ୟ ନିଯୁକ୍ତିକୁ ନେଇ ମତଭେଦ ତୀବ୍ର ହୋଇଛି। ଶାସକ ମିଳିତ ମଞ୍ଚର ବରିଷ୍ଠ ଅଧିକାରୀମାନେ ଏହି ପ୍ରସଙ୍ଗରେ ବିରୋଧୀ ବିବୃତ୍ତି…

କିଏ ହେବ ଭାରତୀୟ ଟିମ୍‌ର ନୂତନ ମୁଖ୍ୟ ଚୟନକର୍ତ୍ତା? ସବୁଠୁ ଆଗରେ ଏହି ଭେଟେରାନ୍‌

ନୂଆଦିଲ୍ଲୀ,୧୯।୧୧: ବିସିସିଆଇ ଶୁକ୍ରବାର ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ୪ ଜଣିଆ ସଦସ୍ୟ ବିଶିଷ୍ଟ ସିନିୟର ସିଲେକ୍ସନ କମିଟିକୁ ବହିଷ୍କାର କରିଛି। ଭାରତୀୟ କ୍ରିକେଟ ଦଳ ଟି୨୦ ବିଶ୍ୱକପ୍‌…

ରବିବାର ନେପାଳରେ ନିର୍ବାଚନ, ବିରୋଧ କରୁଥିବା କମ୍ୟୁନିଷ୍ଟ ପାର୍ଟି ସଦସ୍ୟ ଗିରଫ…

କାଠମାଣ୍ଡୁ,୧୯।୧୧ : ନେପାଳରେ ରବିବାର ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ଶନିବାର ନେପାଳ କମ୍ୟୁନିଷ୍ଟ ପାର୍ଟି (କାନ୍ତିକାରୀ ମାଓବାଦୀ)ର ୬ଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି।…

ଏଲନ କେମିତି ହୋଇଥିଲେ ଟୁଇଟର ମାଲିକ ଜାଣନ୍ତି…

ଇଲେକ୍ଟ୍ରିକ କାର୍‌ ନିର୍ମାତା ଟେସ୍‌ଲାର ସିଇଓ ଏଲନ୍‌ ମସ୍କ ବର୍ତ୍ତମାନ ଟୁଇଟରର ମାଲିକ ହୋଇଛନ୍ତି। ଏଲନ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଭାବେ ଗଣା। ଯାହାଙ୍କ ସମ୍ପତ୍ତି…

ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଇରାନ ସୀମାରେ ଛାଡୁଛି ତୁର୍କୀ…

ଆଙ୍କରା,୧୯।୧୧ : ତୁର୍କୀ ନିୟମିତ ଭାବେ ହଜାର ହଜାର ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଇରାନ ସୀମାରେ ଛାଡୁଛି। ସେମାନଙ୍କୁ ଇରାନ ବାଟେ ଆଫଗାନିସ୍ତାନ ଫେରିବାକୁ ବାଧ୍ୟ କରାଯାଉଛି। ହ୍ୟୁମାନ…

ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ଫ୍ରାନ୍ସର ସମର୍ଥନ…

ଜେନେଭା,୧୯।୧୧ : ବ୍ରିଟେନ ପରେ ଫ୍ରାନ୍ସ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପ୍ରସଙ୍ଗ ମଧ୍ୟ ଉଠାଇଛି। ମିଳିତ ଜାତିସଂଘରେ ଫ୍ରାନ୍ସର ଡେପୁଟି ସ୍ଥାୟୀ…