ପୋଲିସ ହେପାଜତରେ ଅଭିଯୁକ୍ତ ମୃତ୍ୟୁ ଘଟଣା: ତଦନ୍ତ ପାଇଁ ଜିଲା ଜଜ୍‌ଙ୍କୁ ଚିଠି ଲେଖିଲେ ଏସ୍‌ପି

କେନ୍ଦୁଝର,୧ା୨(ସ୍ବ.ପ୍ର.): ପୋଲିସ ହେପାଜତରେ ଥିବା ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ କେନ୍ଦୁଝର ପୋଲିସ ଜିଲା ଜଜ୍‌ଙ୍କୁ ଚିଠି କରିଥିବା ଜଣାପଡ଼ିଛି। ମୃତ୍ୟୁ…

ସିରିଜ୍‌ କବ୍‌ଜା କଲା ଭାରତ

ଅହମ୍ମଦାବାଦ୍‌,୧।୨:ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ କବ୍‌ଜା କରିଛି ଟିମ୍‌ ଇଣ୍ଡିଆ। ଶେଷ ଟି-୨୦ ଭାରତ ୧୬୮ ରନ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ…

ପାକିସ୍ତାନ ଆତଙ୍କବାଦୀ ଅବଦୁଲ ରେହମାନ ମକ୍କିଙ୍କୁ ଜାତିସଂଘ ତାଲିକାଭୁକ୍ତ ଆତଙ୍କବାଦୀ ଘୋଷଣା କଲା ଭାରତ

ନୂଆଦିଲ୍ଲୀ,୧।୨: ପାକିସ୍ତାନ ଆତଙ୍କବାଦୀ ଅବଦୁଲ ରେହମାନ ମକ୍କିଙ୍କୁ ଜାତିସଂଘ ତାଲିକାଭୁକ୍ତ ଆତଙ୍କବାଦୀ ଭାବରେ ଘୋଷଣା କରିଛି ଭାରତ। ଅବଦୁଲ ରେହମାନ ମକ୍କି ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାର ଉପନେତା।…

ମୁହଁ ଲୁଚାଇଲେ ଅମୃତା, ସାଙ୍ଗରେ ଥିଲେ ଅଖତର

ମୁମ୍ବାଇ: କରୀନା କପୁର ଏବଂ ଅମୃତା ଆରୋରାଙ୍କ ବନ୍ଧୁତା ସମସ୍ତଙ୍କୁ ଜଣା। କରୀନା ତାଙ୍କର ଅନେକ ସାକ୍ଷାତକାରରେ କହିଛନ୍ତି ଯେ, ଅମ୍ମୁ (ଅମୃତା) ତାଙ୍କ ସହ କେତେ…

ମାତ୍ର ୧୭ ଦିନ ମଧ୍ୟରେ ଚତୁର୍ଥ ଅନ୍ତର୍ଜାତୀୟ ଶତକ ହାସଲ କଲେ ଗିଲ

ଅହମ୍ମଦାବାଦ୍‌,୧।୨: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି…

ଗିଲ୍‌ଙ୍କ ବିସ୍ଫୋରକ ଶତକ: ନ୍ୟୁଜିଲାଣ୍ଡକୁ ୨୩୫ ରନ୍‌ର ଟାର୍ଗେଟ୍‌

ଅହମ୍ମଦାବାଦ୍‌,୧।୨: ଭାରତ ଏବଂ ନ୍ୟୁଜିଲାଣ୍ଡ ଖେଳାଯାଉଥିବା ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍‌ରେ ଶୁଭମନ୍‌ ଗିଲ୍‌ଙ୍କ ବିସ୍ଫୋରକ ଶତକ ଆଧାରରେ ନ୍ୟୁଜିଲାଣ୍ଡକୁ ୨୩୫ ରନ୍‌ର ଟାର୍ଗେଟ୍‌ ଦେଇଛି…

‘ଆୟୁଷ୍ମାନ ଭାରତ’ ଯୋଜନାକୁ ନେଇ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବା ବନ୍ଦ କରନ୍ତୁ’

ଭୁବନେଶ୍ୱର,୧ା୨(ବ୍ୟୁରୋ): ୨୦୨୩-୨୪ରେ କେନ୍ଦ୍ର ସରକାର ଆଣିଥିବା ବଜେଟକୁ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର କିଛି କ୍ଷେତ୍ରରେ ଆଣିଥିବା…

ପାକିସ୍ତାନର ଅର୍ଥନୀତିର ଦୁର୍ବଳ ଚିତ୍ର ଉପସ୍ଥାପନ କଲା ଆଇଏମଏଫ୍‌

ଓ୍ବାଶିଂଟନ୍‌,୧।୨: ପଡୋଶୀ ଦେଶ ପାକିସ୍ତାନରେ ଅର୍ଥନୀତି ଦିନକୁ ଦିନ ଖରାପ ଆଡକୁ ଗତି କରୁଛି। ଏହାର ଅର୍ଥବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ତୁରନ୍ତ କୋଟି କୋଟି ଟଙ୍କା…

ମା’ଙ୍କ ବଜେଟ୍‌ ଉପସ୍ଥାପନ, ଗ୍ୟାଲେରିରେ ବସିଥିଲେ ଝିଅ

ନୂଆଦିଲ୍ଲୀ,୧ା୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବୁଧବାର ପୂର୍ବାହ୍ନରେ ପାର୍ଲାମେଣ୍ଟରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏହି ସମୟରେ ତାଙ୍କ ଝିଅ ଏବଂ…

୨୦୨୩ରେ ଚାଲିବ ହାଇଡ୍ରୋଜେନ୍‌ ଟ୍ରେନ୍‌: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଦେଶର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ରେଳ ବିଭାଗକୁ ୨.୪୦ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ୨୦୨୨ରେ…