ମାଣ୍ଡୁସ ବିପର୍ଯ୍ୟୟ, ୪ ମୃତ-୪୦୦ରୁ ଅଧିକ ଗଛ ଭାଙ୍ଗିଲା…

ଚେନ୍ନାଇ,୧୦।୧୨ : ଗତକାଲି ବିଳମ୍ବିତ ରାତିରେ ତାମିଲନାଡୁର ମାଲାପୁରମ ଉପକୂଳରେ ସାଇକ୍ଲୋନିକ ଝଡ ମାଣ୍ଡୁସ ଲ୍ୟାଣ୍ଡଫଲ କରିଥିଲା। ବିଳମ୍ବିତ ରାତିରୁ ରାଜ୍ୟ ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟମରୁ ପ୍ରବଳ…

ସନ୍ଧ୍ୟା ୫ଟାରେ ବିଧାୟକ ଦଳ ବୈଠକ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନାମରେ ଲାଗିପାରେ ମୋହର

ଶିମଲା,୧୦ ।୧୨: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ବହୁମତ ମିଳିବା ପରେ ଏବେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଟଣାଓଟରା ଜାରି ରହିଛି । ଶୁକ୍ରବାର ବସିଥିବା…

ଘରୋଇ ବିମାନ ବ୍ୟବହାର ଉପରେ କଟକଣା

ପ୍ୟାରିସ୍‌,୧୦ା୧୨: ସ୍ବଳ୍ପ ଦୂର ଯାତ୍ରା କରୁଥିବା ଘରୋଇ ବିମାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଫ୍ରାନ୍ସ ଅନୁମତି ପାଇଛି। ୟୁରୋପୀୟ କମିଶନ ଏକ ପଦକ୍ଷେପକୁ ଅନୁମୋଦନ କରିଛନ୍ତି। ଯାହାକି…

ଇମ୍ରାନ୍‌ଙ୍କୁ ଝଟ୍‌କା: ୬ ବର୍ଷ ପୁରୁଣା ମାନହାନି ମାମଲାର ଆବେଦନ ଖାରଜ …

ଇସଲାମାବାଦ,୧୦।୧୨ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବଡ଼ ଝଟ୍‌କା ଲାଗିଛି। ୬ ବର୍ଷ ତଳର ମାନହାନି ମାମଲାରେ ଲାହୋର ହାଇକୋର୍ଟ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)…

ବାଂଲାଦେଶରେ ବିଦ୍ରୋହ: ଶେଖ ହସିନାଙ୍କ ଇସ୍ତଫା ଦାବି କଲେ ଲୋକେ…

ଢାକା,୧୦।୧୨ : ଶନିବାର ସକାଳେ ବାଂଲାଦେଶରେ ସରକାରଙ୍କ ବିରୋଧରେ ପ୍ରଦର୍ଶନ ଆରମ୍ଭ ହୋଇଛି। ବିରୋଧୀ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନପି)ର ନେତୃତ୍ୱରେ ଡକାଯାଇଥିବା ରାଲିରେ ହଜାର ହଜାର ଲୋକ…

ସକ୍ରିୟ ମାମଲା କମିଲା…

ନୂଆଦିଲ୍ଲୀ, ୧୦।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫ ହଜାର ତଳେ…

ଇତିହାସ ରଚିଲେ ଇଶାନ

ନୂଆଦିଲ୍ଲୀ,୧୦।୧୨: ବାଲାଂଦେଶ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଇତିହାସ ରଚିଛନ୍ତି ଇଶାନ କିଶନ। ମ୍ୟାଚ୍‌ରେ ସେ ୧୩୧ ବଲ୍‌ରେ ୨୧୦ରନ୍‌ର ଇନିଂସ ଖେଳିଛନ୍ତି। ଏଥିରେ ୨୪ ଚୌକା…

ହ୍ୟାଙ୍ଗରରେ ଡ୍ରେସ୍‌ ଟାଙ୍ଗି ବିଶ୍ୱ ରେକର୍ଡ

ବିଶ୍ୱରେ ପ୍ରତିବର୍ଷ ଅନେକ ଲୋକ ଅନେକ କାର୍ଯ୍ୟ କରି ରେକର୍ଡ ସୃଷ୍ଟି କରୁଛନ୍ତି। ସେମାନେ କଠିନ ପରିଶ୍ରମ, ନିଷ୍ଠା ଯୋଗୁ ଏପରି ବିଶ୍ୱ ରେକର୍ଡ କରିବାରେ ସକ୍ଷମ…

ବାଜିଲା ମୋହର: ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ହେବେ ଭୂପେନ୍ଦ୍ର ପଟେଲ

ଅହମ୍ମଦାବାଦ,୧୦।୧୨: ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ହେବେ ଭୂପେନ୍ଦ୍ର ପଟେଲ। ଶନିବାର ବସିଥିବା ବିଧାୟକ ଦଳ ବୈଠକରେ ତାଙ୍କ ନାମ ସର୍ବସମ୍ମତିକ୍ରମେ ପାରିତ ହୋଇଛି। ଆସନ୍ତା ସୋମବାର ଦିନ…

ଆମପାଣି ଘାଟିରେ ପୁଣି ଓଲଟିଲା ଟ୍ରକ

କୋକସରା,୧୦।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଘାଟିରେ ପୁଣି ଏକ ଦୁର୍ଘଟଣା ଘଟିଛି। ଗତ ଗୁରୁବାର ଏକ ପେଟ୍ରୋଲ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଶୁକ୍ରବାର…