ପ୍ଲାଷ୍ଟିକ୍‌ କବ୍‌ଜାରେ ଓଡ଼ିଶାର କଶ୍ମୀର

ଦାରିଙ୍ଗବାଡ଼ି,୧୧ା୨(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଏକ ପର୍ଯ୍ୟଟନ କ୍ଷେତ୍ର ଭାବେ ଦେଶ ବିଦେଶରେ ପରିଚିତ। ସେପ୍ଟେମ୍ବରଠାରୁ ମାର୍ଚ୍ଚ ପର୍ଯ୍ୟନ୍ତ ଦାରିଙ୍ଗବାଡ଼ିର ଜଳବାୟୁ ଥଣ୍ଡା…

ନଓ୍ବାଜ ସରିଫ ପରିବାରରେ ଫାଟ, ସ୍ବାମୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ମରିୟମ…

ଇସଲାମାବାଦ,୧୧।୨ : ପାକିସ୍ତାନରେ ବଢୁଥିବା ରାଜନୈତିକ ବିବାଦ ବର୍ତ୍ତମାନ ନୱାଜ ସରିଫ ପରିବାର ମଧ୍ୟରେ ପହଞ୍ଚିଛି। ପରିସ୍ଥିତି ଏତେ ପରିମାଣରେ ପହଞ୍ଚିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ…

ସତ ହେଲା ଆକାଶ ଚୋପ୍ରାଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୧୧।୨: ଅଷ୍ଟ୍ରେଲିଆ ବିପକ୍ଷ ନାଗପୁର ଟେଷ୍ଟକୁ ୧୩୨ରନ୍‌ ବ୍ୟବଧାନରେ ଜିତି ନେଇଛି ଟିମ୍‌ ଇଣ୍ଡିଆ। ମାତ୍ର ୩ ଦିନରେ ସମାପ୍ତ ହୋଇଛି ପ୍ରଥମ ଟେଷ୍ଟ। ତେବେ ମ୍ୟାଚ୍‌କୁ…

ବଦଳୁ ବିଦେଶୀ ଆକ୍ରମଣକାରୀଙ୍କ ନାମରେ ନାମିତ ସହର,ରାସ୍ତା, କୋଠାର ନାମ: ସୁପ୍ରିମ୍‌କୋର୍ଟରେ ଜନସ୍ବାର୍ଥ ମାମଲା ଦାଖଲ …

ନୂଆଦିଲ୍ଲୀ,୧୧।୨ : ଦେଶରେ ବିଦେଶୀ ଆକ୍ରମଣକାରୀଙ୍କ ନାମରେ ସହର, ସଡ଼କ, କୋଠା ଏବଂ ଅନୁଷ୍ଠାନର ନାମ ପରିବର୍ତ୍ତନ କରିବାକୁ ଆୟୋଗ ଗଠନ ଦାବିରେ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ…

ରାଶିଫଳ: ରବିବାର, ଫେବୃୟାରୀ ୧୨ ତାରିଖ – Daily Horoscope

ମେଷ ସହକର୍ମୀଙ୍କ ଦ୍ୱାରା ଉପକୃତ ହୋଇଥିବା କାରଣରୁ ମିତ୍ରତା ସୃଷ୍ଟି ହୋଇପାରେ। ମନ ପ୍ରାୟତଃ ଏକ ପ୍ରକାର ଭଲ ରହିବ। ପରିବାରରେ ସହମତିରେ କାମ କରିବାର ପ୍ରେରଣା…

ନୋବେଲ ଶାନ୍ତି ପୁରସ୍କାର ପାଇଁ ଆଫଗାନିସ୍ତାନ ମହିଳା ମନୋନୀତ

କାବୁଲ,୧୧ା୨: ଆଫଗାନିସ୍ତାନରେ ମହିଳା ଅଧିକାର ପାଇଁ କାର୍ଯ୍ୟ କରୁଥିବା ମେହବୁବା ସିରାଜ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ତାଙ୍କୁ ଜେଲରେ ଥିବା ଇରାନର ମାନବାଧିକାର…

ଆଙ୍ଗୁଠିରେ କ୍ରିମ ଲଗାଇ ଫସିଲେ, ଜାଡେଜାଙ୍କ ଉପରେ ଜରିମାନା ଲଗାଇଲା ଆଇସିସି

ନାଗପୁର,୧୧।୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ହିରୋ ପାଲଟିଥିବା ରବିନ୍ଦ୍ର ଜାଡେଜାଙ୍କର ଅଡୁଆ ବଢ଼ିଛି। ତାଙ୍କ ଉପରେ ଆଇସିସି ଜରିମାନା ଲଗାଇଛି। ବିନା ଅନୁମତିରେ ଆଙ୍ଗୁଠିରେ ଯନ୍ତ୍ରଣା…

କମୁଛି ରାଜକୋଷ: ଚିନ୍ତାରେ ବାଇଡେନ ସରକାର…

ଓ୍ବାଶିଂଟନ,୧୧।୨ : ବଢୁଥିବା ରାଜକୋଷର ଆର୍ଥିକ ନିଅଣ୍ଟକୁ ମୁକାବିଲା କରିବା ପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରୁଛନ୍ତି। ସରକାରଙ୍କ ପାଇଁ…

ପ୍ରତିଶ୍ରୁତି ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧ା୨(ବ୍ୟୁରୋ): ବରଗଡ଼ ଜିଲା ପାଇକମାଳରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାବରେ ଉନ୍ନୀତ କରାଯାଇଛି। ପାଇକମାଳ ଅଞ୍ଚଳର ଜନସାଧାରଣଙ୍କ ବହୁ ଦିନର ଦାବି ଆଜି ପୂରଣ…

ଉପରାଜ୍ୟପାଳ ସମ୍ବିଧାନ ଅବା ସୁପ୍ରିମ୍‌କୋର୍ଟ କାହାକୁ ବି ମାନୁ ନାହାନ୍ତି: ସିସୋଡିଆ…

ନୂଆଦିଲ୍ଲୀ,୧୧।୨ : ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସାକ୍ସେନା ଶନିବାର ଦୁଇ ଜଣ ଆଦମୀ ପାର୍ଟି ସମର୍ଥିତ ଲୋକଙ୍କୁ ବିଦ୍ୟୁତ ବିତରଣ କମ୍ପାନୀ ବୋର୍ଡରୁ ହଟାଇ ଦେଇଛନ୍ତି। ଏହା…