ରେଖା ଗୁପ୍ତାଙ୍କୁ ଦିଲ୍ଲୀର ମେୟର ପ୍ରାର୍ଥୀ ଭାବେ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୨୭।୧୨: ଦିଲ୍ଲୀର ମେୟର ପ୍ରାର୍ଥୀ ଭାବେ ରେଖା ଗୁପ୍ତାଙ୍କ ନାମ ଭାଜପା ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି। ଆଜି ନାମାଙ୍କନପତ୍ର ଦାଖଲ କରିବାର ଶେଷ ଦିନ ଥିବା…

ସଂକ୍ରମଣରୁ ଦୂରେଇ ରହିବା ପାଇଁ ଚାଇନାରେ ପ୍ଲାଷ୍ଟିକ ଘେରରେ ବୁଲୁଛନ୍ତି ଲୋକେ, ଭିଡ଼ିଓ ଭାଇରାଲ…

ବେଜିଂ,୨୭।୧୨ : ଚାଇନାରେ କରୋନା ସଂକ୍ରମଣ ବୃଦ୍ଧି ହେତୁ ପରିସ୍ଥିତି ବିଗିଡି ଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏଠାରେ ସଂକ୍ରମିତ ଦୈନିକ ସଂଖ୍ୟା ପ୍ରାୟ ୧୦ ଲକ୍ଷ…

ହକି ବିଶ୍ୱକପ୍‌ ପ୍ରସ୍ତୁତି: ମୁତୟନ ହେବେ ୨୦ ପ୍ଲାଟୁନ ପୋଲିସ ଫୋର୍ସ

ଭୁବନେଶ୍ବର,୨୭।୧୨(ବ୍ୟୁରୋ): ଆସନ୍ତା ଜାନୁୟାରୀ ୧୩ରୁ ହକି ବିଶ୍ୱକପ୍‌ ଆରମ୍ଭ ହେବାକୁ ଥିବା ବେଳେ ମଙ୍ଗଳବାର ଭାରତୀୟ ହକି ଟିମ୍‌ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ତେବେ ହକି ବିଶ୍ୱକପ୍‌ ପାଇଁ…

ଓବିସି ସଂରକ୍ଷଣ ବିନା ହେଉ ଉତ୍ତରପ୍ରଦେଶ ପୌରପରିଷଦ ନିର୍ବାଚନ: ହାଇକୋର୍ଟ…

ଲକ୍ଷ୍ନୌ,୨୭।୧୨ : ଉତ୍ତରପ୍ରଦେଶ ପୌରପରିଷଦ ନିର୍ବାଚନ ସମ୍ପର୍କରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଏକ ବଡ ଫିଇସଲା ଦେଇଛନ୍ତି। ଅଦାଲତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପିନାରାଇ ବିଜୟନ…

ନୂଆଦିଲ୍ଲୀ,୨୭।୧୨ : କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ମଙ୍ଗଳବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଛନ୍ତି। ଏକ ସରକାରୀ ସୂତ୍ରରୁ ଏହି ସୂଚନା…

ଡେପୁଟି କଲେକ୍ଟରଙ୍କ ଲମ୍ବିଛି ସମ୍ପତ୍ତି ଲିଷ୍ଟ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଜଗତ୍‌ସିଂହପୁର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ ଚାଲିଛି। ଭୁବନେଶ୍ବର ଓ ବାଲେଶ୍ବରରେ ଜଗତ୍‌ସିଂହପୁର…

ସନ୍ଦେହ ଘେରରେ ଦୁଇ ରୁଷିଆ ପର୍ଯ୍ୟଟକଙ୍କ ମୃତ୍ୟୁ: ପୋଲିସର ତନାଘନା

ରାୟଗଡ଼ା,୨୭।୧୨(ସ୍ବ.ପ୍ର.): ରାୟଗଡ଼ା ସହରରେ ଥିବା ଏକ ହୋଟେଲ୍‌ରୁ ୨ ଜଣ ରୁଷ୍‌ ପର୍ଯ୍ୟଟକଙ୍କ ସନ୍ଦେହଜନକ ଭାବେ ମୃତଦେହ ଜବତ ହୋଇଥିଲା। ଏହି ଘଟଣାକୁ ନେଇ ସନ୍ଦେହ ବଢ଼ିବାରେ…

ଇମ୍ରାନଙ୍କୁ ଜବାବ ଦେଲେ ଶେହବାଜ…

ଇସଲାମାବାଦ,୨୭।୧୨ : ପାକିସ୍ତାନ ଖାଇବର ପାସ୍ତୁନଖ୍ବା ଏବଂ ବାଲୁଚିସ୍ତାନ ପ୍ରଦେଶରେ ଆତଙ୍କବାଦ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ଖାଇବର ଡେରା…

ବିଦେଶୀ ଯାତ୍ରୀଙ୍କୁ କ୍ୱାରାଣ୍ଟାଇନ କରିବ ନାହିଁ ଚାଇନା…

ବେଜିଂ,୨୭।୧୨ : ଚାଇନାରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏପରିକି କେତେକ ସହରରେ ବୈନିକ ୧୦ ଲକ୍ଷ ମାମଲା ଆସୁଛି। ବେଜିଂରେ ମଧ୍ୟ ଅବସ୍ଥା…

ପରିଦର୍ଶନ କଲେ ଆୟର୍ଲାଣ୍ଡ ପ୍ରଫେସର ଲେଡିଆ ଗୁଜି

ଭବାନୀପାଟଣା,୨୭।୧୨(ସ୍ବ.ପ୍ର.): ଭବାନୀପାଟଣା ପୁରୁଣା ସିନେମା ହଲ ଛକଠାରେ ସମଗ୍ର ଶିକ୍ଷା କଳାହାଣ୍ଡି ପକ୍ଷରୁ ନିର୍ମିତ ଜନଜାତି ସାଧନ କେନ୍ଦ୍ର ସୋମବାର ୟୁନିଭରସିଟି ଅଫ ଆୟର୍ଲାଣ୍ଡର ପ୍ରଫେସର ଲେଡିଆ…