ଜାନୁୟାରୀରେ ୟୁରୋପରେ ରେକର୍ଡ ଭଙ୍ଗା ତାତି: ଜଳବାୟୁ ପରିବର୍ତ୍ତନ ଅବା ୟୁକ୍ରେନ୍‌ ଯୁଦ୍ଧର ପ୍ରଭାବ ନେଇ ଚର୍ଚ୍ଚା…

ବର୍ଲିନ,୩।୧ : ୟୁରୋପରେ ଜାନୁୟାରୀର ପ୍ରବଳ ଥଣ୍ଡା ଶୀତ ଦିନେ ତାତି ରେକର୍ଡ ଭାଙ୍ଗିବାରେ ଲାଗିଛି। ଏହାକୁ ଜଳବାୟୁ ପରିବର୍ତ୍ତନ କିମ୍ବା ୟୁକ୍ରେନ ଯୁଦ୍ଧର ଉତ୍ତାପର ପ୍ରଭାବ…

ଚନ୍ଦ୍ର ଦଖଲ ପାଇଁ ଚାଇନାର ଷଡ଼ଯନ୍ତ୍ର: ଚିନ୍ତାରେ ନାସା…

ଓ୍ବାଶିଂଟନ,୩।୧ : ପୃଥିବୀର ସମସ୍ତ ଦେଶ ମଧ୍ୟରେ ଚନ୍ଦ୍ର ପୃଷ୍ଠରେ ମାନବ ବସତି ସ୍ଥାପନ ପାଇଁ ଏହି ଦୌଡ଼ ଚାଲିଛି। ତେବେ ଆମେରିକା ଏବଂ ଚାଇନା ଏହି…

ହୋଟେଲ୍‌ ଛାତରୁ ପଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ ଅଫିସ,୩।୧: ହୋଟେଲ ଛାତରୁ ପଡି ପର୍ଯ୍ୟଟକଙ୍କ ମୃତ୍ୟୁ ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଚକ୍ରତୀର୍ଥ ରୋଡସ୍ଥିତ ନୀଳାଚଳ ହୋଟେଲ ତିନି ମହଲା ଛାତରେ। ପର୍ଯ୍ୟଟକ…

ଏଜୁକେଶନ କମିଶନ ଗଠନ କରିବେ ଯୋଗୀ ଆଦିତ୍ୟନାଥ ସରକାର

ଲକ୍ଷ୍ନୌ,୩ ।୧: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ସ୍ଥିର କରିଛନ୍ତି କି ରାଜ୍ୟରେ ଶିକ୍ଷା ଆୟୋଗ ବା ଏଜୁକେଶନ କମିଶନ କଠନ କରାଯିବ ।…

ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଲା ଚାଇନା…

ବେଜିଂ,୩।୧ : ଆମେରିକା-ଭାରତ ସମେତ ଅନେକ ଦେଶର କାର୍ଯ୍ୟକଳାପରେ ଚାଇନା ଉତ୍ତେଜିତ ହୋଇ ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଇଛି। ଗତ ମାସରେ ଜିରୋ କୋଭିଡ…

ଚାଇନା ଶାନ୍ତି ଚୁକ୍ତିନାମା ଉଲ୍ଲଂଘନ କରିଛି-ପାକିସ୍ତାନରେ ଚାଲିଛି ଆତଙ୍କବାଦୀ ଶିବିର: ଜୟଶଙ୍କର…

ନୂଆଦିଲ୍ଲୀ/ଭିଏନା,୩।୧ : ଅଷ୍ଟ୍ରିଆ ଗସ୍ତରେ ଥିବା ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ସିଧାସଳଖ ଚାଇନ ଏବଂ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି। ଉଭୟ ଦେଶ ଉଦ୍ଦେଶ୍ୟସେ କହିଛନ୍ତି ଯେ…

ଜିଲାପାଳଙ୍କ ପ୍ରତିଶ୍ରୁତି ପରେ ସ୍ବଭାବିକ୍‌ ହେଲା ଲିଙ୍ଗରାଜଙ୍କ ନୀତିକାନ୍ତି

ଭୁବନେଶ୍ୱର,୩।୧(ବ୍ୟୁରୋ): ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ମଙ୍ଗଳବାର ସ୍ବଭାବିକ୍‌ ହୋଇଛି। ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ବୈଠକରେ ଆଲୋଚନା ପରେ ସେବାୟତ ନୀତିକାନ୍ତି ଆରମ୍ଭ କରିଛନ୍ତି। ବିଭିନ୍ନ…

ଆଇଆଇଟି କ୍ୟାମ୍ପସରେ ଅଜଗର

ଭୁବନେଶ୍ୱର,୩।୧(ବ୍ୟୁରୋ): ଜଟଣୀସ୍ଥିତ ଆଇଆଇଟି କ୍ୟାମ୍ପସରୁ ମଙ୍ଗଳବାର ଏକ ଅଜଗର ସାପକୁ ଉଦ୍ଧାର କରାଯାଇଛି। ଆଇଆଇଟି ସିକ୍ୟୁରିଟି ମ୍ୟାନେଜର ନିତ୍ୟାନନ୍ଦ ପ୍ରଧାନଙ୍କ କହିବା ମୁତାବକ ମଙ୍ଗଳବାର ସକାଳେ ସିକ୍ୟୁରିଟି…

ଟ୍ୟୁଶନରୁ ଫେରୁ ଥିବା ବେଳେ ଛାତ୍ରୀଙ୍କୁ ଅସଦାଚରଣ: ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୩।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପୋଲିସ ଦିଗପହଣ୍ଡି ପନ୍ଦରା ସାହିର ରାମକୃଷ୍ଣ ପଣ୍ଡା ଓରଫ ଲୁଲୁଙ୍କୁ ଗିରଫ କରି…

‘ଏଣିକି ରାସ୍ତାରେ ହେବ ନାହିଁ ସଭା, ରାଲି’

ହାଇଦ୍ରାବାଦ୍‌,୩।୧: ଆନ୍ଧ୍ରପ୍ରଦେଶରେ ଏଣିକି ରାସ୍ତାରେ ଆଉ ସାଧାରଣ ସଭା ଓ ରାଲି ଅନୁଷ୍ଠିତ ହେବ ନାହିଁ। ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି…