ଟେଲିଭିଜନ ଚ୍ୟାନେଲକୁ ସରକାରଙ୍କ ପରାମର୍ଶ: ରକ୍ତ, ଶାରୀରିକ ଆକ୍ରମଣ ସହ ଜଡିତ ଫୁଟେଜ କିମ୍ବା ଫଟୋ ଦେଖାଇବା ବନ୍ଦ କରାଯାଉ

ନୂଆଦିଲ୍ଲୀ,୯ ।୧: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଅଥାତ୍ ୯ ଜାନୁୟାରୀରେ ସମସ୍ତ ଟେଲିଭିଜନ ଚ୍ୟାନେଲ ପାଇଁ ଏକ ଗାଇଡଲାଇନ ଜାରି କରିଛନ୍ତି ।…

ମହାକାଳଙ୍କୁ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

ଭୋପାଲ,୯।୧: ମଧ୍ୟପ୍ରଦେଶର ଇନ୍ଦୋରରେ ଆୟୋଜିତ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବାକୁ ଆସିଥିବା କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସୋମବାର ଉଜୈନ ମହାକଳେଶ୍ୱର ମନ୍ଦିରରେ ପହଞ୍ଚି ବାବା ମହାକାଳଙ୍କୁ…

ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ପୂର୍ବତନ ସେନା ମୁଖ୍ୟ, ଭାଜପା ଉଠାଇଲା ପ୍ରଶ୍ନ, କଂଗ୍ରେସ କହିଲା ବାହାଦୂର ଯବାନଙ୍କୁ କରାଯାଉଛି ବଦନାମ

ନୂଆଦିଲ୍ଲୀ,୯ ।୧: କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଥିବା ପୂର୍ବତନ ସେନା ମୁଖ୍ୟ ଜେନରାଲ ଦୀପକ କପୁରଙ୍କୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ସମାଲୋଚନା କରିଛି…

ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ଟିକାୟତ

ଚଣ୍ଡିଗଡ,୯।୧: ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ହରିୟାଣାର ଶାହାବାଦରେ ପହଞ୍ଚିଛି। ଏହି ସମୟରେ ଚାଷୀ ନେତା ରାକେଶ ଟିକାୟତ ଭାରତ ଯୋଡୋ…

ଗୋହିରା ଡ୍ୟାମ୍‌ରେ ଓଲଟିଲା ଡଙ୍ଗା: ମାଛ ବେପାରୀ ନିଖୋଜ

ଦେବଗଡ଼,୯।୧(ଡି.ଏନ୍‌.ଏ.): ଗୋହିରା ଡ୍ୟାମ୍‌ରେ ଏକ ଡଙ୍ଗା ଓଲଟି ଜଣେ ମାଛ ବେପାରୀ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ସେ ହେଲେ ବରଘାଟ ଗ୍ରାମର ନୀଳାମ୍ବର ସିଂ। ମିଳିଥିବା ସୂଚନା…

ରାଶିଫଳ: ମଙ୍ଗଳବାର, ଜାନୁୟାରୀ ୧୦ ତାରିଖ – Daily Horoscope

ମେଷ ଆଜି ସ୍ବଗୃହୀ କେନ୍ଦ୍ରସ୍ଥ ଚନ୍ଦ୍ର ଯୋଗୁ ନିକଟ ସମ୍ପର୍କୀୟ ମାନଙ୍କ ସହଯୋଗରେ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଟେନ୍‌ସନ ଲାଗି ରହିଲେ…

ଅଟୋ-ଟାଟାଏସିଇ ମୁହାଁମୁହିଁ: ୩ ମୃତ, ୫ ଗୁରୁତର

ବାରିପଦା ଅଫିସ,୯।୧: ମୟୂରଭଞ୍ଜ ଜିଲା ବାରିପଦା ସହର ଉପକଣ୍ଠ ଦେଉଳି ରାସ୍ତାର ବାଙ୍କିଶୋଳ ପାଖରେ ସୋମବାର ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ…

ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟାକଲା ସ୍ବାମୀ

ପୁରୁଷୋତ୍ତମପୁର,୯।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ଧୋବାପଲ୍ଲୀ ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଯୌତୁକ ଲୋଭୀ ସ୍ବାମୀ ସ୍ତ୍ରୀଙ୍କ ତଣ୍ଟିଚିପି ହତ୍ୟା କରିଥିବା…

ଚାକରାଣୀଙ୍କୁ ନିର୍ଯାତନା ଦେଇ ଭାରତୀୟ ମୂଳ ମହିଳାଙ୍କୁ ୧୪ ବର୍ଷ ଜେଲ୍‌

ସିଙ୍ଗାପୁର,୯ା୧: ସିଙ୍ଗାପୁରର ଜଣେ ୬୪ ବର୍ଷୀୟା ଭାରତୀୟ ମୂଳ ମହିଳା ନିଜ ଚାକରାଣୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ସୋମବାର ୧୪ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ତାଙ୍କ…

ପୁରୁଷ ବିଶ୍ୱ ହକିକପ୍‌କୁ ଭଦ୍ରକରେ ସ୍ବାଗତ

ଭଦ୍ରକ ଅଫିସ,୯ା୧: ପୁରୁଷ ବିଶ୍ୱ ହକିକପ୍‌ ସୋମବାର ଭଦ୍ରକ ଜିଲା ପରିକ୍ରମା ଅବସରରେ ଜିଲା ପ୍ରଶାସନ ଓ ଜନପ୍ରତିନିଧିଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଛି। ସକାଳେ ବାସୁଦେବପୁର…