କାମାକ୍ଷାନଗରରେ ଜିଲାର ପ୍ରଥମ ମାଣ୍ଡିଆ ମଣ୍ଡି

ଢେଙ୍କାନାଳ ଅଫିସ/କାମାକ୍ଷାନଗର (ଡି.ଏନ୍‌.ଏ.)୩।୩: ଢେଙ୍କାନାଳ ଜିଲା କାମାକ୍ଷାନଗର ପ୍ରାଥମିକ କୃଷି ସେବା ସମବାୟ ସମିତି ପରିସରରେ ଜିଲାର ପ୍ରଥମ ମାଣ୍ଡିଆ ମଣ୍ଡି ଗୁରୁବାରଠାରୁ ଆରମ୍ଭ ହୋଇଛି। ମୁଖ୍ୟ…

ସୁରକ୍ଷା ମିଳିଲେ ସମୃଦ୍ଧ ହେବେ

ଢେଙ୍କାନାଳ ଅଫିସ,୩।୩(ରତନ ନାୟାର): ଜୈବ ବିବିଧତାରେ ଭରପୂର ଢେଙ୍କାନାଳ ବନଖଣ୍ଡକୁ ସମୃଦ୍ଧ କରିଛନ୍ତି ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ। ହାତୀ, ହରିଣ, ଶମ୍ବର, ବାର୍‌ହା, କୁଟୁରା, ଗୟଳ, କଲରାପତରିଆ,…

ଏହି ଦିନ ରିଲିଜ ହେବ ‘ବ୍ରହ୍ମାସ୍ତ୍ର: ପାର୍ଟ ୨’

ମୁମ୍ବାଇ: ନିର୍ଦ୍ଦେଶକ ଆର୍ୟନ ମୁଖାର୍ଜୀଙ୍କ ସୁପରହିଟ୍‌ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଗତ ବର୍ଷ ସେପ୍ଟେମ୍ବରରେ ମୁକ୍ତିଲାଭ କରିଥିଲା। ଯାହା ବକ୍ସ ଅଫିସରେ ରେକର୍ଡ ସଂଖ୍ୟକ ଆୟ କରିଥିଲା। ଦର୍ଶକଙ୍କ…

ଏମ୍‌ଏନ୍‌ଏସ୍‌ ନେତାଙ୍କ ଉପରେ ଆକ୍ରମଣ

ମୁମ୍ବାଇ,୩।୩: ମହାରାଷ୍ଟ୍ର ନବନିର୍ମାଶ ସେନା (ଏମ୍‌ଏନ୍‌ଏସ୍‌) ନେତା ତଥା ପୂର୍ବତନ କାଉନସିଲର ସନ୍ଦୀପ ଦେଶପାଣ୍ଡେଙ୍କୁ ଶୁକ୍ରବାର ସକାଳେ ଏଠାରେ ସାଂଘାତିକ ଆକ୍ରମଣ କରାଯାଇଥିଲା। ତାଙ୍କୁ ଚାରି ଜଣ…

ଟ୍ରମ୍ପଙ୍କ ବିରୋଧରେ ମାମଲା ରୁଜୁ କରିବ ପୋଲିସ

ଓ୍ବାଶିଂଟନ,୩ା୩: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆମେରିକାର ସଂସଦ (କ୍ୟାପିଟାଲ ହିଲ୍‌) ଦଙ୍ଗା ମାମଲାରେ ଅସୁବିଧା ବଢ଼ିପାରେ। ଆମେରିକା ସଂସଦରେ ଟ୍ରମ୍ପଙ୍କ ସମର୍ଥକଙ୍କ ଆକ୍ରମଣରେ…

କୋରାପୁଟରେ ମୃଦୁ ଭୂକମ୍ପ

କୋରାପୁଟ,୩ା୩(ସ୍ବ.ପ୍ର.): କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଶୁକ୍ରବାର ମୃଦୁ ଭୂକମ୍ପ ହୋଇଥିବା ଜଣାଯାଇଛି। ଆଜି ଭୋର୍‌ ୫ଟା ୫ରେ ଏହି ଭୂକମ୍ପ ହୋଇଥିବାବେଳେ ରିକ୍ଟର ସ୍କେଲ୍‌ରେ ଏହାର…

ଉତ୍ତର ଘୁମୁସର ବନଖଣ୍ଡ ଜଳୁଛି

ଭଞ୍ଜନଗର,୩ା୩(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଦୁର୍ଗାପ୍ରସାଦ ଏବଂ ମୁଜାଗଡ ସେକ୍ସନର ଏକାଧିକ ଜଙ୍ଗଲରେ ଗୁରୁବାର ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଦୁର୍ଗାପ୍ରସାଦ ଅଞ୍ଚଳ…

ଦେବକୁଣ୍ଡ, ଭୀମକୁଣ୍ଡର ବିକାଶ ଲାଗି ସମୀକ୍ଷା

ବାରିପଦା ଅଫିସ/ଉଦଳା/ଠାକୁରମୁଣ୍ଡା/ରାଇରଙ୍ଗପୁର,୩ା୩(ଡି.ଏନ.ଏ.): ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ୨ ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିଛନ୍ତି। ଗୁରୁବାର ହେଲିକେପ୍ଟର ଯୋଗେ ଉଦଳା ଉପଖଣ୍ଡ ଦେବକୁଣ୍ଡରେ ପହଞ୍ଚତ୍ ମା’…

ପୁଣି ଦେଶକୁ ଗର୍ବିତ କଲେ ଦୀପିକା

ମୁମ୍ବାଇ: ବଲିଉଡ ନାୟିକା ଦୀପିକା ପାଦୁକୋନ ଗୋଟିଏ ପରେ ଗୋଟିଏ ହିଟ୍ ମୁଭି ଦେଇ ଦର୍ଶକଙ୍କ ମନ କିଣିଥିବା ବେଳେ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ବି ଦେଶକୁ ପ୍ରାଉଡ…

ବଡ଼ ସଡ଼କ ଦୁର୍ଘଟଣା: ୮, ମୃତ ୭୦ ଆହତ

ଅମ୍ବାଲା,୩।୩: ଅମ୍ବାଲାର ଜାତୀୟ ରାଜପଥ ୩୪୪ ଚଣ୍ଡିଗଡ଼ ଯମୁନାନଗରରେ ଅବସ୍ଥିତ କକଡ ମଜ୍‌ରା ଗ୍ରାମ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର…