ଭାବପ୍ରବଣ ଭିଡିଓ ଶେୟାର କଲେ ରିଷଭ ପନ୍ତ

ନୂଆଦିଲ୍ଲୀ,୧୫।୩: କାର ଦୁର୍ଘଟଣା ପରେ ଭାରତର ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରରେ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟରେ ନିରନ୍ତର ଉନ୍ନତି ଆସୁଛି। ପନ୍ତ…

ଧୋନୀଙ୍କ ନୂଆ ଅବତାର

ଚେନ୍ନାଇ,୧୫।୩: ଆଇପିଏଲର ୧୬ତମ ସିଜନ ୩୧ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି। ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟାନ୍ସ ଏବଂ ଚାରିଥର ଟାଇଟଲ ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ…

ଏଲନ ମସ୍କଙ୍କୁ ଟୁଇଟ୍‌ ଯୋଗେ ସହାୟତା ମାଗିଲେ ଅଶ୍ୱିନ

ନୂଆଦିଲ୍ଲୀ,୧୫।୩: ନିକଟରେ ଶେଷ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫିର ହିରୋ ଥିବା ଆର ଅଶ୍ୱିନଙ୍କୁ ଟୁଇଟର୍‌ରେ କିଛିଟା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ଟୁଇଟରରେ ଅଶ୍ୱିନ ବହୁତ ସକ୍ରିୟ…

କୋଦଳାରେ ଡ୍ରାଇଭର ସଂଘର ବନ୍ଦ ପାଳନ, ଗଡ଼ିଲାନି ଯାତ୍ରୀବାହୀ ବସ୍‌

ବେଗୁନିଆପଡ଼ା,୧୫।୩(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ପରେ ଓ ଡ୍ରାଇଭର ମହାସଂଘର ନିଷ୍ପତ୍ତି କ୍ରମେ ୧୦ଦଫା ଦାବି ନେଇ ବୁଧବାରଠାରୁ ଅନିର୍ଦ୍ଧିଷ୍ଟ କାଳପାଇଁ ଷ୍ଟିଅରିଂ ଛାଡ଼…

ଉପରକୁ ଉଠିଲେ କୋହଲି

ନୂଆଦିଲ୍ଲୀ,୧୫।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିବା ଖେଳାଳିମାନେ ମଧ୍ୟ ଆଇସିସି ର଼୍ୟାଙ୍କିଙ୍ଗ୍‌ରେ ଉପକୃତ ହୋଇଛନ୍ତି। ଭାରତର ଭେଟେରାନ ଅଫ…

ଡ୍ରାଇଭର ମହାସଂଘ ଖଲ୍ଲିକୋଟ ଶାଖା ପକ୍ଷରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ

ଖଲ୍ଲିକୋଟ,୧୫।୩(ଡି.ଏନ୍‌.ଏ.): ଓଡ଼ିଶା ଡ୍ରାଇଭର ମହାସଂଘ ଖଲ୍ଲିକୋଟ ଶାଖା ପକ୍ଷରୁ ଗୁରାପଲି ଟୋଲ୍‌ଗେଟ୍‌ ନିକଟ ଖଲ୍ଲିକୋଟ ଡ୍ରାଇଭର ସଙ୍ଘ କାର୍ଯ୍ୟାଳୟ ସମ୍ମୁଖରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ହୋଇଛି। ଖଲ୍ଲିକୋଟ…

ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟ୍‌କା

ମୁମ୍ବାଇ,୧୫।୩: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ଠାକରେଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଦୀପକ ସାୱନ୍ତ ଖୁବ ଶୀଘ୍ର…

ଇମ୍ରାନଙ୍କୁ ଆଶ୍ୱସ୍ତି

ଲାହୋର,୧୫।୩: ଲାହୋରରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ ହାଇକୋର୍ଟରୁ ଇମ୍ରାନଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଶନି ସହ ବୁଧଙ୍କ ସଂଯୋଗ କାରଣରୁ ଅଟକିଥିବା କାମ ସକାଶେ ଶାନ୍ତି ବ୍ୟାହତ ହେବ। ବ୍ୟବସାୟ, ପରିବହନ, କଳା, କ୍ରୀଡ଼ା ପାଇଁ ଚାପ ବଢିପାରେ। ନିକଟ…

୨ ସରକାରୀ ବସ୍‌କୁ ଅଟକ ରଖିଲେ ଡ୍ରାଇଭର ସଂଘ: ଯାତ୍ରୀ ହଇରାଣ

ପାଟଣା,୧୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡ୍ରାଇଭର ସଂଘ ତରଫରୁ ବୁଧବାର ବନ୍ଦ ଡାକରା ଦିଆଯାଇଛି। ଡ୍ରାଇଭର ମହାସଂଘ ଡାକରାରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି।…