ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମକୁ ଅଣଦେଖା: ଲୋକେ ଅସନ୍ତୁଷ୍ଟ

ପଟ୍ଟାଙ୍ଗି,୨୬।୧(ଡି.ଏନ୍‌.ଏ.): ଗଣତନ୍ତ୍ର ଦିବସରେ ସାଧାରଣ ସ୍ଥଳରେ ହେଉଥିବା ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମକୁ ଅଣଦେଖା। ଏଭଳି ଘଟଣା ଘଟିଛି କୋରାପୁଟ ଜିଲା ପଟାଙ୍ଗି ବ୍ଲକ ସଦର ମହକୁମାସ୍ଥିତ…

ଜାତୀୟ ପତାକାକୁ ଅସମ୍ମାନ, ଅପରାହ୍ନ ଯାଏ ତଳେ…

ମାଲକାନଗିରି,୨୬।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପାଙ୍ଗାମ ସରକାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ପତାକାକୁ ଅସମ୍ମାନ କରାଯାଇଛି । ସ୍କୁଲରେ ଜାତୀୟ ପତାକା ଉତ୍ତୋଳନ ପରେ ପତାକାଟି ତଳକୁ…

ଲଞ୍ଚ ହେଲା ଭାରତର ପ୍ରଥମ ନାଜାଲ ଭାକ୍ସିନ: ଜାଣନ୍ତୁ କେତେ ରହିଛି ଏହାର ଦାମ୍‌

ନୂଆଦିଲ୍ଲୀ,୨୬।୧: କରୋନା ସହ ମୁକାବିଲା ପାଇଁ ଭାରତ ଆଉ ଗୋଟିଏ ପାଦ ଆଗକୁ ବଢ଼େଇଛି। ଜାନୁଆରୀ ୨୬ ଅର୍ଥାତ୍‌ ସାଧାରଣତନ୍ତ୍ର ଦିବସ ଅବସରରେ ଭାରତରେ ତିଆରି ହୋଇଥିବା…

ଏସ୍‌ସିଓ ବୈଠକରେ ସାମିଲ ହେବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବ ଭାରତ

ନୂଆଦିଲ୍ଲୀ,୨୬।୧: ଚଳିତ ବର୍ଷ ମେ’ରେ ହେବାକୁ ଥିବା ସାଂଘାଇ କୋପରେଶନ ଅର୍ଗାନାଇଜେଶନ(ଏସ୍‌ସିଓ)ରେ ସାମିଲ ହେବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ନିମନ୍ତ୍ରଣ କରିବ ଭାରତ। ଦିନକ ପୂର୍ବରୁ…

୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭାରତୀୟ ଯବାନ ପାକିସ୍ତାନ ରେଞ୍ଜର୍ସଙ୍କୁ ଦେଲେ ମିଠା

ଅମୃତଶର,୨୬।୧: ପଞ୍ଜାବର ଅମୃତସରରେ ଅଟାରୀ-ୱାଘା ସୀମାରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ଏହି ଅବସରରେ ସୀମାରେ ଦେଶଭକ୍ତିର ବାତାବରଣ ସୃଷ୍ଟି ହୋଇଥିବା ବେଳେ ସୀମା ସୁରକ୍ଷାବାହିନୀ…

‘ପଠାନ୍‌’ ପାଇଁ ଷ୍ଟାର୍‌କାଷ୍ଟ୍‌ ନେଇଛନ୍ତି ମୋଟା ଅଙ୍କର ଟଙ୍କା

ମୁମ୍ବାଇ: ୟଶ ରାଜ ବ୍ୟାନରରେ ନିର୍ମିତ ଫିଲ୍ମ ‘ପଠାନ୍‌’ ବହୁ ବିବାଦ ପରେ ବୁଧବାର ମୁକ୍ତିଲାଭ କରିଛି। ଯାହା ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରିଛି। ଫିଲ୍ମଟି…

ସ୍ବାଭିମାନ ଅଞ୍ଚଳରେ ଗଣତନ୍ତ୍ର ଦିବସ ପାଳନ କଲେ ପୋଲିସ ଉଚ୍ଚ ପଦାଧିକାରୀ

ମାଲକାନଗିରି,୨୬।୧(ଡି.ଏନ.ଏ.): ମାଲାକନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ଜଡାମ୍ବ ଥାନାରେ ପୋଲିସ ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ରହି ଗୁରୁବାର ୭୪ତମ ଗଣତନ୍ତ୍ର ଦିବସ ପାଳନ କରିଛନ୍ତି।…

ଆତ୍ମସମର୍ପଣ କଲେ ୩ ହାଡକୋର ମାଓବାଦୀ

ମାଲକାନଗିରି,୨୬।୧(ଡି.ଏନ.ଏ.): ମାଲକାନଗିରି ମୁଖ୍ୟ ପୋଲିସ କାର୍ଯ୍ୟାଳୟ ପରିସରରେ ତିନିଜଣ ହାଡକୋର ମାଓବାଦୀ ଗୁରୁବାର ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ଗୁଇନ୍ଦା ନିର୍ଦେଶକ ସଞ୍ଜୀବ କୁମାର ପଣ୍ଡା, ଅତିରିକ୍ତ…

ନିଜ ପ୍ରତିଶ୍ରୁତି ରଖିଲେ ମୁଖ୍ୟମନ୍ତ୍ରୀ: ପନ୍ତଙ୍କ ଜୀବନ ରକ୍ଷା କରିଥିବା ଦେବଦୂତ ହେଲେ ସମ୍ମାନିତ

ଡେରାଡୁନ,୨୬।୧: ଟିମ୍‌ ଇଣ୍ଡିଆର ଉଇକେଟ କିପର ତଥା ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଗତ ଡିସେମ୍ବରରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ସେହି ସମୟରେ ଜଣେ…

ମାଲକାନଗିରି ପୋଲିସକୁ ବଡ ସଫଳତା: ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି,୨୬।୧(ଡି.ଏନ.ଏ.): ମାଲକାନଗିରି ଜିଲା ମାଥିଲି ଥାନା ଛତିଶଗଡ ସୀମାକୁ ଲାଗିଥିବା ତୁଳସୀ ପାହାଡ ନିକଟ ଜଙ୍ଗଲ ଅଞ୍ଚଳରେ ବିଭିନ୍ନ ସ୍ଥାନରୁ ମାଲକାନଗିରି ପୋଲସ ଓ ଏସ୍‌ଓଜି ବାହିନୀ…