ଚର୍ଚ୍ଚାରେ ରାହୁଲ-ଆଥିଆଙ୍କ ଲାଟେଷ୍ଟ୍‌ ଫଟୋଶୁଟ୍‌

ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀ ନିକଟରେ କ୍ରିକେଟର କେ.ଏଲ ରାହୁଲଙ୍କୁ ବିବାହ କରିଛନ୍ତି। ଆଜିକାଲି ଏହି ଦମ୍ପତି ପରସ୍ପର ସହ ସମୟ ବିତାଉଛନ୍ତି। ଉଭୟ ପ୍ରଥମଥର ଭୋଗ୍ୟୁ…

ଭାରତୀୟ ବାୟୁସେନା ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଏୟାର ମାର୍ଶଲ ଏ. ପି. ସିଂ

ନୂଆଦିଲ୍ଲୀ,୧।୨: ଭାରତୀୟ ବାୟୁସେନାର ନୂତନ ଉପାଧ୍ୟକ୍ଷ ଭାବେ ଏୟାର ମାର୍ଶଲ ଏ.ପି. ସିଂଙ୍କୁ ନିଯୁକ୍ତ କରାଯାଇଛି। ସେ ଏୟାର ମାର୍ଶଲ ସନ୍ଦୀପ ସିଂଙ୍କ ସ୍ଥାନ ନେଇଛନ୍ତି। ଜାନୁୟାରୀ…

କ୍ରୀଡ଼ା ପାଇଁ ପ୍ରବଳ ଟଙ୍କା ଅଜାଡି ଦେଲେ ମୋଦି ସରକାର

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବୁଧବାର ସଂସଦରେ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। କ୍ରୀଡା ବଜେଟରେ ଏଥର ମଧ୍ୟ ଏକ ବମ୍ପର ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାର…

ବଳାତ୍କାର ପୀଡ଼ିତାଙ୍କୁ ପୋଲିସ ଭ୍ୟାନ୍‌ରେ ଅପେକ୍ଷା କରିବା ଘଟଣା: ରିପୋର୍ଟ ମାଗିଲେ ସିଡିଏମ୍‌ଓ

କେନ୍ଦୁଝର,୧ା୨(ସ୍ବ.ପ୍ର.): ସୋସୋ ଥାନା ଅଞ୍ଚଳରେ ଜଣେ ୩୭ ବର୍ଷୀୟା ମହିଳାଙ୍କୁ ଗଣ ବଳାତ୍କାର ଘଟଣାରେ ପୀଡ଼ିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପୋଲିସ ଭ୍ୟାନ୍‌ରେ ୧୨ ଘଣ୍ଟା ଅପେକ୍ଷା…

ବଜେଟରେ କ’ଣ ଶସ୍ତା କ’ଣ ମହଙ୍ଗା

୨୦୨୩-୨୪ ଆର୍ଥିକ ବର୍ଷର ସାଧାରଣ ବଜେଟ ସଂସଦରେ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆୟକର ସୀମାରେ ପରିବର୍ତନ ନେଇ ଘୋଷଣା କରାଯାଛି । ଏହା…

ଫେବୃଆରୀ ୬ରେ ଏମ୍‌ସିଡି ନିର୍ବାଚନ

ନୂଆଦିଲ୍ଲୀ,୧।୨: ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନର ମେୟର ନିର୍ବାଚନ ପାଇଁ ବୁଧବାର ନୂଆ ତାରିଖ ଘୋଷଣା ହୋଇଛି। ଫେବୃଆରୀ ୬ରେ ଏମସିଡି ମେୟର, ଡେପୁଟି ମେୟର ଏବଂ ୬ଟି…

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଲଢିପାରନ୍ତି ଭାରତୀୟ ବଂଶୋଦ୍ଭବ ନିକ୍କି ହାଲି

ଓ୍ବାଶିଂଟନ୍‌,୧।୨: ଭାରତୀୟ ବଂଶୋଦ୍ଭବ ନିକ୍କି ହେଲି ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି। ସେ ଫେବୃଆରୀରେ ରିପବ୍ଲିକାନ ପାର୍ଟିରୁ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ…

‘ପଠାନ୍‌’ ଭାରତୀୟ ସିନେମାର ସବୁଠାରୁ ବଡ଼ ବ୍ଲକବଷ୍ଟର: ଆଲିଆ

ବମ୍ବେ: ରିଲିଜ ପରଠାରୁ ବ୍ୟବସାୟରେ ଗୋଟିଏ ପରେ ଗୋଟିଏ ରେକର୍ଡ କରୁଛି କିଙ୍ଗ ଖାନ୍‌ ଶାହାରୁଖଙ୍କ ଫିଲ୍ମ ‘ପଠାନ୍‌’। ଦର୍ଶକଙ୍କ ଭଲପାଇବା ମିଳୁଥିବାରୁ ଗୋଟିଏ ସପ୍ତାହରେ ଫିଲ୍ମଟି…

ରିଲିଜ୍‌ର ପ୍ରଥମ ସପ୍ତାହରେ ୬୦୦ କୋଟି ଆୟ କଲା ‘ପଠାନ୍‌’

ହିନ୍ଦୀ ସିନେମା ପାଇଁ ଚଳିତ ବର୍ଷ ଆରମ୍ଭ ଧମାକାଦାର ରହିଛି। ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ଜବରଦସ୍ତ ରୋଜଗାର କରି ବଲିଉଡକୁ ଏକ…

ମହିଳାଙ୍କ ପ୍ରତି ବଢୁଛି ନିର୍ଯାତନା

ଇସଲାମାବାଦ,୧ା୨: ପାକିସ୍ତାନର ମହିଳାଙ୍କ ଅବସ୍ଥା ଆଫଗାନିସ୍ତାନ ମହିଳାଙ୍କ ଅପେକ୍ଷା ଅତ୍ୟନ୍ତ ଖରାପ ଅଟେ। ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ମହିଳା, ଧାର୍ମିକ ସଂଖ୍ୟାଲଘୁ ଏବଂ ଟ୍ରାନ୍ସଜେଣ୍ଡର ହିଂସା,…