ରାଜ୍ୟକୁ କମୁଛନ୍ତି ବିଦେଶୀ ପର୍ଯ୍ୟଟକ

ଭୁବନେଶ୍ୱର,୧୯।୨(ବ୍ୟୁରୋ): କୋଭିଡ୍‌ ମହାମାରୀ ରାଜ୍ୟ ପର୍ଯ୍ୟଟନ ଶିଳ୍ପକୁ ବିଗାଡ଼ି ଦେଇଛି। କୋଭିଡ୍‌ ଭୟ ଯୋଗୁ ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଆଶାତୀତ ଭାବେ ହ୍ରାସପାଇଛି। ଏପରି କି ୨୦୨୧ରେ…

ବିହାରରୁ ମାଷ୍ଟରମାଇଣ୍ଡ ଗିରଫ

ଭୁବନେଶ୍ୱର,୧୯।୨(ବ୍ୟୁରୋ): କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଏକ ବଡ଼ ଠକେଇ ରାକେଟ୍‌ର ପର୍ଦ୍ଦାଫାଶ କରିଛି। ଚାକିରି ଦେବା ନାଁରେ ଓଡ଼ିଶା ସମେତ ୧୭ ରାଜ୍ୟର ପ୍ରାୟ…

‘ପୁଣିଥରେ ନ ହେଉ ବେଲୁନ ଉଡାଇବା ଭୁଲ’, ଚାଇନାକୁ ଚେତାବନୀ ଦେଲା ଆମେରିକା

ୱାଶିଂଟନ,୧୯ ।୨: ଆମେରିକା ଓ ଚାଇନା ମଧ୍ୟରେ ସ୍ପାଇ ବେଲୁନକୁ ନେଇ ବିବାଦ ଥମିବାର ନାଁ ନେଉନି । ଆମେରିକା ସ୍ପାଇ ବେଲୁନକୁ ନେଇ ଚାଇନାକୁ ଚେତାବନୀ…

ଆଜି ମୁଖ୍ୟମନ୍ତ୍ରୀଙ୍କ ପଦ୍ମପୁର ଗସ୍ତ

ପଦ୍ମପୁର,୧୯।୨(ଡି.ଏନ.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ବରଗଡ଼ ଜିଲା ପଦ୍ମପୁର ନିର୍ବାଚନମଣ୍ଡଳୀ ଗସ୍ତ କରିବେ। ଏହି ଗସ୍ତ ସମୟରେ ସେ ଉକ୍ତ ନିର୍ବାଚନମଣ୍ଡଳୀ ଅଧୀନ ଝାରବନ୍ଧ, ପାଇକମାଳ…

ଜୁନିୟର ଏନଟିଆରଙ୍କ କଜିନ ନନ୍ଦମୁରି ତାରକ ରତ୍ନଙ୍କ ପରଲୋକ

ଚେନ୍ନାଇ,୧୯ ।୨:  ଜୁନିୟର ଏନଟିଆରଙ୍କ ସମ୍ପର୍କିୟ ଭାଇ ତଥା ଅଭିନେତା ଓ ରାଜନେତା ନନ୍ଦମୁରି ତାରକ ରତ୍ନଙ୍କର ଶନିବାର ପରଲୋକ ହୋଇଛି । ତାଙ୍କୁ ବେଙ୍ଗାଲୁରୁର ନାରାୟଣ…

କଂଗ୍ରେସ ସମୟରେ ନୁହେଁ, ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହାଙ୍କ ସମୟରେ କଶ୍ମୀରରେ ତ୍ରିରଙ୍ଗା ଉଡାଇଲେ ରାହୁଲ: ଫଡନାବିଶ

ମୁମ୍ବାଇ,୧୯ ।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୯ ଜାନୁୟାରୀରେ କଶ୍ମୀରର ଐତିହାସିକ ଲାଲ ଚୌକରେ ତ୍ରିରଙ୍ଗା ଉଡାଇଥିଲେ । କଶ୍ମୀରରେ ତ୍ରିରଙ୍ଗା ଉଡାଇବାକୁ ନେଇ ପୁଣେରେ…

ତୁର୍କୀରେ ପୁଣି ଏକ ଭୂକମ୍ପ

ଅଙ୍କାରା,୧୯ ।୨: ପୁଣିଥରେ ଥରିଉଠିଛି ତୁର୍କୀ । ଏଥର ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ରହିଥିଲା ୫.୨ । ୟୁରୋପୀୟ ଭୂମଧ୍ୟସାଗରୀୟ ସିସ୍ମୋଲୋଜିକାଲ ସେଣ୍ଟର(ଇଏମଏସସି) ଅନୁଯାୟୀ, ଭୂକମ୍ପ…

ଜଣେ ମୃତ, ୨୭ ଅସୁସ୍ଥ

ସୋର, ୧୯।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ଗାନ୍ଧୀ ସେବା ସଂଘ ପୁରୁବାଈ କନ୍ୟାଶ୍ରମରେ ଅଜଣା ରୋଗ ବ୍ୟାପିଛି। ବାନ୍ତି, ପେଟ ବ୍ୟଥା ସାଙ୍ଗକୁ ଜ୍ୱରରେ…

ମହାଶିବରାତ୍ରିରେ ସୋମନାଥଙ୍କର ରୁଦ୍ରାଭିଷେକ କଲେ ମୁକେଶ ଅମ୍ବାନି, ଟ୍ରଷ୍ଟକୁ ଦାନ କଲେ ୧.୫୧ କୋଟି ଟଙ୍କା

ମୁମ୍ବାଇ,୧୯ ।୨: ଦେଶର ସବୁଠାରୁ ଧନୀ ଉଦ୍ଦ୍ୟୋଗପତି ମୁକେଶ ଅମ୍ବାନି ପୁଣିଥରେ ଚର୍ଚ୍ଚାରେ । ମୁକେଶ ଅମ୍ବାନିଙ୍କ ପରିବାର ଖୁବ୍ ଧାର୍ମିକ । ଏମାନେ ବିଭିନ୍ନ ସମୟରେ…

ଭାରତ ନେତୃତ୍ୱରେ ହେବାକୁ ଯାଉଥିବା ଜି ୨୦ ବୈଠକକୁ ବଡ ଉତ୍ସୁକତାର ସହ ଅପେକ୍ଷା ରହିଛି: ଅଷ୍ଟ୍ରେଲିଆ ମନ୍ତ୍ରୀ

ସିଡନି,୧୯ ।୨: ଆସନ୍ତା ସେପ୍ଟେମ୍ବରରେ ଭାରତ ଦ୍ୱାରା ହେବାକୁ ଯାଉଥିବା ଜି-୨୦ ବୈଠକକୁ ନେଇ ଆଷ୍ଟ୍ରେଲିଆର ସହକାରୀ ବାଣିଜ୍ୟ-ଉତ୍ପାଦନ ମନ୍ତ୍ରୀ ତଥା ସିନେଟର ଟିମ ଆୟରେସ କହିଛନ୍ତି…