ଯାତ୍ରୀ ସେବାକୁ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୫।୪: ଓଡ଼ିଶା ପ୍ରଦେଶରେ ଭାରତୀୟ ରେଲଓ୍ବେର ବିଭିନ୍ନ ପ୍ରକଳ୍ପ ଓ ବିକାଶମୂଳ କାର୍ଯ୍ୟ ଜାରି ରହିଛି। ଏପରିକି ଉକ୍ତ କାର୍ଯ୍ୟର ଅଗ୍ରଗତି ଓ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ…

ଇଣ୍ଡୋନେସିଆରେ ୭.୩ ତୀବ୍ରତାର ଭୂକମ୍ପ, ସୁନାମି ଚେତାବନୀ

ଜାକର୍ତ୍ତା,୨୫।୪: ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପର ଇଷ୍ଟନ ଅଂଶରେ ମଙ୍ଗଳବାର) ରେ ୭.୩ ତୀବ୍ରତାର ଏକ ଭୂକମ୍ପ ଘଟିଛି। ଏହା ପରେ ଇଣ୍ଡୋନେସିଆର ଜିଓଫିଜିକ୍ସ ଏଜେନ୍ସି (ବିଏମକେଜି) ମଧ୍ୟ…

ତହସିଲଦାରଙ୍କ ବନ୍ଦ ନିର୍ଦ୍ଦେଶ ସତ୍ତ୍ୱେ ଗୃହ ନିର୍ମାଣ ଚାଲିଛି

ସିଂହପୁର,୨୫।୪: (ଡି.ଏନ.ଏ.) ବିଂଝାରପୁର ଥାନା, ବରୀ ବ୍ଲକ ଅଧୀନ ମଧୁସୁଦନପୁର ପଞ୍ଚାୟତ ସୁନ୍ଦରପୁର ଗ୍ରାମରେ ଅନାବାଦୀ ଜମିରେ ଜଣେ ବ୍ୟକ୍ତି ଗୃହ ନିର୍ମାଣ କରୁଥିଲେ। ଗ୍ରାମବାସୀ ଏହାକୁ…

ଓଏଚ୍‌ପିସିର ଟ୍ରେନିଂ ହଷ୍ଟେଲ କମ୍ପ୍ଲେକ୍ସ

ଭୁବନେଶ୍ୱର,୨୫।୪: ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଓଡ଼ିଶା ହାଇଡ୍ରୋ ପାଓ୍ବାର କର୍ପୋରେଶନ (ଓଏଚ୍‌ପିସି)ର ୫ ମହଲା ବିଶିଷ୍ଟ ଏକ ଅତ୍ୟାଧୁନିକ ଟ୍ରେନିଂ ହଷ୍ଟେଲ…

ଦିନକରେ ୧.୩୮ ଲକ୍ଷ କୋଟି ନିବେଶ ବୃଦ୍ଧି

ନୂଆଦିଲ୍ଲୀ,୨୫।୪: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ସ୍ଥାନୀୟ ବଜାରର ମାନ୍ଦାବସ୍ଥା ଯୋଗୁ ଗତ ସପ୍ତାହରେ ଶେୟାର ବଜାର କାରବାରରେ ବ୍ୟାପକ ହ୍ରାସ ଘଟିଥିଲା। ଫଳରେ ଲକ୍ଷାଧିକ ଟଙ୍କାର ନିବେଶ…

କୃଷକ ଦିବସ ସମାରୋହ ଗୋଟିଏ ପଞ୍ଚାୟତରେ ସୀମିତ

ରସୁଲପୁର,୨୫।୪: (ଡି.ଏନ.ଏ.) ଅକ୍ଷୟ ତୃତୀୟା ଅବସରରେ ରସୁଲପୁର ବ୍ଲକ କୃଷି ବିଭାଗ ପକ୍ଷରୁ କୃଷକ ଦିବସ ସମାରୋହ ଉକ୍ତ ବ୍ଲକ ଅଧୀନ ବାରବାଟୀ ପଞ୍ଚାୟତର ଚିତ୍ରକୂଳ ଗ୍ରାମରେ…

ଇ-ଯାନ ଉପରେ ମିଳିବ ଅଧିକ ରିହାତି

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ଇଲେକ୍ଟ୍ରିକ୍‌ ଯାନ କିଣୁଥିବା ଗ୍ରାହକମାନଙ୍କ ପାଇଁ ଖୁସି ଖବର। ଏହି ଯାନ କ୍ରେତାଙ୍କ ପାଇଁ ରିହାତି ହାରକୁ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।…

୨୦୦୦ ଗଣ୍ଡା ନିଲାମ ହେବ

ଜୋହାନ୍ସବର୍ଗ,୨୫।୪: ଦକ୍ଷିଣ ଆଫ୍ରିକାରେ ଥିବା ବିଶ୍ୱର ସବୁଠୁ ବଡ଼ ଗଣ୍ଡା ଫାର୍ମ ନିଲାମ ହେବାକୁ ଯାଉଛି। ପାଖାପାଖି ୨୦୦୦ ଗଣ୍ଡା ଏଠାରେ ବାସ କରୁଛନ୍ତି। ଫାର୍ମର ମାଲିକ…

ମିଡିଆକୁ ସାକ୍ଷାତ୍‌କାର ଦେଇପାରିବେନି ବିଚାରପତି

ନୂଆଦିଲ୍ଲୀ,୨୫ା୪: ବିଚାରାଧୀନ ମାମଲା ଉପରେ ବିଚାରପତିମାନେ ସାକ୍ଷାତ୍‌କାର ଦେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର ଟିପ୍ପଣୀ ଦେଇଛନ୍ତି। ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଲାଞ୍ଚ କାରବାର ମାମଲା ବିଚାରାଧୀନ…

ଖଣିଜ ପଥର ଗ୍ରେଡ୍‌ ହ୍ରାସ କରି ରାଜସ୍ବ ଲୁଟ

କେନ୍ଦୁଝର,୨୫।୪: (ସ୍ବ.ପ୍ର.) କେନ୍ଦୁଝର ଜିଲାର ବିଭିନ୍ନ ଖଣିରେ ବେଆଇନ କାମ କରି ଲାଭବାନ ହୋଇଥିବା ଖଣି ସଂସ୍ଥା ବିରୋଧରେ ସରକାରୀ କାର୍ଯ୍ୟାନୁଷ୍ଠାନ ନ ସରୁଣୁ ଆଉ ଏକ…