ଧୁଳି ମୁହଁରେ ଥିଲା, ସେ ଦର୍ପଣ ସଫା କରିବାର ନାଟକ କରୁଥିଲେ: କେଜରିଓ୍ବାଲଙ୍କୁ ରେଳମନ୍ତ୍ରୀଙ୍କ କଟାକ୍ଷ…

ନୂଆଦିଲ୍ଲୀ,୨୬।୪ : ଦୁର୍ନୀତି ପ୍ରସଙ୍ଗରେ ଏଏପିକୁ କଡ଼ା ସମାଲୋଚନା କରୁଥିବା ଭାଜପା ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିିୱାଲଙ୍କ ବଙ୍ଗଳାକୁ ଟାର୍ଗେଟ କରିଛି। ସରକାରୀ ପାଣ୍ଠିରୁ ୪୫…

ସିସୋଡିଆଙ୍କ ଜାମିନକୁ ବିରୋଧ କରୁଛି ସିବିଆଇ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟି(ଏଏପି) ନେତା ମନୀଷ ସିସୋଡିଆଙ୍କ ଜାମିନ ଉପରେ ଶୁଣାଣି ଚାଲିଛି। ଏହି ସମୟରେ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି…

ଗ୍ରାମାଞ୍ଚଳ ଥାନାରେ ନିୟୋଜିତ ହେବେ ୨୧ ନୂଆ ଏଏସ୍‌ଆଇ

ବ୍ରହ୍ମପୁର ଅଫିସ,୨୬ା୪: ଏଏସ୍‌ଆଇ ଭାବେ ନିଯୁକ୍ତି ପାଇଁ ୨ ମାସ ଟ୍ରେନିଂ ନେବା ପରେ ପ୍ରାକ୍ଟିକାଲ ଟ୍ରେନିଂ ନେବାକୁ ବ୍ରହ୍ମପୁର ପୋଲିସ ଜିଲାରେ ଥିବା ବିଭିନ୍ନ ଗ୍ରାମାଞ୍ଚଳ…

ଜାଲ୍‌ ସାର୍ଟିଫିକେଟ୍‌ ମାମଲା: ଢେଙ୍କାନାଳ ପୋଲିସର ତନାଘନା

ଢେଙ୍କାନାଳ ଅଫିସ,୨୬।୪: ଜେରକ୍ସ ଦୋକାନରେ କମ୍ପ୍ୟୁଟର ସହାୟତାରେ ପ୍ରସ୍ତୁତ କରାଯାଉଥିଲା ନକଲି ସାର୍ଟିଫିକେଟ। ଟଙ୍କା ଦେଲେ ମିଳିଯାଉଥିଲା ପ୍ରମାଣପତ୍ର। ନା ପରୀକ୍ଷା ଦେବାକୁ ପଡୁଥିଲା ନା କମ୍‌…

୧ ମେ’ରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ନେଇ ଗୁପ୍ତ ସୂଚନା !…

ମୁମ୍ବାଇ,୨୬।୪ : ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇକୁ ଆତଙ୍କିତ କରିବା ପାଇଁ ଏକ ଆତଙ୍କବାଦୀ ଷଡଯନ୍ତ୍ର କରାଯାଇଛି। ଏନେଇ ଗୋଇନ୍ଦା ବିଭାଗ ପକ୍ଷରୁ ଗୁପ୍ତ ସୂଚନା ଆଧାରରେ ଆଲର୍ଟ…

ଏସ ଜୟଶଙ୍କର-ବିଲାୱାଲ ଭୁଟ୍ଟୋଙ୍କ ମଧ୍ୟରେ କୌଣସି ବୈଠକ ହେବାର ସମ୍ଭାବନା ନାହିଁ…

ନୂଆଦିଲ୍ଲୀ,୨୬।୪: ଭାରତ ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ତାଙ୍କ ପାକିସ୍ତାନୀ ପ୍ରତିପକ୍ଷ ବିଲାୱାଲ ଭୁଟ୍ଟୋ ଜରଦାରୀଙ୍କ ମଧ୍ୟରେ କୌଣସି ଆନୁଷ୍ଠାନିକ ବୈଠକ ହେବାର ସମ୍ଭାବନା ନାହିଁ।…

୯୪ ପ୍ରତିଶତ ନମ୍ବର ରଖି ଛାତ୍ରୀ ଫେଲ…

ଲକ୍ଷ୍ନୌ,୨୬।୪ : ଉତ୍ତରପ୍ରଦେଶର ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ପ୍ରକାଶିତ ଫଳାଫଳରେ ବୋର୍ଡ ଅଧିକାରୀଙ୍କ ଏକ ପ୍ରମୁଖ ଅବହେଳା ସାମ୍ନାକୁ…

ସୁଦାନରେ ଥିବା ଭାରତୀୟ ପହଞ୍ଚିଲେ ଜେଦ୍ଦା, ଶିଶୁକନ୍ୟା ସହ ସେନା ଅଧିକାରୀଙ୍କ ଭିଡିଓ ଭାଇରାଲ

ଜେଦ୍ଦାହ,୨୬।୪: ସୁଦାନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବାକୁ ଅପରେଶନ କାଭେରୀ ଜାରି ରହିଛି। ଭାରତୀୟଙ୍କୁ ଆଇଏଏଫ-ସି-୧୩୦ଜେ ବିମାନରେ ପୋର୍ଟ ସୁଦାନରୁ ଜେଦ୍ଦା ନିଆଯାଇଛି। ସୁଦାନରୁ ଏବେ…

ଷ୍ଟେଜ୍‌ ଉପରେ ସଲମାନଙ୍କୁ ବିବାହ ପ୍ରସ୍ତାବ

ମୁମ୍ବାଇ: ସଲମାନ ଫିଲ୍ମ ‘କିସି କା ଭାଇ କିସି କି ଜାନ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏହି ଫିଲ୍ମ ସମାଲୋଚକମାନଙ୍କ୍‌ଠାରୁ ମିଶ୍ରିତ ସମୀକ୍ଷା ଗ୍ରହଣ କରିଥିଲା କିନ୍ତୁ…

ଆକ୍ରୋଶମୂଳକ ଖବର ପରିବେଷଣ କରୁଥିଲେ ଆଙ୍କର, ଚାକିରିରୁ ବିଦାକଲା ନ୍ୟୁଜ ଚ୍ୟାନେଲ

ଓ୍ବାଶିଂଟନ୍‌,୨୬।୪:ଆମେରିକାରେ ଗୋଟିଏ ପରେ ଗୋଟିଏ ପ୍ରତିଷ୍ଠିତ ଆଙ୍କରଙ୍କୁ ଟିଭି ଚ୍ୟାନେଲଗୁଡ଼ିକ ବାହାର କରିବା ଘଟଣାକୁ ନେଇ ସାମ୍ବାଦିକ ମହଲରେ ଚିନ୍ତାର ବିଷୟ ପାଲଟିଛି। ଚ୍ୟାନେଲଗୁଡ଼ିକର ଏହି ପ୍ରକାର…