କୋଲକାତାକୁ ୧୮୦ ରନର ବିଜୟ ଲକ୍ଷ୍ୟ ଦେଲା ପଞ୍ଜାବ

କୋଲକାତା,୮।୫: ଆଇପିଏଲ ୨୦୨୩ର ୫୩ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ(କେକେଆର) ଏବଂ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ମଧ୍ୟରେ କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଉଛି। ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ପ୍ରଥମେ…

ଦୁର୍ଗାପୂଜା ମଣ୍ଡପ ଛାତରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ମଦ ପିଇ ମୃତ୍ୟୁ ଘଟିଥିବା ଅଭିଯୋଗ

ହିଞ୍ଜିଳିକାଟୁ, ୮।୫ (ଡି.ଏନ.ଏ): ହିଞ୍ଜିଳିକାଟୁ ପୌରପରିଷଦ ବସଷ୍ଟାଣ୍ଡ ନିକଟରେ ବଣିକ ସଂଘ ଅଧୀନ ଦୁର୍ଗାପୂଜା ମଣ୍ଡପ ଛାତ ଉପରୁ ରବିବାର ରାତିରେ ଜଣେ ବ୍ୟକ୍ତିଙ୍କ ମୃତଦେହ ହିଞ୍ଜିଳି…

ସିଆରପିଏଫ କ୍ୟାମ୍ପରେ ଅଘଟଣ, ଜେନେରେଟର କରେଣ୍ଟ ଲାଗି ଯବାନଙ୍କ ମୃତ୍ୟ

ବାଲିଗୁଡା, ୦୮।୦୫(ଡି.ଏନ.ଏ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡର ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ଭଣ୍ଡରଙ୍ଗି ସିଆରପିଏଫ କ୍ୟାମ୍ପରେ ଅଘଟଣ । ଜେନେରେଟର ଇଲେକ୍ଟ୍ରିକ୍‌ ସକ୍‌ରେ ସୋମବାର ଯବାନଙ୍କ ମତ୍ୟୁ…

ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ହୋଇଥିବା ଟୁଇଟ୍‌କୁ ସଂଶୋଧନ କରିବାକୁ ଖାର୍ଗେଙ୍କୁ ନିର୍ଦ୍ଦେଶ ଦେଲେ ଇସି

ନୂଆଦିଲ୍ଲୀ,୮।୫: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟ ସଂପର୍କରେ କଂଗ୍ରେସ ଟୁଇଟର ହ୍ୟାଣ୍ଡେଲ ଦ୍ୱାରା କରାଯାଇଥିବା ଟୁଇଟ୍‌କୁ ସଂଶୋଧନ କରିବାକୁ ନିର୍ବାଚନ ଆୟୋଗ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ…

ଗୋଳବାଇରେ ଦନ୍ତା ହାତୀ ଆତଙ୍କ

ନିରାକାରପୁର,୮।୫: (ଡିଏନ୍‌ଏ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଅଧିନରେ ଥିବା ଗୋଳବାଇ ଅଞ୍ଚଳରେ ଏକ ଦନ୍ତାହାତୀ ଦେଖାଯାଇଛି। ଉକ୍ତ ହାତୀଟି ନିଜ ଦଳରୁ ହଜି ଯାଇ ୨…

ମମତାଙ୍କୁ ଟାର୍ଗେଟ କରି ମାନହାନିର ଧମକ ଦେଲେ ବିବେକ ଅଗ୍ନିହୋତ୍ରୀ

କୋଲକତା,୮।୫: ଫିଲ୍ମ କେରଲା ଷ୍ଟୋରିକୁ ନେଇ ଜାତୀୟ ରାଜନୀତି ସରଗରମ ହେବାରେ ଲାଗିଛି। ରିଲିଜ୍‌ ପରେ ତାମିଲନାଡୁରେ ଏହି ଫିଲ୍ମକୁ ବ୍ୟାନ କରାଯାଇଥିଲା। କିନ୍ତୁ ମଧ୍ୟପ୍ରଦେଶ ସରକାର…

ଲେଉଟିଲା ତାତି: ବୌଦ୍ଧରେ ସର୍ବାଧିକ ୪୨ ତାପମାତ୍ରା ରେକର୍ଡ

ଭୁବନେଶ୍ବର,୮।୫(ବ୍ୟୁରୋ): ରାଜ୍ୟରେ ଲେଉଟିଲା ଗ୍ରୀଷ୍ମ ପ୍ରବାହ। ପ୍ରାୟ ୨ ସପ୍ତାହ ପରେ ପୁଣି ତାତି ଅନୁଭୂତ ହୋଇଛି। ଆଜି ରାଜ୍ୟର ୧୪ଟି ସହରର ତାପମାତ୍ରା ୪୦ ଡିଗ୍ରି…

ଏତିକି କୋଟିର ମାଲିକାଣୀ ମୌନି ରୟ

ମୁମ୍ବାଇ: ଅଭିନେତ୍ରୀ ମୌନି ରୟ ଆଜିର ଦିନରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ପରିଗଣିତ ହୁଅନ୍ତି। ଖୁବ୍‌ କମ୍‌ ସମୟ ମଧ୍ୟରେ ଅଭିନେତ୍ରୀ ଖ୍ୟାତି ଅର୍ଜନ କରିଛନ୍ତି। ଟିଭି…

ନିଟ୍‌ ପରୀକ୍ଷା ହଲ୍‌ରେ ଛାତ୍ରୀଙ୍କୁ ବ୍ରା ଖୋଲିବାକୁ ବାଧ୍ୟ କରିବା ନେଇ ବିବାଦ

ଚେନ୍ନାଇ,୮।୫: ଚେନ୍ନାଇରେ ନ୍ୟାସନାଲ ଏଲିଜିବିଲିଟି ଏଣ୍ଟା୍ରନ୍ସ ଟେଷ୍ଟ (ନିଟ୍‌) ପରୀକ୍ଷା ଦେବାକୁ ଆସିଥିବା ଛାତ୍ରୀଙ୍କୁ ବ୍ରା ପିନ୍ଧିବାକୁ ମନା କରାଯାଇଛି। ଏଥିସହ ପରୀକ୍ଷକ ଛାତ୍ରୀମାନଙ୍କ ହେଡ କ୍ଲିପ୍‌…

ଫିଲ୍ମ ସ୍ପାଇଡର୍‌-ମ୍ୟାନରେ ଭଏସ୍‌ ଦେଉଛନ୍ତି ଶୁବମାନ ଗିଲ

ନୂଆଦିଲ୍ଲୀ,୮।୫: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମାନ ଗିଲଙ୍କ ନାମ ପ୍ରାୟତଃ ଚର୍ଚ୍ଚାରେ ଥାଏ। ତେବେ ଏଥର ସେ ସମ୍ପୂର୍ଣ୍ଣ ଭିନ୍ନ କାରଣରୁ ହେଡଲାଇନରେ ଅଛନ୍ତି। ବର୍ତ୍ତମାନର ଭାରତୀୟ…