ରାମେଶ୍ୱର ସ୍ପୋର୍ଟିଂର ବୃହତ୍‌ ବିଜୟ

ଭୁବନେଶ୍ୱର, ୨୭।୩(କ୍ରୀଡ଼ା ପ୍ରତିନିଧି): ରାମେଶ୍ୱର ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ୧୫ ବର୍ଷରୁ କମ୍‌ କମଳା ପରିଡ଼ା ସ୍ମାରକୀ (୫ମ ରାମେଶ୍ୱର କପ୍‌) କ୍ରିକେଟ ଟୁର୍ନାମେଣ୍ଟ ରବିବାର ଆରମ୍ଭ…

ରାଜ୍ୟ ବାହୁକୁସ୍ତି: କଟକ ଦଳଗତ ଚାମ୍ପିୟନ

ଭୁବନେଶ୍ୱର, ୨୭।୩ (କ୍ରୀଡ଼ା ପ୍ରତିନିଧି): ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ରାଜ୍ୟ ବାହୁକୁସ୍ତି ପ୍ରତିଯୋଗିତା ରବିବାର ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଜିଲାରୁ ମୋଟ ୧୫୦ ପ୍ରତିଯୋଗୀ…

ଘୋଷଣାରେ ସୀମିତ ବାଲ୍ୟ ବିବାହମୁକ୍ତ ଗଞ୍ଜାମ

ଛତ୍ରପୁର,୨୭ା୩(ଡି.ଏନ୍‌.ଏ):ଗଞ୍ଜାମକୁ ବାଲ୍ୟବିବାହମୁକ୍ତ ଜିଲା ଭାବେ ୨୦୨୨ ଜାନୁଆରୀ ୩ରେ ଘୋଷଣା କରାଯାଇଥିଲା। ରାଜ୍ୟରେ ଏପରି ଘୋଷଣା ପ୍ରଥମ ବୋଲି ସେତେବେଳେ ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ତେବେ ବାସ୍ତବରେ…

ଏମ୍‌କେସିଜିରେ ବାୟୋମେଟ୍ରିକ୍ସ ଉପସ୍ଥାନ ବାଧ୍ୟତାମୂଳକ

ବ୍ରହ୍ମପୁର ଅଫିସ,୨୭ା୩:ରାଜ୍ୟ ରାଜ୍ୟ ସରକାର ପ୍ରତ୍ୟେକ ସରକାରୀ ଡାକ୍ତରଖାନାରେ ବାୟୋମେଟ୍ରିକ୍‌ ଉପସ୍ଥାନକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଡାକ୍ତର କେଉଁ ସମୟରେ ଆସୁଛନ୍ତି ଏବଂ କେତେବେଳେ…

ଭୁବନେଶ୍ୱର ସ୍କୁଲ୍ସ ଚେସ୍‌: ଲଳିତ ଚାମ୍ପିୟନ

ଭୁବନେଶ୍ୱର, ୨୭।୩(କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱର ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ୩୬ତମ ସ୍କୁଲ୍ସ ଚେସ୍‌ ଚାମ୍ପିୟନଶିପ୍‌ ରବିବାର ଟଙ୍କପାଣି ରୋଡ୍‌ସ୍ଥିତ ସାଇ ବୀଣାପାଣି ଜ୍ଞାନମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି।…

ଭୁଟାନକୁ ୯-୦ରେ ହରାଇଲା ଭାରତ

ଢାକା, ୨୭।୩: ବାଂଲାଦେଶର ବୀର ଶ୍ରେଷ୍ଠ ଶହୀଦ ସିପାହି ମୁସ୍ତାଫା କମଲ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ୧୭ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ ଟୁର୍ନାମେଣ୍ଟର ଏକ…

ଘରଭଡ଼ା ମିଳୁନି, ଥଇଥାନ ହୋଇପାରୁନାହାନ୍ତି କିନ୍ନର

ଭୁବନେଶ୍ୱର,୨୭।୩ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମରେ ରହୁଥିବା କିନ୍ନରମାନେ ଆଉ ଭିକ୍ଷା ମାଗିବେ ନାହିଁ। ଅନ୍ୟମାନଙ୍କ ଭଳି ସେମାନେ ମଧ୍ୟ ସ୍ବାବଲମ୍ବୀ ହେବା ସହ ସମାଜର ମୁଖ୍ୟ…

ଶବଦାହ କରିବାକୁ ଯାଇ ପାଲଟିଗଲେ ଶବ

ରୂପସା, ୨୭।୩(ଡି.ଏନ.ଏ.):ଶବଦାହ କରିବାକୁ ଯାଇଥିବା ଜଣେ ଯୁବକ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ସଦର ବ୍ଲକ ରୂପସା ଥାନା ଅଞ୍ଚଳରେ।…

ନିର୍ମାଣ ହୋଇପାରୁନି ମଡେଲ ଭେଣ୍ଡିଂ ଜୋନ୍‌

କଟକ ଅଫିସ,୨୭ା୩: ସହରରେ ବିସ୍ଥାପିତ ୧୨୦୦ ଉଠାଦୋକାନୀଙ୍କୁ ଥଇଥାନ କରିବା ପାଇଁ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ ଯୋଜନାରେ ମଡେଲ୍‌ ଭେଣ୍ଡିଂଜୋନ୍‌ ନିର୍ମାଣ କରିବାକୁ କଟକ ମହାନଗର ନିଗମ(ସିଏମ୍‌ସି)…

ଆଦିବାସୀ ମହିଳାଙ୍କ ନାଁରେ ବ୍ୟାଙ୍କ ଋଣ ଟଙ୍କା ଆତ୍ମସାତ୍‌

ଯୋଡ଼ା,୨୭ା୩(ଡି.ଏନ.ଏ):କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ କୋଲହୋ ହୁଣ୍ଡୁଳା ଗ୍ରାମର କେତେଜଣ ଆଦିବାସୀ ମହିଳାଙ୍କ ନାମରେ ଜନୈକ ମହିଳା ବ୍ୟାଙ୍କରୁ ଋଣ କରି ଟଙ୍କା ଆତ୍ମସାତ କରିଥିବା…