ଭୁବନେଶ୍ବର,୩ା୪(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାରଠାରୁ ସପ୍ତାହବ୍ୟାପୀ ଜାପାନ ଗସ୍ତରେ ଯାଉଛନ୍ତି। ତାଙ୍କର ଏହି ବିଦେଶ ଗସ୍ତକାଳରେ ଏକାଧିକ କାର୍ଯ୍ୟକ୍ରମ ରହିଛି। ଟୋକିଓ, କ୍ୟୁଟୋ ଏବଂ ଓସାକା…
ପରଜଙ୍ଗ, ୩।୪(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗସ୍ଥିତ ଇନ୍ଦିରା ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲେଜି (ଆଇଜିଆଇଟି)ରେ ଶନିବାର ବିଳମ୍ବିତ ରାତିରେ ଅଘଟଣ ଘଟିଛି। ଶିକ୍ଷାନୁଷ୍ଠାନର ଛାତ୍ରାବାସ…
ଭୁବନେଶ୍ୱର,୩।୪(ବ୍ୟୁରୋ): ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ ସୋମବାର ନୂଆଦିଲ୍ଲୀରେ ଦେଶର ସାମାଜିକ ନ୍ୟାୟ ସମ୍ପର୍କିତ ସମ୍ମିଳନୀ ଆୟୋଜନ କରୁଛନ୍ତି। ଏହି ସମ୍ମିଳନୀରେ ବିରୋଧୀ ଦଳଗୁଡ଼ିକର ନେତାମାନେ…
ଭୁବନେଶ୍ୱର,୩।୪(ବ୍ୟୁରୋ): ମାର୍ଚ୍ଚ ୧୪ରୁ ରାଜ୍ୟରେ ପଶ୍ଚିମା ଝଡ଼ ପ୍ରବାହରେ ପୂର୍ବାହ୍ନରେ ଖରା ଓ ଅପରାହ୍ନରେ ଝଡ଼ବର୍ଷା ଓ କୁଆପଥର ମାଡ଼ ହେଉଥିଲା। ତେବେ ସମୁଦ୍ରପଟୁ କ୍ରମାଗତ ସ୍ଥଳଭାଗ…
ଢେଙ୍କାନାଳ ଅଫିସ, ୩।୪: ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍ଏସି ନିର୍ବାଚନ ପାଇଁ ସୋମବାର ଭୋଟ ଗ୍ରହଣ ହେବ। ଏହା ପୂର୍ବାହ୍ନ ୮ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ଟା…
ଭଦ୍ରକ ଅଫିସ,୩ା୪: ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହ ପ୍ରଲୋଭନ ଦେଖାଇ ଦୁଇବର୍ଷ ଧରି ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗରେ ଜଣେ ଏସ୍ଆଇଙ୍କୁ ଭଦ୍ରକ ଟାଉନ…
କଟକ ଅଫିସ,୩ା୪: ସୋମବାରଠାରୁ ମାଟ୍ରିକ୍, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାଖାତା ମୂଲ୍ୟାୟନ ଆରମ୍ଭ ହେବ। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସମସ୍ତ…
ଯେତେବେଳେ ବି ଦୁନିଆରେ ବିଶ୍ୱସ୍ତତାର କଥା ଆସେ, ପ୍ରଥମେ କୁକୁରମାନଙ୍କ ନାଁ ଆସେ। ଏହି କାରଣରୁ ସେମାନଙ୍କୁ ଗୃହପାଳିତ ପଶୁ ଭାବରେ ରଖିବାକୁ ଲୋକେ ଅଧିକ ପସନ୍ଦ…
ବେଙ୍ଗାଲୁରୁ,୨।୪: ବେଙ୍ଗାଲୁରୁର ଏମ୍.ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଆଇପିଏଲର ପଞ୍ଚମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ୮ ଉଇକେଟରେ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ…
କୋଲକାତା,୨ା୪: ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲାରେ ଭାଜପା ନେତା ରାଜୁ ଝାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ସେ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜୁ ଭାଜପାରେ…