ଜୁନରେ ବିବାହ କରିବେ କୃଷ୍ଣା ଭଟ୍ଟ

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କ ଝିଅ ତଥା ନିର୍ଦ୍ଦେଶିକା କୃଷ୍ଣା ଭଟ୍ଟ ତାଙ୍କର ଲଙ୍ଗ ଟାଇମ ବୟ ଫ୍ରେଣ୍ଡ ବେଦାନ୍ତ ସାରଦାଙ୍କୁ ବିବାହ କରିବାକୁ ଯାଉଛନ୍ତି।…

କଂଗ୍ରେସ ଉପରେ ବର୍ଷିଲେ ସ୍ମୃତି ଇରାନୀ, କହିଲେ ସେଙ୍ଗୋଲକୁ ‘ନେହେରୁଙ୍କ ବାଡି’ ଭାବରେ ରଖିଥିଲେ ଗାନ୍ଧୀ ପରିବାର

ନୂଆଦିଲ୍ଲୀ,୨୭।୫: ନୂଆ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅର୍ଥାତ୍‌ ଆସନ୍ତାକାଲି ଉଦ୍‌ଘାଟନ କରିବାକୁ ଯାଉଛନ୍ତି। ବିରୋଧୀ ଉଦଘାଟନୀ ସମାରୋହକୁ ବର୍ଜନ କରିଛନ୍ତି। ତେବେ ଏନେଇ…

ଟ୍ରୋଲ ହେଲେ ଅନୁଷ୍କା

ମୁମ୍ବାଇ: ମଇ ୧୬ରୁ ଆରମ୍ଭ ହୋଇଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୩ରେ ଅନୁଷ୍କା ଶର୍ମା ଏବେ ରେଡ କାର୍ପେଟରେ ନିଜର ଉପସ୍ଥିତି ଜାହିର କରିଛନ୍ତି। ଏହି ବିଶେଷ…

କର୍ନାଟକ କ୍ୟାବିନେଟର ହେଲା ସମ୍ପ୍ରସାରଣ, ୨୪ ବିଧାୟକ ନେଲେ ମନ୍ତ୍ରୀ ପଦର ଶପଥ

ବେଙ୍ଗାଲୁରୁ,୨୭।୫: କର୍ନାଟକରେ ଶନିବାର କ୍ୟାବିନେଟ ସମ୍ପ୍ରସାରଣ କରାଯାଇଛି। କଂଗ୍ରେସ ପକ୍ଷରୁ ଆଉ ୨୪ ବିଧାୟକ ମନ୍ତ୍ରୀପଦର ଶପଥ ନେଇଛନ୍ତି। ଏହି ମନ୍ତ୍ରୀମାନେ ଶପଥ ନେବା ପରେ ଏବେ…

ନୂଆ ସଂସଦ ଭବନ ଉଦଘାଟନ ବିବାଦକୁ ନେଇ ପ୍ରତିକ୍ରିୟା ରଖିଲେ ଗୁଲାମ ନବୀ, କହିଲେ ୩୫ ବର୍ଷ ପୂର୍ବରୁ ମୁଁ ଦେଖିଥିଲି ସ୍ବପ୍ନ

ନୂଆଦିଲ୍ଲୀ,୨୭।୫: ମେ’୨୮ ରବିବାର ଦେଶର ନୂଆ ସଂସଦ ଭବନ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ଉଦଘାଟନ ହେବାକୁ ଯାଉଛି। ଏହି ସମାରୋହକୁ କଂଗ୍ରେସ ଏବଂ ସମାନ ବିଚାରଧାରାର ଦଳ…

ନୂଆ ସଂସଦ ଭବନ ନିକଟରେ ବଢିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ,୨୭।୫: ନୂଆ ସଂସଦ ଭବନ ଉଦଘାଟନ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଗଲାଣି। ୨୮ ମେ’ ଅର୍ଥାତ୍‌ ରବିବାର ଏହା ଉଦଘାଟନ ହେବାକୁ ଯାଉଥିବା ବେଳେ ଏହାକୁ…

ଗୋରୁ ବୋଝେଇ ଟ୍ରକ୍‌ ଜବତ: ୧୫ ଗୋରୁ ଉଦ୍ଧାର

ପାଟଣା,୨୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁମ୍ବାଇ-କୋଲକାତା ୪୯ ନମ୍ବର ଜାତୀୟ ରାଜପଥର ଝାରବେଡ଼ା ନିକଟରୁ ଶନିବାର ଭୋରରେ ଏକ ଗୋରୁ ବୋଝେଇ ଟ୍ରକ୍‌କୁ ତୁରୁମୁଙ୍ଗା ପୋଲିସ…

ଦେବଗଡ଼ ଜିଲାରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ଅଭିଯାନ

ଦେବଗଡ଼, ୨୭।୫(ଡି.ଏନ୍‌.ଏ.): ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଏବଂ ଜିଲା ଦୌରା ଜଜ୍‌ ତଥା ଅଧ୍ୟକ୍ଷ, ଜିଲା ଆଇନ ସେବା ପ୍ରାଧିକରଣ,…

ଇମ୍ରାନଙ୍କୁ ଆଉ ଏକ ଝଟକା, ପିଟିଆଇ ନେତା ଫୟାଦ ଚୌଧୁରିଙ୍କ ଇସ୍ତଫା ମଧ୍ୟରେ ବାବର କଲେ ଲଣ୍ଡନ ଯାତ୍ରା

ଇସଲାମାବାଦ,୨୭।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦଳ ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ରୁ ଇସ୍ତଫା ଦେଇଥିବା ବ୍ୟକ୍ତିଙ୍କ ଏବେ ଲମ୍ବା ଧାଡି ଲାଗିଲାଣିି। ତିନିଜଣ ପିଟିଆଇ…

ଭୟରେ ଅଙ୍ଗନଓ୍ବାଡି କେନ୍ଦ୍ର ଯାଉନାହାନ୍ତି ଶିଶୁ, ଗର୍ଭବତୀ

ଲାଞ୍ଜିଗଡ଼,୨୭ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବସନ୍ତପଡା ସ୍ବାସ୍ଥ୍ୟ ଉପକେନ୍ଦ୍ର ଉପରେ ଥିବା ଆଜବେଷ୍ଟ ଛାତ ଗତ ସୋମବାର ଅପରାହ୍ନରେ ପବନରେ ଉଡିଯାଇ ନିକଟରେ ଥିବା ଅଙ୍ଗନଓ୍ବାଡି…