ସକ୍ରିୟ ମାମଲା ୪ ହଜାରରୁ କମ, ଦୈନିକ ସଂକ୍ରମଣ ୩ ଶହ ତଳେ …

ନୂଆଦିଲ୍ଲୀ, ୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

‘ଭଗବାନ ଆମକୁ ଦ୍ୱିତୀୟ ଜୀବନ ଦେଲେ‘

କୋଲକାତା,୩ା୬: ଶୁକ୍ରବାର ରାତିରେ ଓଡ଼ିଶାର ବାଲେଶ୍ୱରରେ ଘଟିଥିବା ଏକ ଭୟଙ୍କର ଟ୍ରେନ ଦୁର୍ଘଟଣାରୁ ମୃତ୍ୟୁକୁ ସାମ୍ନା କରି ଗୋଟିଏ ପରିବାରର ମା’-ବାପା ଏବଂ ପୁଅ ଅଳ୍ପକେ ବଞ୍ଚି…

୧୫୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶର ପ୍ରଧାନମନ୍ତ୍ରୀ ସବୁ ସ୍ଥାନରେ ସମ୍ମାନର ଯୋଗ୍ୟ: ମୋଦିଙ୍କ ପାଇଁ କଂଗ୍ରେସ ନେତା ଗର୍ବିତ…

ଓ୍ବାଶିଂଟନ,୩।୬ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ଆମେରିକା  ଗସ୍ତ ପୂର୍ବରୁ କଂଗ୍ରେସ ନେତା ସାମ ପିଟ୍ରୋଡା କହିଛନ୍ତି ବିଶ୍ୱର ବହୁ ଜନବହୁଳ ଦେଶର ପ୍ରଧାନମନ୍ତ୍ରୀ ସବୁ…

କେବଳ ବିଳାସପୂର୍ଣ୍ଣ ଟ୍ରେନ ଉପରେ ସରକାରଙ୍କ ଧ୍ୟାନ, ସାଧାରଣ ଲୋକଙ୍କୁ ଅବହେଳା, ଏହି କାରଣରୁ ଗଲା ବହୁ ସଂଖ୍ୟକ ଜୀବନ: ସରକାରଙ୍କୁ ଘେରିଲେ ବିରୋଧୀ…

ନୂଆଦିଲ୍ଲୀ,୩।୬ : ଓଡିଶାରେ ଟ୍ରିପଲ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮ ଛୁଇଁଛି। ସେହିପରି ଆହତଙ୍କ ସଂଖ୍ୟା ୯୦୦ ପାଖାପାଖି ରହିଛି। ଏହି ପ୍ରସଙ୍ଗରେ ବିରୋଧୀ ବର୍ତ୍ତମାନ ସରକାରଙ୍କୁ…

ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ସଲମାନ, ଅକ୍ଷୟ କୁମାର

ମୁମ୍ବାଇ,୩ା୬: ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ୍‌(୧୨୮୪୧) ଓ ବେଙ୍ଗାଲୁରୁ-ହାଓ୍ବଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍‌…

ଟ୍ରେନ୍‌ ଦୁର୍ଘଟଣା ନେଇ ଶୋକ ବ୍ୟକ୍ତ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମବାଦ,୩।୬: ବାହାନଗ ଟ୍ରେନ୍‌ ଦୁର୍ଘଟଣାନେଇ ଟ୍ବିଟ୍‌ ଯୋଗେ ଶୋକ ବ୍ୟକ୍ତ କରିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ର ଶେହବାଜ ଶରିଫ୍‌। ସେ କହିଛନ୍ତି, ଭାରତରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ…

ଲୋକଙ୍କ ମଧ୍ୟରେ ଭୟ ଅଛି,ସେମାନେ ଆକ୍ରମଣର ଭୟ କରୁଛନ୍ତି: ଭାଜପା ସରକାରଙ୍କ ବିରୋଧରେ ପିଟ୍ରୋଡାଙ୍କ ଅଭିଯୋଗ…

ଓ୍ବାଶିଂଟନ,୩।୬ : ଆମେରିକାରେ ଭାରତୀୟ ବିଦେଶ କଂଗ୍ରେସର ଅଧ୍ୟକ୍ଷ ସାମ ପିଟ୍ରୋଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଗତ…

ଆତଙ୍କବାଦ ମୁକାବିଲା ପାଇଁ ଆମେ ପ୍ରସ୍ତୁତ : ବ୍ରିକ୍ସ ଦେଶ ସମୁହ…

କେପଟାଉନ,୩।୬ : ଆତଙ୍କବାଦକୁ ଦମନ କରିବାକୁ ବ୍ରିକ୍ସ ଦେଶ ପ୍ରସ୍ତୁତ ଅଛନ୍ତି। ଆତଙ୍କବାଦ ବିରୋଧରେ ଯୁଦ୍ଧ ବିଷୟରେ ପାଞ୍ଚ ରାଷ୍ଟ୍ର ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ଏକମତ ହୋଇଛନ୍ତି।…

ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମମତା

କୋଲକାତା,୩ା୬: ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସହାୟତା ରାଶି ଘୋଷଣା କରିଛନ୍ତି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ରାଜ୍ୟର ପ୍ରତି…

ଯୁଦ୍ଧ ପରିସ୍ଥିତିକୁ ଏଡାଇବା ପାଇଁ ଚାଇନା ସହ ଆଲୋଚନା ଆବଶ୍ୟକ: ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ…

ସିଙ୍ଗାପୁର,୩।୬ : ସିଙ୍ଗାପୁରରେ ଶଙ୍ଗରି-ଲା ସଂଳାପ ପ୍ରତିରକ୍ଷା ସମ୍ମିଳନୀରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଓଲିଉଡ ଅଷ୍ଟିନ ଏବଂ ଚାଇନା ପ୍ରତିପକ୍ଷ ମନ୍ତ୍ରୀ ଲି ଶାଙ୍ଗଫୁ ଅଂଶଗ୍ରହଣ କରିଥିଲେ।…