ମରାମତି ଶେଷ ନ କରି ଠିକାଦାର ଫେରାର

କୋରେଇ,୨୫।୬(ଡି.ଏନ.ଏ.):ଯାଜପୁର ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗର କେତେଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପାଇଁ ରାସ୍ତା ନିର୍ମାଣ ଓ ମରାମତିରେ ଦୁର୍ନୀତି ବଢ଼ିଚାଲିଛି। କେଉଁଠି କାମ ନ କରି ବିଲ୍‌…

ଦୂରହେଉନାହିଁ ଆବାସ ଦ୍ୱନ୍ଦ୍ୱ

ରସୁଲପୁର,୨୫।୬(ରଞ୍ଜିତ ରାଉତ):ରସୁଲପୁର ବ୍ଲକ ଅଧୀନ ୨୮ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଦ୍ୱନ୍ଦ୍ୱ ଦୂର ହୋଇପାରୁନାହିଁ। ହିତାଧିକାରୀଙ୍କୁ ଯୋଡ଼ିବା ଓ ବାଦ୍‌ ଦେବା ପ୍ରକ୍ରିୟା ଜାରି ରହିଛି।…

କାୟା ବିସ୍ତାର କରୁଛି ବେଆଇନ ମାଦକଦ୍ରବ୍ୟ କାରବାର

ଜଗତ୍‌ସିଂହପୁର,୨୫।୬(ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ସଦର ମହକୁମା ସମେତ ସମଗ୍ର ଜିଲାରେ ମାଦକଦ୍ରବ୍ୟ କାରବାର ଚିନ୍ତାର କାରଣ ପାଲଟିଛି । ଚୋରା ମଦ ଓ ବ୍ରାଉନସୁଗାର ର଼୍ୟାକେଟ୍‌ ଯେଉଁଭଳି…

୫- ଟି ସଚିବଙ୍କ ଗସ୍ତ ପୂର୍ବରୁ ରାସ୍ତାରେ ଚାଲିଛି ତାଳିପକା

କୁଜଙ୍ଗ,୨୫।୬(ମନୋଜ ପ୍ରଧାନ)କୁଜଙ୍ଗର ଜୀବନ ରେଖା କୁହାଯାଉଥିବା ୬ କି.ମି. ବିଶିଷ୍ଟ କୁଜଙ୍ଗ-ଚଟୁଆ ରାସ୍ତା ୨୦୧୮ରୁ ଖାଲଖମାରେ ଭରି ରହିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଏହି…

ଅପରାଧୀଙ୍କ ଆଡ୍ଡାସ୍ଥଳ ପାଲଟିଛି ବିଜୁ ଷ୍ଟାଡିୟମ

କେନ୍ଦ୍ରାପଡ଼ା,୨୫।୬(ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ାର ଦୌଡରାଣୀ ଲିଜା ବେହେରା କ୍ରୀଡ଼ା ହଷ୍ଟେଲରୁ ଘରକୁ ଆସିଲେ ଦୌଡ ଅଭ୍ୟାସକୁ ରାସ୍ତାରେ ଜାରି ରଖିଛନ୍ତି ା ମହାକାଳପଡା ବ୍ଲକ ତେରଗଁା ପଞ୍ଚାୟତର ୩…

ଯେଉଁଠି ଶତାଧିକ ବର୍ଷ ଧରି ଟଣା ହୋଇନି ରଥ

କେନ୍ଦ୍ରାପଡ଼ା,୨୫।୬ (ଜଗନ୍ନାଥ ଧଳ) କେନ୍ଦ୍ରାପଡ଼ା ସହରଠାରୁ ମାତ୍ର ୧୨ କିଲୋମିଟର ଦୂରରେ ଇନ୍ଦୁପୁର ା ଏଠାରୁ ଦେଢ଼ କିଲୋମିଟର ହାବେଳି (ପତି ସାହି) ଠାରେ ଥିବା ପ୍ରାୟ…

୭ରୁ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୫।୬(ଅନୁରାଧା ମହାରଣା)- ଉତ୍କଳ ବିଶ୍ୱ ବିଦ୍ୟାଳୟରେ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତା ଜୁଲାଇ ୭ରୁ ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ। ଏମଏ ଇନ୍‌ ଓମେନ୍‌ ଷ୍ଟଡିଜ୍‌,…

୮୧ ମୃତଦେହ ଚିହ୍ନଟ ପାଇଁ ଡିଏନ୍‌ଏ ନମୁନା ଦେଲେଣି ୮୪ ଜଣ

ଭୁବନେଶ୍ୱର,୨୫।୬(ଅଭିଜିତ ଦାସ)ବାଲେଶ୍ୱର ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ରବିବାର ୨୨ଦିନ ବିତିଯାଇଲେ ମଧ୍ୟ ଏବେ ସୁଦ୍ଧା ୮୧ ମୃତଦେହ ଚିହ୍ନଟ ହୋଇପାରିନାହିଁ। ବର୍ତ୍ତମାନ ସମସ୍ତ ମୃତଦେହକୁ ଏମ୍‌ସ ପରିସରରେ…

‘ଆପ୍‌ ଫ୍ରଡ୍‌ କରିଥିଲେ କାର୍ଯ୍ୟାନୁଷ୍ଠାନ’

ପୁରୀ,୨୫।୬(ଅଜିତ୍‌ ମହାନ୍ତି)ଅନଲାଇନ୍‌ ଆପ୍‌ ‘ଉତ୍ସବ’ରେ ଶ୍ରୀମନ୍ଦିର ନଁାରେ ଠକେଇ ହେଉଥିବା ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ମହାପ୍ରଭୁଙ୍କ ନଁାରେ…