ତିସ୍ତାଙ୍କୁ ୭ ଦିନ ଅନ୍ତରୀଣ ସୁରକ୍ଷା

ନୂଆଦିଲ୍ଲୀ, ୨।୭ : ସାମାଜିକ କର୍ମୀ ତିସ୍ତା ସିତଲଓ୍ବାଡ୍‌ଙ୍କ ନିୟମିତ ଜାମିନ ଆବେଦନକୁ ଗୁଜରାଟ ହାଇକୋର୍ଟ ଶନିବାର ଖାରଜ କରିଦେଇଥିଲେ। ୨୦୦୨ ଗୋଧ୍ରା ପରବର୍ତ୍ତୀ ଦଙ୍ଗା ମାମଲାରେ…

ବିନା ଚକରେ ଚାଲୁଛି କାର୍‌

ରୋମ୍‌,୨।୭: ଗାଡ଼ି ତିଆରିଠାରୁ ଆରମ୍ଭକରି ଇଲେକ୍ଟ୍ରୋନିକ୍‌ ଡିଭାଇସ୍‌ ନିର୍ମାଣ କ୍ଷେତ୍ରରେ ଟେକ୍‌ନୋଲୋଜିର ବଡ଼ ଅବଦାନ ରହିଛି। ସେହିପରି ବିଭିନ୍ନ ଅଟୋମୋବାଇଲ କମ୍ପାନୀ ଏବେ ଉନ୍ନତ ଜ୍ଞାନକୌଶଳକୁ ବ୍ୟବହାର…

ଦ୍ୱିତୀୟ ଦିନରେ ୧୩ ମୃତଦେହ ହସ୍ତାନ୍ତର

ଭୁବନେଶ୍ୱର,୨।୭(ଅଭିଜିତ ଦାସ୍‌)ଜୁନ୍‌ ୨ ବାଲେଶ୍ୱର ବାହନଗା ଷ୍ଟେଶନ ନିକଟରେ ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାକୁ ଶନିବାର ଏକ ମାସ ପୂରିଛି। ହେଲେ ଏଯାଏ ମୃତଦେହ ଚିହ୍ନଟ ଓ…

୯ ବର୍ଷ ପରେ ମହାରାଷ୍ଟ୍ରରୁ ବାପା ଗିରଫ

କଟକ,୨।୭ (କାର୍ତ୍ତିକ ସାହୁ)କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଞ୍ଚଳରେ ୧୦ ବର୍ଷ ତଳେ ଘଟିଥିବା ଏକ ହତ୍ୟା ମାମଲାର ଅଭିଯୁକ୍ତ ପ୍ରଶାନ୍ତ ସାହାଣୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଛି।…

ପୁରୀରୁ କାକଟପୁର ମୋ ବସ୍‌ ସେବା ଆରମ୍ଭ

ପୁରୀ,୨।୭(ଅଜିତ୍‌ ମହାନ୍ତି)ଜୁଲାଇ ୧ଠାରୁ ବିଧିବଦ୍ଧ ଭାବେ ପୁରୀରୁ କାକଟପୁର ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଦାରା ମୋ ବସ୍‌ ସେବା ଆରମ୍ଭ ହୋଇଯାଇଛି। ଏହି ବସ୍‌ ଭାୟା ବାଲିଘାଇ…

ଆଜି ମହାପ୍ରଭୁଙ୍କୁ ଲାଗି ହେବ ନୀଳାଚଳ ଅବଢ଼ା

ପୁରୀ,୨।୭(ଅଜିତ୍‌ ମହାନ୍ତି)ନବଦିନାମତ୍କ ଘୋଷଯାତ୍ରା ସାରି ମହାପ୍ରଭୁ ଶ୍ରୀଜଗନ୍ନାଥ ଭଉଣୀଭାଇଙ୍କ ସହ ଏବେ ଶ୍ରୀମନ୍ଦିର ରତ୍ନସିଂହାସନରେ ଗୋଟି ପହଣ୍ଡିରେ ବିଜେ କରିଛନ୍ତି। ସ୍ନାନପୂର୍ଣ୍ଣିମାଠାରୁ ଶୂନ୍ୟ ପଡ଼ିଥିବା ଶ୍ରୀମନ୍ଦିର ରତ୍ନବେଦି…

ତାଳଦଣ୍ଡା କେନାଲ: ଜଳ ପ୍ରବାହକୁ ନେଇ ଅନିଶ୍ଚିତତା

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା)ଚଳିତବର୍ଷ ଜୁଲାଇ ୧ ତାରିଖ ସୁଦ୍ଧା ବର୍ଷାର ଅଭାବ ଦେଖାଦେଇଛି। ଏହାଛଡ଼ା ଗରମ ଓ ଗୁଳୁଗୁଳି ଲାଗି ରହିଛି। ଗଜା ମରୁଡି ଆଶଙ୍କାରେ…

ବରଫ ଅତଡ଼ା ଖସି ସେନା କର୍ମଚାରୀ ମୃତ

ପାଟକୁରା,୨।୭(ରବୀନ୍ଦ୍ରନାଥ ବାରିକ)ଲଦାଖରେ ବରଫ ଅତଡା଼ ଧସିବାରୁ ଶହୀଦ ହୋଇଛନ୍ତି କେନ୍ଦ୍ରାପଡ଼ା ଜିଲା ପାଟକୁରା ଅଞ୍ଚଳର ଦେବୀ ପ୍ରସନ୍ନ ସୂତାର। ସେ ଭାରତୀୟ ସୈନ୍ୟବାହିନୀରେ ସିଭିଲ ଇଞ୍ଜିନିୟର ଭାବେ…

ପଡ଼ିଆ ପଡ଼ିବ ୮ହଜାର ହେକ୍ଟର ଚାଷଜମି

ଖଇରା,୨।୭(ଉତ୍କଳବନ୍ଧୁ ପଣ୍ଡା)ବାଲେଶ୍ୱର ଜିଲା ଅଧୀନ ଖଇରା, ଔପଦା ଓ ସୋର ବ୍ଲକର କିଛି ଅଂଶ ଚାଷଜମିକୁ ଜଳସେଚିତ କରିବାକୁ ଏବେ ଭୂତଳଜଳ ପାଇପ ଜଳସେଚନ ପ୍ରକଳ୍ପ କାର୍ଯ୍ୟ…

୪ ଜିଲାର ୧୪ ହଜାର ମତ୍ସ୍ୟଜୀବୀ ପରିବାରକୁ ୨୧.୩୪ କୋଟି ସହାୟତା

ଭୁବନେଶ୍ୱର,୨।୭(ଅନିଲ ଦାସ)ବିରଳ ଅଲିଭ ରିଡ୍‌ଲେ କଇଛଙ୍କ ସୁରକ୍ଷା ନିମନ୍ତେ ଓଡ଼ିଶା ଉପକୂଳରେ ମାଛଧରା କଟକଣା ଲାଗୁ କରାଯାଇଥାଏ। ଏଥିଯୋଗୁ ଜଗତ୍‌ସିଂହପୁର ,କେନ୍ଦ୍ରାପଡ଼ା, ପୁରୀ ଓ ଗଞ୍ଜାମ ଜିଲାର…