ଦେଶରେ ସଡ଼କ ସୁରକ୍ଷା ପ୍ରସଙ୍ଗରେ ଦାଖଲ ହୋଇଥିବା ଆବେଦନ ଉପରେ ବିଚାର କରିବାକୁ ମନା କଲେ ଏସ୍‌ସି

ନୂଆଦିଲ୍ଲୀ,୮।୭: ଦେଶରେ ସଡ଼କ ସୁରକ୍ଷା ପ୍ରସଙ୍ଗରେ ଦାଖଲ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ,…

ସୂଚନା ଓ ଲୋକସଂପର୍କ ବିଭାଗ ଦ୍ବାରା ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଲୋକକଳା କଳାକାରଙ୍କୁ ପାରିଶ୍ରମିକ ବୃଦ୍ଧି ଘୋଷଣା

ଭୁବନେଶ୍ବର,୮।୭(ଅସମାପିକା ସାହୁ) କଳାକାରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ବାରା ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ଗୁଡିକରେ କଳାକାରଙ୍କୁ ପ୍ରଦର୍ଶନ ପାଇଁ ପାରିଶ୍ରମିକରେ ବୃଦ୍ଧି…

ଶିନ୍ଦେଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି, ତାଙ୍କ ଦଳର ୨୦ ବିଧାୟକ ଆମ ଯୋଗଯୋଗରେ ଅଛନ୍ତି: ଆଦିତ୍ୟ ଠାକରେ

ମୁମ୍ବାଇ,୮।୭: ମହାରାଷ୍ଟ୍ର କ୍ୟାବିନେଟ ବିସ୍ତାରର କିଛି ଦିନ ପୂର୍ବରୁ ଉଦ୍ଧବ ଠାକରେଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସମ୍ପର୍କରେ ଏକ…

ଇସାଇ ଓ ଆଦିବାସୀ ଜନଜାତିଙ୍କ ଉପରେ ୟୁସିସି ଲାଗୁ ନ କରିବା ପାଇଁ କେନ୍ଦ୍ର ଦେଲା ଆଶ୍ୱସନା

ନୂଆଦିଲ୍ଲୀ,୮।୭: ୟୁନିଫର୍ମ ସିଭିଲ କୋଡ୍‌(ୟୁସିସି) ଲାଗୁ ହେବା ନେଇ ଜାତୀୟ ରାଜନୀତି ସରଗରମ ରହିଛି। ମୋଦି ସରକାର ଆସନ୍ତା ମୌସୁମୀ ଅଧିବେଶନରେ ଏହି ବିଲ୍‌କୁ ସଂସଦରେ ପାରିତ…

‘ଏଲଏସଡି ୨’ର ରିଲିଜ ଡେଟ ଘୋଷଣା କଲେ ଏକତା

ମୁମ୍ବାଇ: ଏକତା କପୁର ଫିଲ୍ମ ଲଭ ସେକ୍ସ ଓ ଧୋକା ୨ର ଆନାଉନ୍ସମେଣ୍ଟ କରି ଦେଇଛନ୍ତି। ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ଶେୟାର କରି ଏହାର ରିଲିଜ…

ଶିନ୍ଦେ ନେତୃତ୍ୱାଧୀନ ଶିବସେନାର ୪୦ ବିଧାୟକ, ଠାକରେଙ୍କ ଦଳର ୧୪ ବିଧାୟକଙ୍କୁ ନୋଟିସ

ମୁମ୍ବାଇ,୮।୭: ଗତ କିଛି ଦିନ ହେବ ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ଶିନ୍ଦେ ଏବଂ ଉଦ୍ଧବ ଠାକରେ ଦଳର ବିଧାୟକଙ୍କୁ ନୋଟିସ…

ମେକ୍ସିକୋର ପେମେକ୍ସ ତୈଳ କମ୍ପାନୀରେ ଅଗ୍ନିକାଣ୍ଡ

ମେକ୍ସିକୋ,୮।୭: ମେକ୍ସିକୋର ତୈଳ କମ୍ପାନୀ ପେମେକ୍ସ ଦ୍ୱାରା ପରିଚାଳିତ ଏକ ଅଫଶୋର ପ୍ଲାଟଫର୍ମରେ ଅଗ୍ନିକାଣ୍ଡ ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାରେ ଜଣେ ନିଖୋଜ ହେବା…

ତେଲଙ୍ଗାନାର ଭଦ୍ରକାଳୀ ମନ୍ଦିରରେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦ,୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚାରି ରାଜ୍ୟ ଗସ୍ତର ଆଜି ଦ୍ୱିତୀୟ ଦିନ। ବର୍ତ୍ତମାନ ସେ ତେଲଙ୍ଗାନାରେ ଅଛନ୍ତି ଏବଂ ଏହା ପରେ ସେ ରାଜସ୍ଥାନ ଯିବେ।…

ବାହା ହେବେ ହ୍ରିତିକ!

ମୁମ୍ବାଇ: ହ୍ରିତିକ ରୋଶନ ଓ ସବା ଆଜାଦ ବଲିଉଡର ସବୁଠାରୁ ହଟ କପଲ ମଧ୍ୟରୁ ଅନ୍ୟତମ। ଉଭୟଙ୍କୁ ଅନେକ ସମୟରେ ଡିନର ଡେଟ ଅବା ପାର୍ଟିରେ ଏକାଠି…

ଖାଲିସ୍ତାନୀଙ୍କ ‘କିଲ ଇଣ୍ଡିଆ’ ରାଲି ପୂର୍ବରୁ କାନାଡାରେ ଲାଗିଲା ପୋଷ୍ଟର

ଓଟଓ୍ବା,୮।୭: ବ୍ରିଟେନ, ଆମେରିକା ଏବଂ କାନାଡାର ବିଭିନ୍ନ ସହରରେ ଖାଲିସ୍ତାନ ସମର୍ଥକମାନେ ଭାରତ ବିରୋଧରେ ରାଲିର ଆୟୋଜନ କରୁଛନ୍ତି। ‘କିଲ ଇଣ୍ଡିଆ’ ବ୍ୟାନରରେ ରାଲିର ଆୟୋଜନ କରାଯାଉଛି,…