ମୁଖ୍ୟମନ୍ତ୍ରୀ ବୋମ୍ମାଇ ଆଗରେ, ଶିଗଗାଓଁ ହଟ ସିଟ୍‌ରେ କଂଗ୍ରେସ କେତେ ଭୋଟ ପଛରେ ଅଛି ଜାଣନ୍ତୁ…

ବେଙ୍ଗାଲୁରୁ,୧୩।୫: କର୍ନାଟକ ବିଧାନସଭା ନିର୍ବାଚନ ୨୦୨୩ର ଭୋଟ ଗଣନା ଚାଲିଛି। କଂଗ୍ରେସ ୧୧୪ଟି ଆସନରେ ଆଗୁଆ ଥିବାବେଳେ ଭାଜପା ନେତା ତଥା ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ରାଜ୍ୟର…

ସତ୍ୟସାଇ ସେବା ସଙ୍ଗଠନର ସଫେଇ କାର୍ଯ୍ୟକ୍ରମ

ପାଇକମାଳ,୧୩।୫(ଡି.ଏନ.ଏ.): ବରଗଡ ଜିଲା ପାଇକମାଳ ସତ୍ୟସାଇ ସେବା ସଙ୍ଗଠନ ତରଫରୁ ନୃସିଂହନାଥ ପରିସରରେ ସଫେଇ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଙ୍ଗଠନ ସଦସ୍ୟମାନେ କପିଳ…

ଆଜି ରାଘବ-ପରିଣୀତିଙ୍କ ନିର୍ବନ୍ଧ

ମୁମ୍ବାଇ: ଏମ୍‌ପି ରାଘବ ଚଡ୍ଡା ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରା ଶନିବାର ନିବର୍ନ୍ଧ କରିବେ। ଯାହାକୁ ନେଇ ଉଭୟ ପରିବାରରେ ଜୋରରେ ପ୍ରସ୍ତୁତି ଚାଲିଛି। ସ୍ଥାନଠାରୁ ଆରମ୍ଭ…

ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଭେଟିଲେ ଡାକ୍ତର, କର୍ମଚାରୀ

ସୁନ୍ଦରଗଡ଼,୧୩।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ସରକାରୀ ମେଡ଼ିକାଲ ପରିସରରେ ଥିବା ଅତ୍ୟାଧୁନିକ ଭୌତିକ ଚିକିତ୍ସା କେନ୍ଦ୍ରର ଡାକ୍ତର ଓ କର୍ମଚାରୀଙ୍କୁ ୨ ମାସ ହେଲା ଦରମା ମିଳୁନି। ଏ ନେଇ…

ରାଶନ ଚାଉଳ ବାଟମାରଣା ଅଭିଯୋଗ

ରାଉରକେଲା ଅଫିସ,୧୩।୫: ରାଉରକେଲା ଯୋଗାଣ ବିଭାଗ ଅଧୀନ ୧୫୦ କଣ୍ଟ୍ରୋଲ ଡିଲରଙ୍କ ଜରିଆରେ ଗରିବ ହିତାଧିକାରୀଙ୍କୁ ରାଶନ ସାମଗ୍ରୀ ବଣ୍ଟନ କରାଯାଉଛି। ଏଥିରେ ରାଉରକେଲାର ମୋଟ ୬୮ହଜାର…

ପଞ୍ଚମ ରାଉଣ୍ଡ ସୁଦ୍ଧା ଦୀପାଳି ଦାସ ୧୩,୫୪୫ ଖଣ୍ଡ ଭୋଟରେ ଆଗୁଆ

ଝାରସୁଗୁଡା ଅଫିସ,୧୩।୫: ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ତେବେ ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ…

ଡିକେଡିଏ, ଓପିଲିପି କର୍ମଚାରୀଙ୍କ ସମ୍ପୃକ୍ତି ନାହିଁ: ଅତିରିକ୍ତ ଜିଲାପାଳ

ବିଷମକଟକ,୧୩।୫(ଡି.ଏନ.ଏ.): ବିଷମକଟକ ବ୍ଲକ ନିୟମଗିରି ପାହାଡ଼ ପାଦଦେଶରେ ଥିବା ବାଲାପାଇ ଗ୍ରାମର ଟିମି ପୁଷିକାଙ୍କୁ ଓପିଲିପି ପ୍ରତାରଣା କରିଥିବା ନେଇ କୌଣସି ସତ୍ୟତା ନାହିଁ ବୋଲି ଶୁକ୍ରବାର…

ଆମ୍ବ ତୋଳିବାକୁ ଯାଇ ହାତୀ ହାବୁଡରେ ପଡିଗଲେ ବୃଦ୍ଧ

ତିଗିରିଆ, ୧୩।୫ (ଡି.ଏନ.ଏ ): ତିଗିରିଆ ଥାନା ଅନ୍ତର୍ଗତ ଭେଜିଆ ଜଙ୍ଗଲ ନିକଟସ୍ଥ ବାରଘରିଆ ଆମ୍ବ ତୋଟାରେ ଶନିବାର ଆମ୍ବ ତୋଳିବା ପାଇଁ ଯାଇଥିବା ବୃଦ୍ଧଙ୍କୁ ଦଳି…

ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚାର ଦାବିପତ୍ର

କୋରାପୁଟ, ୧୩।୫(ସ୍ବ.ପ୍ର.): ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା କୋରାପୁଟ ଶାଖା ପକ୍ଷରୁ ଶୁକ୍ରବାର ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲାପାଳ ରାଜେନ୍ଦ୍ର ମାଝି ଦାବିପତ୍ର…

ଇଚ୍ଛାପୁର ପଞ୍ଚାୟତ ହିତାଧିକାରୀଙ୍କୁ ମିଳିଲା ୪ ମାସର ଚାଉଳ

ଝରିଗାଁ,୧୩।୫(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତର ପ୍ରାୟ ୧୦ ଗ୍ରାମର ହିତାଧିକାରୀ ସାତ ମାସ ହେବ ପିଡ଼ିଏସ ଚାଉଳ ପାଇନଥିବା ନେଇ ଗୁରୁବାର ରାଜ୍ୟ ସ୍ବତନ୍ତ୍ର…