ଭାରତୀୟ ଶିଖ୍‌ ଯୁବକଙ୍କୁ କରିଥିଲେ ହତ୍ୟା, ୨ ବର୍ଷ ପରେ ଅଭିଯୁକ୍ତଙ୍କୁ ମିଳିଲା ଦଣ୍ଡ

ଓଟଓ୍ବା,୧୫।୫: କାନାଡାରେ ଭାରତୀୟ ଶିଖ୍‌ ଯୁବକ ପ୍ରଭଜୋତ ସିଂଙ୍କ ହତ୍ୟା ମାମଲାରେ ନୋଭା ସ୍କୋଟିଆର ବିଚାରପତି ୨ ବର୍ଷ ପରେ ରାୟ ଶୁଣାଇଛନ୍ତି। ରାୟରେ ହତ୍ୟାକାରୀ କ୍ୟାମେରନ…

ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବା ପୂର୍ବରୁ ସିଦ୍ଦାରାମାୟାଙ୍କୁ ଶୁଭେଚ୍ଛା ଜଣାଇଲେ ଶିବକୁମାର

ବେଙ୍ଗାଲୁରୁ,୧୫।୫: କର୍ନାଟକରେ ପରବର୍ତ୍ତୀ ସରକାର କିଏ ହେବ ସେନେଇ କଳ୍ପନାଜଳ୍ପନା ଲାଗିରହିଛି। ଗୋଟିଏ ପଟେ ସିଦ୍ଦାରାମାୟା ମୁଖ୍ୟମନ୍ତ୍ରୀଙ୍କ ଦୌଡରେ ରହିଥିବା ବେଳେ ଅନ୍ୟପଟେ କର୍ନାଟକ କଂଗ୍ରେସ ମୁଖିଆ…

ବିବାହର ୮ ମାସ ପରେ ନାବାଳିକା ଉଦ୍ଧାର

ଆନନ୍ଦପୁର,୧୫।୫(ସ୍ବ.ପ୍ର.): ବିବାହର ୮ ମାସ ପରେ ବାଲେଶ୍ୱର ଜିଲା ଅଞ୍ଚଳର ଜଣେ ନାବାଳିକାଙ୍କୁ ସୋମବାର ଆନନ୍ଦପୁର ଥାନା କୋଡ଼ପଡ଼ାର ଗଉଡ଼ଡିହା ଅଞ୍ଚଳରୁ ଚାଇଲ୍ଡଲାଇନ ପକ୍ଷରୁ ଉଦ୍ଧାର କରାଯାଇଛି।…

ଚକା ଫାଟି ପୋଲ ତଳକୁ ଖସିଲା ଟ୍ରାକ୍ଟର

ଆନନ୍ଦପୁର,୧୫।୫(ସ୍ବ.ପ୍ର.): ଘସିପୁରା ଥାନା ଦରଡ଼ିପାଳ ଗ୍ରାମର ଦିପୁନ ନାଏକ ନାମକ ଜଣେ ଯୁବକ ଟ୍ରାକ୍ଟର ଧରି ଯାଉଥିବା ବେଳେ ରେମାଳ ପୋଲ ଉପରେ ଚକା ଫାଟିଯାଇଥିଲା। ଫଳରେ…

କର୍ନାଟକରେ ଭାଜପା ହାରିବା ପରେ ଆରଏସ୍‌ଏସ୍‌ ଅଧିକାରୀଙ୍କୁ ଭେଟିଲେ ବୋମ୍ମାଇ

ବେଙ୍ଗାଲୁରୁ,୧୫।୫: କର୍ନାଟକ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ସୋମବାର ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନ(ଆରଏସ୍‌ଏସ୍‌)ର ଅଧିକାରୀମାନଙ୍କୁ ଭେଟଛନ୍ତି। ଏଥିରେ ବୋମ୍ମାଇ…

ବିଜୟ ଲକ୍ଷ୍ୟରେ ହାଇଦ୍ରାବାଦ

ଅହମଦାବାଦ,୧୫।୫: ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସୋମବାର ଆଇପିଏଲ୍‌ ୬୨ତମ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ(ଏସ୍‌ଆରଏଚ୍‌) ଅଧିନାୟକ ଆଡେନ ମାର୍କ୍ରାମ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।…

ବଡିଗାର୍ଡଙ୍କ ସହ ବାଇକ୍‌ରେ ଗଲେ ଅନୁଷ୍କା, ଭିଡିଓ ଭାଇରାଲ

ମୁମ୍ବାଇ: ନିକଟରେ ବଲିଉଡର ଭେଟେରାନ ଅଭିନେତା ଅମିତାଭ ବଚ୍ଚନ ସୁଟିଂ କରିବାକୁ ଯାଉଥିବାବେଳେ ମୁମ୍ବାଇର ଟ୍ରାଫିକରେ ଫସି ଯାଇଥିଲେ। ଯାହା ପରେ ବିଗ୍‌ ବି ବିନା ଦ୍ୱିଧାରେ…

ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା ହାଇଦ୍ରାବାଦ

ଅହମ୍ମଦାବାଦ,୧୫।୫: ଆଇପିଏଲ ୨୦୨୩ର ୬୨ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ମଧ୍ୟରେ ସୋମବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ହାଇଦ୍ରାବାଦ ପ୍ରଥମେ…

ଇମ୍ରାନ୍‌ଙ୍କୁ ଫାଶୀ ଦିଆଯାଉ, ସଂସଦରେ ଉଠିଲା ଦାବି

ଇସଲାମାବାଦ,୧୫।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ(ପିଟିଆଇ)ର ମୁଖ୍ୟ ଇମ୍ରାନ୍‌ ଖାନଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇ କୋର୍ଟ ଏବଂ ଶାହାବାଜ ସରକାରଙ୍କ ମଧ୍ୟରେ ତିକ୍ତତା ବଢିବାରେ…

ଦିଲ୍ଲୀରେ ପହଞ୍ଚିଲେ ସିଦ୍ଦାରାମାୟା, ହାଇକମାଣ୍ଡଙ୍କ ସହ କରିବେ ଆଲୋଚନା

ନୂଆଦିଲ୍ଲୀ,୧୫।୫: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଦରାମାୟା ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛନ୍ତି। ସିଦ୍ଦାରାମାୟାଙ୍କ ସହ କଂଗ୍ରେସ ବିଧାୟକ ଏମ.ବି ପାଟିଲ, ସିଦ୍ଦରାମାୟାଙ୍କ ପୁଅ ୟତିନ୍ଦ୍ର…