ଓପୋର ରେନୋ ସିରିଜ

ଭୁବନେଶ୍ୱର,୧୪।୭:ଓପୋର ବହୁ ପ୍ରତୀକ୍ଷିତ ତଥା ରେନୋ ସିରିଜର ନୂତନ ଉପତ୍ାଦଗୁଡ଼ିକ ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ବିଶେଷକରି ରେନୋ-୧୦ପ୍ରୋ+ ୫ଜି, ରେନୋ-୧୦ପ୍ରୋ ୫ଜି ଓ ରେନୋ-୧୦ ୫ଜି…

ଜାହ୍ନବୀ ନିସାନର ଏକ୍ସକ୍ଲୁସିଭ ଶୋ’ରୁମ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୧୪।୭: (ଅଭୟ ଦାଶ/ ସତ୍ୟ ରଞ୍ଜନ ଦାସମହାପାତ୍ର):ନିସାନ ମୋଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ (ଏନ୍‌ଏମ୍‌ଆଇପିଏଲ୍‌)ର ଏକ୍ସକ୍ଲୁସିଭ ଆଉଟଲେଟ ପାହାଳର ପ୍ରାଚୀ ବଜାରଠାରେ ଉଦ୍‌ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଏନ୍‌ଏମ୍‌ଆଇପିଏଲ୍‌ର…

ବଜାରରେ ନାଲ୍‌କୋର ନୂତନ ଉତ୍ପାଦ

ଭୁବନେଶ୍ୱର,୧୪।୭:ଦେଶର ପ୍ରମୁଖ ନବରତ୍ନା ଉଦ୍ୟୋଗ ନ୍ୟାଶନାଲ ଆଲୁମିନିୟମ୍‌ କମ୍ପାନୀ ଲିମିଟେଡ଼ ବା ନାଲ୍‌କୋର ନୂତନ ଉତ୍ପାଦ ‘ମେକାନାଇଜ୍‌ଡ ସୋ ଇନଗଟର’ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।…

ଦକ୍ଷ, ନିର୍ମଳ ଭାବମୂର୍ତ୍ତି ପ୍ରାର୍ଥୀ ଖୋଜୁଛନ୍ତି ଭୋଟର

ଯୋଡ଼ା,୧୪ା୭(ମାନସ ମହାନ୍ତି): କେନ୍ଦୁଝର ଜିଲା ଚମ୍ପୁଆ ନିର୍ବାଚନମଣ୍ଡଳୀରେ ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଏବେଠାରୁ ରାଜନୈତିକ ଦଳଗୁଡ଼ିକ କସରତ ଆରମ୍ଭ କରିଦେଲେଣି। ସଭା, ବୈଠକ କରି ୨ପ୍ରମୁଖ…

ଅକ୍ଟୋବର ୨୭ରୁ ଆଇଏମ୍‌ସିର ୭ମ ସଂସ୍କରଣ

ଭୁବନେଶ୍ୱର,୧୪।୭ (ଅଭୟ ଦାଶ):ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ‘ଇଣ୍ଡିଆ ମୋବାଇଲ କଂଗ୍ରେସ’ (ଆଇଏମ୍‌ସି)ର ୭ମ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି।…

ଜହ୍ନ ରାଇଜର ରହସ୍ୟ ଫିଟାଇବ ଚନ୍ଦ୍ରୟାନ-୩

ବେଙ୍ଗାଲୁରୁ/ନୂଆଦିଲ୍ଲୀ, ୧୪ା୭(ପ୍ରସ୍ତୁତି: ଜ୍ୟୋତିର୍ମୟୀ ସେଠୀ/ଦୁର୍ଯ୍ୟୋଧନ ମିଶ୍ର): ମଣିଷ ବସବାସ କରୁଥିବା ପୃଥିବୀ ବାହାର ଦୁନିଆ ସମ୍ପର୍କରେ ଜାଣିବା ପାଇଁ ସମସ୍ତଙ୍କ ଉତ୍ସୁକତା ରହିଛି। କେଉଁଠି ଜୀବସତ୍ତା ତ…

ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ,୧୪ା୭(କାର୍ତ୍ତିକ ସାହୁ):ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ପରୀକ୍ଷାରେ ଅନିୟମିତତା ମାମଲାର ଶୁଣାଣି ଶେଷ ହୋଇଛି। ଗୁରୁବାର ହାଇକୋର୍ଟ ବିଚାରପତି…

ବିନା ଆଧାରରେ ୬ଶହ କୋଟିର ରାଜସ୍ବ ଆଦାୟ ଲକ୍ଷ୍ୟ

ଭୁବନେଶ୍ୱର,୧୪।୭ (ବନ୍ଦନା ସେଠୀ): ପରିମଳ ପରେ ଏବେ ଟିକସ ଆଦାୟକୁ ନେଇ ଟ୍ୟାକ୍ସ କଲେକ୍ଟର ବା ଓ୍ବାର୍ଡ ଅଫିସରଙ୍କୁ ତନାଘନା କରାଯାଇଛି। ଟେକ୍ନୋଲୋଜିର ଉପଯୋଗ କରି ସ୍ବଚ୍ଛତା…

୩ ବିଭାଗରେ ନିଯୁକ୍ତ ହେଲେ ୧୮୧ ଅଫିସର

ଭୁବନେଶ୍ୱର,୧୪ା୭(ଅନିଲ ଦାସ):ରାଜ୍ୟ ସରକାରଙ୍କ ୩ ବିଭାଗରେ ୧୮୧ ଜଣଙ୍କୁ ନୂଆ ନିଯୁକ୍ତି ମିଳିଛି। ସେମାନଙ୍କ ମଧ୍ୟରେ ୧୦୪ ଶିକ୍ଷକ ପ୍ରଶିକ୍ଷକ, ୬୨ ସହକାରୀ ନିର୍ଦ୍ଦେଶକ (ବିଧି) ଏବଂ…

ରେଭେନ୍‌ଶାରେ ହେବ ଅମ୍ଳଜାନ ଶୁଦ୍ଧତା ପରୀକ୍ଷା

କଟକ,୧୪ା୭(ସୁପ୍ରିୟା ପ୍ରିୟଦର୍ଶିନୀ):ଭାରତ ସରକାରଙ୍କ ନ୍ୟାଶନାଲ ଆକ୍ରିଡିଏଶନ ବୋର୍ଡ ଫର୍‌ ଟେଷ୍ଟିଂ ଆଣ୍ଡ୍‌ କାଲିବ୍ରେଶନ ଲାବୋରୋଟୋରିଜ୍‌ (ଏନ୍‌ଏବିଏଲ୍‌)ରୁ ରେଭେନ୍‌ଶା ବିଶ୍ୱବିଦ୍ୟାଳୟକୁ ମାନ୍ୟତା ମିଳିଛି। ରାଜ୍ୟର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ…