ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୧, ୨୦୨୩ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ 'We Are One Group' ର କଳାକାର ମାନେ ୧୮ତମ ଗୁରୁ ଦକ୍ଷିଣା ଉତ୍ସବରେ ଚକ ଚେୟାରରେ ନୃତ୍ୟ ପରିବେଷଣ କରୁଛନ୍ତି  …

ଲୋ ସ୍କୋରିଂ ମ୍ୟାଚ୍‌ ସତ୍ତ୍ୱେ ଦ୍ୱିତୀୟ ଟି୨୦ ଜିତିଲା ଭାରତ

ମୀରପୁର, ୧୧ା୭: ବାଂଲାଦେଶ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦ୍ୱିପାକ୍ଷିକ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌କୁ ଜିତିବା ସହିତ ସିରିଜ୍‌ ଉପରେ ଆଗୁଆ କବ୍‌ଜା କରି ନେଇଛି…

ଭାଜପାକୁ ମିଳିଛି ସର୍ବାଧିକ ଚାନ୍ଦା: ଏଡିଆର ରିପୋର୍ଟ…

ନୂଆଦିଲ୍ଲୀ,୧୧।୭ : ଥିଙ୍କ ଟ୍ୟାଙ୍କ ’ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ’ (ଏଡିଆର) ର ଏକ ରିପୋର୍ଟରେ କୁହାଯାଇଛି ୨୦୧୬-୧୭ ରୁ ୨୦୨୧-୨୨ ମଧ୍ୟରେ ରାଜନୈତିକ ଦଳଗୁଡିକ ଗ୍ରହଣ…

ଅନ୍ତର୍ଜାତୀୟ ଟି୨୦ ର଼୍ୟାଙ୍କିଙ୍ଗ: ଟପ୍‌ ୧୦କୁ ଫେରିଲେ ହରମନପ୍ରିତ

ଦୁବାଇ,୧୧ା୭: ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ର଼୍ୟାଙ୍କିଙ୍ଗ ତାଲିକାରେ ଟପ୍‌ ୧୦କୁ ଫେରିଛନ୍ତି ଭାରତ ଅଧିନାୟକ ହରମନ୍‌ପ୍ରୀତ କୌର। ବାଂଲାଦେଶ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ…

ସିମ୍ବଲ ଲୋଣ୍ଡିଂ ପ୍ରକ୍ରିୟାରେ ନୂଆ ବୈଶିଷ୍ଟ୍ୟ ଆଣିବେ ନିର୍ବାଚନ ଆୟୋଗ…

ନୂଆଦିଲ୍ଲୀ,୧୧।୭ : ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ବଚ୍ଛ କରିବାକୁ ନିର୍ବାଚନ ଆୟୋଗ କାଗଜ ଟ୍ରେଲ ମେସିନର ସିମ୍ବଲ ଲୋଡିଂ ପ୍ରକ୍ରିୟାରେ ଏକ ନୂତନ ବୈଶିଷ୍ଟ୍ୟ ଆଣିଛନ୍ତି। ଆଇନ…

ଆଶାରାମ ବାପୁଙ୍କ ଉପରେ ଲାଗୁ ହେବ ୬୫ବର୍ଷ ପୁରୁଣା ପେ ରୋଲ ଆଇନ୍‌

ଜୟପୁର,୧୧।୭: ଆଶରାମ ବାପୁଙ୍କ ପେ ରୋଲକୁ ୬୫ବର୍ଷ ପୁରୁଣା ଆଇନ ଅନୁଯାୟୀ ବିଚାର କରାଯିବ। ବଳାତ୍କାର ମାମଲାରେ ଯୋଧପୁର ଜେଲରେ ବନ୍ଦୀ ଜୀବନ କାଟୁଥିବା ଆଶରାମ ୨୦…

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୯୦୨ ନୂଆ ପଦବୀ ସୃଷ୍ଟି

ଭୁବନେଶ୍ୱର,୧୧ା୭(ଅନୁରାଧା ମହାରଣା)- ରାଜ୍ୟର ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ନୂତନ ପଦବୀ ସୃଷ୍ଟି ହୋଇଛି। ରାଜ୍ୟ ସରକାର ମୋଟ ୯୦୨ଟି ପଦବୀ ସୃଷ୍ଟି କରିଛନ୍ତି।…

ଇଡ଼ିର କାମ ଆୟ ବହିର୍ଭୁତ ସମ୍ପତ୍ତିର ଯାଞ୍ଚ କରିବା, ପୋଲିସ ହେପାଜତ ଦାବି କରିବା ନୁହେଁ: ସିବଲ…

ଚେନ୍ନାଇ,୧୧।୭ : ତାମିଲନାଡୁର ସରକାରୀ ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କ ସ୍ତ୍ରୀଙ୍କ ତରଫରୁ ମାଡ୍ରାସ ହାଇକୋର୍ଟରେ ଏକ ହାବିସ କର୍ପସ ଆବେଦନ କରାଯାଇଛି। ମଙ୍ଗଳବାର ଦିନ ଏହି ପିଟିଶନର…

ମାଟ୍ରିମୋନି ସାଇଟ୍‌ରେ ହେଉଛି ସାଇବର ଠକେଇ

ଭୁବନେଶ୍ୱର,୧୧।୭(ସତ୍ୟଜିତ୍‌ ରାଉତ): ଅନେକେ ମାଟ୍ରିମୋନି ସାଇଟ୍‌ରେ ବିବାହ ପାଇଁ ଜୀବନସାଥୀ ଖୋଜିବାକୁ ଯାଇ ସାଇବର ଠକେଇର ଶିକାର ହେଉଛନ୍ତି। ବିଭିନ୍ନ କୌଶଳ ଆପଣାଇ ସାଇବର ଅପରାଧୀମାନେ ଲକ୍ଷ…

୧୫୫ ଟଙ୍କାରେ ମିଳିବ ଏଲପିଜି ସିଲିଣ୍ଡର…

ଡେରାଡୁନ,୧୧।୭ : ଏଲପିଜି ଘରୋଇ ଗ୍ୟାସ ସିଲିଣ୍ଡରର କ୍ରମାଗତ ବୃଦ୍ଧି ମୂଲ୍ୟ ସାଧାରଣ ଲୋକଙ୍କ ଆଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି। ବିଗିଡ଼ି ଯାଇଛି। ସର୍ବଶେଷ ସୂଚନା ଅନୁଯାୟୀ,…