ସୁସ୍ଥ ଲୋକକୁ ସଜାଇଦେଲେ ରୋଗୀ

ଢେଙ୍କାନାଳ, ୧୫।୭(ରତନ ନାୟାର): ‘ମୁଁ ଆଜ୍ଞା ସୁସ୍ଥ ଲୋକ । ପ୍ରତିଦିନ ପରିଶ୍ରମ କରେ। ବାହାବା ନେବା ପାଇଁ ‘୫-ଟି’ ସଚିବଙ୍କ ଆଗରେ ମିଛରେ ରୋଗୀ ସଜେଇ…

ଭଲ ଫସଲ ଅମଳ ପାଇଁ ଆଶା ବାନ୍ଧିଛି ଚାଷୀ

ପାରଳାଖେମୁଣ୍ଡି, ୧୫ା୭(ଗିରିଧାରୀ ପରିଛା) : ଗଜପତି ଜିଲାର ପ୍ରାୟ ୮୦ ପ୍ରତିଶତରୁ ଅଧିକ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। କିଏ ଅର୍ଥକାରୀ ଫସଲ ତ ଆଉ…

ରାଷ୍ଟ୍ରପତି ମାକ୍ରୋନ୍‌ଙ୍କ ସହ ସେଲ୍‌ଫି ନେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ/ପ୍ୟାରିସ,୧୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ଶେଷ କରିବା ପରେ ଶନିବାର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଅଭିମୁଖେ ଯାତ୍ରା କରିଛନ୍ତି।…

ବନ୍ୟାରେ ବୁଡିଲାଣି ଦେଶର ଅଧିକାଂଶ ଭାଗ, ରାଜସ୍ଥାନରେ ପାରଦ ଛୁଇଁଲାଣି ୪୦ ଡିଗ୍ରୀ

ନୂଆଦିଲ୍ଲୀ,୧୫।୭: ସାରା ଦେଶରେ ପ୍ରକୃତି ତା’ର କୋପ ଦେଖାଇ ଚାଲିଛି। ରାଜଧାନୀ ଦିଲ୍ଲୀ ବନ୍ୟାରେ ଏକ ପ୍ରକାର ବୁଡି ଗଲାଣି କହିଲେ ଚଳେ। ୧୫ ଜୁଲାଇ ଶନିବାର…

ଲିଙ୍ଗ ନିରୂପଣକାରୀଙ୍କ ତଥ୍ୟ ଦେଲେ ମିଳିବ ୨୫ ହଜାର

ଛତ୍ରପୁର,୧୫ା୭ (ସନ୍ତୋଷ ପାଢ଼ୀ): କନ୍ୟା ଭ୍ରୁଣ ହତ୍ୟା ଆଇନଗତ ଦଣ୍ଡନୀୟ ଅପରାଧ। ଗଞ୍ଜାମ ଜିଲାରେ କୌଣସିଠାରେ ଲିଙ୍ଗ ନିରୂପଣ କରି ଭ୍ରୁଣ ହତ୍ୟା ହେଉଥିବା ସୂଚନା ଦେଲେ…

ମାସେ ବିତିଲା ବଳାତ୍କାରୀଙ୍କୁ ଧରିବାରେ ପୋଲିସ ବିଫଳ

ରାଜନଗର,୧୫ା୭ (ଭାସ୍କର ରାଉତରାୟ): ଶୁକ୍ରବାରକୁ ଠିକ୍‌ ଏକମାସ ତଳେ ପହିଲି ରଜରେ ୮୦ ବର୍ଷିୟା ବୃଦ୍ଧାଙ୍କୁ ଝିଅ ଘରେ ଛାଡ଼ି ଦେବାକୁ ବାହାନା ଦେଖାଇ ବାଇକ୍‌ରେ ଦୁର୍ବୃତ୍ତ…

୨୬ ରାଫେଲ ଜେଟ୍‌ କିଣିବା ଉପରେ ମୋହର ଲଗାଇଲା ଭାରତ

ନୂଆଦିଲ୍ଲୀ,୧୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ସମୟରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଏକ ବଡ଼ ପ୍ରତିରକ୍ଷା ଚୁକ୍ତି ଉପରେ ମୋହର ଲାଗିଛି।…

ଦିଲ୍ଲୀ ପରେ ଉତ୍ତର ପ୍ରଦେଶବାସୀଙ୍କୁ କନ୍ଦାଇବ ଯମୁନା, ମଥୁରା ସମେତ କିଛି ସ୍ଥାନରେ ବିପଦ ସଙ୍କେତ ଉପରେ ବହୁଛି ନଦୀ

ଲକ୍ଷ୍ନୌ,୧୫।୭: ପାହାଡ ଉପରେ ହେଉଥିବା ବର୍ଷାର ପ୍ରଭାବ ଏବେ ତଳିଆ ଅଞ୍ଚଳରେ ଦେଖିବାକୁ ମିଳିଲାଣି। ଯମୁନା ନଦୀରେ ଆସିଥିବା ବନ୍ୟାରେ ଦିଲ୍ଲୀ ଉବୁଟୁବୁ ହେବା ପରେ ଏବେ…

ସୀମା ପାର୍‌ କରି ଭାରତରେ ପ୍ରବେଶ କଲେ ପାକିସ୍ତାନ ନାଗରିକ

ଚଣ୍ଡଗଡ,୧୫।୭: ସୀମା ସୁରକ୍ଷା ବଳ (ବିଏସଏଫ୍‌) ପଞ୍ଜାବର ଅମୃତସର ନିକଟ ଅନ୍ତର୍ଜାତୀୟ ସୀମା ନିକଟରେ ଜଣେ ପାକିସ୍ତାନୀ ନାଗରିକଙ୍କୁ ଧରିଛି। ପାକିସ୍ତାନୀ ନାଗରିକ ଅନ୍ତର୍ଜାତୀୟ ସୀମା ପାର୍‌…

ଶୁକ୍ରବାର ବାହାରି ଥିଲେ ଘରୁ, ଶନିବାର ମିଳିଲା ମୃତଦେହ

ବରଗଡ଼,୧୫।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ସହରର ଗାନ୍ଧୀଛକ ନିକଟ ଏକ ଗଳିରାସ୍ତାରେ ଜଣେ ଯୁବକଙ୍କ ମୃତଦେହ ପଡିଛି। ମୃତ…